Utkal Sambad

Utkal Sambad This news channel is all types of story and inteview besics UtkalSambad

24/10/2025

ରୋଟାରୀ କ୍ଲବ ଦ୍ୱାରା ବିଶ୍ୱ ପୋଲିଓ ଦିବସ ପାଳିତ

23/10/2025

ବୃଦ୍ଧାବୃଦ୍ଧ ମାନେ ସମ୍ପୂର୍ଣ୍ଣ ସାହାରା ହୋଇବଞ୍ଚିପାରିବେ: SWORD

22/10/2025

ମାରୱାଡ଼ି ଯୁବମଞ୍ଚ ଦ୍ୱାରା ଗିରିଗୋବର୍ଧନ ପୂଜା ପାଳିତ

22/10/2025

କୁଆଖାଇ ମହୋତ୍ସବ କମିଟି ଦ୍ୱାରା ସନ୍ଧ୍ୟା ଆଳତି ଓ କୁଆଖାଇ ନଦୀର ରକ୍ଷଣବେକ୍ଷଣ ଉପରେ ଆଲୋଚନା

19/10/2025

3rd ଦାମୋଦର ମେମୋରିଆଲ କରାଟେ ଚମ୍ପିୟନଶିପ ଉଦଯାପିତ

କଟକରେ କାଳୀପୂଜା ଭସାଣି ଯାତ୍ରା ପାଇଁ ଝୋଲାସାହି , ସେମିନାର ଛକ,ହାତୀ ପୋଖରୀ ରୁଟ ଯାଞ୍ଚ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ମାନେ।
18/10/2025

କଟକରେ କାଳୀପୂଜା ଭସାଣି ଯାତ୍ରା ପାଇଁ ଝୋଲାସାହି , ସେମିନାର ଛକ,ହାତୀ ପୋଖରୀ ରୁଟ ଯାଞ୍ଚ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ମାନେ।

 #ବିକାଶ_ରେ_ଯୋଡ଼ି_ହେଲା_ଆଉ_ଏକ_ନୂଆ_ଫର୍ଦ୍ଦଓଡିଶା ସରକାରଙ୍କ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ Dr. Krushna Chandra Mahapatra ମହୋଦ...
18/10/2025

#ବିକାଶ_ରେ_ଯୋଡ଼ି_ହେଲା_ଆଉ_ଏକ_ନୂଆ_ଫର୍ଦ୍ଦ
ଓଡିଶା ସରକାରଙ୍କ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ Dr. Krushna Chandra Mahapatra ମହୋଦୟ ସର୍ବପୁରାତନ କେନ୍ଦ୍ରାପଡ଼ା #ପୌରପାଳିକା ର ନୂତନ କାର୍ଯ୍ୟାଳୟ ଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ନୀଳଗିରି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଓଉପଦା ଠାରେ ବିଜେପି ସରକାରଙ୍କ ଦ୍ୱାରା ଓଡ଼ିଶାବାସୀଙ୍କୁ ଯାବତୀୟ ପ୍ରତାରଣା ଜଥା ମହିଳାଙ୍କ ପ୍ରତି ଅପ...
18/10/2025

ନୀଳଗିରି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଓଉପଦା ଠାରେ ବିଜେପି ସରକାରଙ୍କ ଦ୍ୱାରା ଓଡ଼ିଶାବାସୀଙ୍କୁ ଯାବତୀୟ ପ୍ରତାରଣା ଜଥା ମହିଳାଙ୍କ ପ୍ରତି ଅପରାଧ, ଦୁର୍ନୀତି, ଚାକିରି ଚୋରି ଓ ଯୁବା ବର୍ଗ ଙ୍କ ଭିବିଷ୍ୟତ ଚୋରି ବିରୁଦ୍ଧରେ ବାଲେଶ୍ଵର ଜିଲ୍ଲା ସଭାପତି ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଶ୍ରୀ ସୁକାନ୍ତ ନାୟକ ଓ ଶହ ଶହ କର୍ମୀ ଙ୍କ ସହିତ ପଦଯାତ୍ରା ଏବଂ ପ୍ରତିବାଦ ସଭାରେ ଯୋଗଦେଲେ ବିଜେଡି ସାଂସଦ ଲେଖାଶ୍ରୀ ସାମନ୍ତସିଂହାର

#ଜନସମ୍ପର୍କ

ନୂଆପଡା ଉପନିର୍ବାଚନର ବିଜେପି ବିଧାୟକ ପ୍ରାଥୀ ଜୟ ଢୋଲକିଆ ଭାଇ ଙ୍କ ପ୍ରାଥୀ ପତ୍ର ଦାଖଲ କରିବା ରାଲି ସମୟରେ ଜିଲ୍ଲା ତଥା ରାଜ୍ୟ ନେତୃ ମଣ୍ଡଳୀ...
18/10/2025

ନୂଆପଡା ଉପନିର୍ବାଚନର ବିଜେପି ବିଧାୟକ ପ୍ରାଥୀ ଜୟ ଢୋଲକିଆ ଭାଇ ଙ୍କ ପ୍ରାଥୀ ପତ୍ର ଦାଖଲ କରିବା ରାଲି ସମୟରେ ଜିଲ୍ଲା ତଥା ରାଜ୍ୟ ନେତୃ ମଣ୍ଡଳୀଙ୍କ ସହ ସାମିଲ I

ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାର
18/10/2025

ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରଚାର

18/10/2025

ନୂଆପଡାରେ ବିଜେଡି ପରାଜୟ ହୋଇପାରେ!

ଆଜି ସାଢ଼େ ଚାରି କୋଟି ଓଡିଆଙ୍କ ହୃଦୟ ର ସମ୍ରାଟ ନୂଆ ଓଡ଼ିଶାର ନିର୍ମାତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବାଲେଶ୍ବର ଷ୍ଟେସନ୍ କ୍ଲ...
16/10/2025

ଆଜି ସାଢ଼େ ଚାରି କୋଟି ଓଡିଆଙ୍କ ହୃଦୟ ର ସମ୍ରାଟ ନୂଆ ଓଡ଼ିଶାର ନିର୍ମାତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବାଲେଶ୍ବର ଷ୍ଟେସନ୍ କ୍ଲବ୍ ଠାରେ ପୂର୍ବତନ ବିଧାୟକ ସ୍ଵରୂପ ଦାଶଙ୍କ ନେତୃତ୍ଵରେ ଆୟୋଜିତ ରକ୍ତଦାନ ଶିବିର ରେ ଅନେକ ରକ୍ତଦାତାଙ୍କ ସହ ଯୋଗଦେଲେ ଲେଖାଶ୍ରୀ ସମାନ୍ତସିହାର

Address

Malaya Vihar, GGP Colony
Rasulgarh
KHRODHA

Alerts

Be the first to know and let us send you an email when Utkal Sambad posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal Sambad:

Share