Vod Tv

Vod Tv VodTv is Dedicated to Presenting a Unique insight on Sports, Politics, Bollywood, Lifestyle, Crime a

26/08/2026

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ

ମହିଳାମାନଙ୍କ ସମ୍ପର୍କିତ ୨୪ଟି ମାମଲା ଶୁଣାଣି





Vod Tv

ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା: ଜବତ ହେଲା ୨୩୦ ଗ୍ରାମ ସୁନା ଓ ଟଙ୍କା, ୧୨ ଜଣ ଗିରଫ ବିଶେଷ ସୂତ୍ରରୁ ଖବର ଅନୁଯାୟୀରାୟଗଡ଼ା ଜିଲ୍ଲ...
18/08/2026

ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା: ଜବତ ହେଲା ୨୩୦ ଗ୍ରାମ ସୁନା ଓ ଟଙ୍କା, ୧୨ ଜଣ ଗିରଫ

ବିଶେଷ ସୂତ୍ରରୁ ଖବର ଅନୁଯାୟୀ

ରାୟଗଡ଼ା ଜିଲ୍ଲା ପୁଲିସକୁ ମିଳିଛି ସାମୟିକ ଆଶ୍ବସ୍ତି I ଜିଲ୍ଳାର ବିଭିନ୍ନ ଥାନାରେ ହୋଇଥିବା ଚୋରି ଘଟଣାରେ ପୁଲିସ ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରିବା ସହ ୮୦ଗ୍ରାମ ସୁନା, ୫୮୧ଗ୍ରାମ ରୂପା ଏବଂ ଟଙ୍କା ଜବତ କରିଛି I ଏହା ସହ ଅଭିଯୁକ୍ତଙ୍କ ଠାରୁ ୧୨ ମୋବାଇଲ ଏବଂ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି I

ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ସିରିଜ୍ ଚୋରି ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିବାରେ ରାୟଗଡ଼ା ପୁଲିସ। ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌ର ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଦାମୀ କାର୍, ବାଇକ୍, ସୁନା-ରୂପା ଅଳଙ୍କାର, ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜ ପ୍ରସାଦ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ରାୟଗଡ଼ା, କାଶୀପୁର, ଟିକିରି, ଚାନ୍ଦିଲି, ଗୁଣୁପୁର ସମେତ ବିଭିନ୍ନ ଥାନାର ଅଧିକାରୀ ଏବଂ ରାୟଗଡ଼ା, ଗୁଣପୁର ଓ ବିଷମକଟକ ଏସ୍‌ଡିପିଓ ଉପସ୍ଥିତ ଥିଲେ।

ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଣ୍ଟେଲିଜେନ୍ସ, ସାଇବର ୟୁନିଟ୍ ଓ ସ୍ପେଶାଲ୍ ରେଡ୍ ଟିମ୍‌କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗତ ଜୁଲାଇ ୨୫ ତାରିଖରେ ରାମନାଗୁଡ଼ା ଥାନା ଅଞ୍ଚଳରୁ ୩.୫ ଭରି ସୁନା ଚୋରି ଏବଂ ଅଗଷ୍ଟ ୧ ତାରିଖରେ ଦୋରାଗୁଡ଼ା ଥାନା ଅଞ୍ଚଳରୁ ପ୍ରାୟ ୩.୫ ଭରି ସୁନା ଗହଣା ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବୈଷୟିକ ଜ୍ଞାନକୌଶଳ ଓ ଗୁଇନ୍ଦା ସୂଚନାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇବା ପରେ ପୁଲିସ ଗ୍ୟାଙ୍ଗ୍‌ର ସଦସ୍ୟମାନଙ୍କ ନିକଟରେ ପହଞ୍ଚିଥିଲା।

ଗିରଫ ୧୨ ଜଣଙ୍କ ମଧ୍ୟରେ ଦଶମନ୍ତ ନାୟକ (୨୭), ବିଷ୍ଣୁ ହରପାଲ (୨୯), ପ୍ରଶାନ୍ତ ଝୋଡ଼ିଆ (୩୦), ଦୈତାରୀ ନାୟକ (୩୦), ବିପିନ ନାୟକ (୩୦), ନରହରି ନାୟକ (୨୪), ବାବୁଲା ନାୟକ (୩୭), ବସନ୍ତରା କାର୍ତ୍ତିକ (୨୯), ଅଜୁ ଓରଫ ଦିଲ୍ଲୀପ ପଲାଇ (୩୯), ଶିବ ଶଙ୍କର ନାୟକ (୨୪), ବସନ୍ତ ବେନିଆ (୨୩) ଏବଂ ମଙ୍ଗୁଳୁ ନାଗ (୨୫) ରହିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ରାୟଗଡ଼ା, କାଶୀପୁର, ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଗୁଣୁପୁର, କୋରାପୁଟ ଓ ନବରଙ୍ଗପୁର ଆଦି ବିଭିନ୍ନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।








Vod Tv
CMO Odisha
Odisha

ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ  ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ପତ...
18/08/2026

ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ପତ୍ର ପ୍ରଦାନ ।

ରାୟଗଡ଼ା : ତା : ୧୭/୦୮
ରାୟଗଡା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି ।

ଭାରତୀୟ ମଜଦୂର ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ସଂଗଠନର ନିଷ୍ପତ୍ତି କ୍ରମେ ଆଜି ସାରା ଦେଶରେ ପ୍ରତିବାଦ ଦିଵସ ପାଳନ କରାଯାଇଛି ।

ଏହି ଅବସରରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ଯ ଉପସଭାପତି ଯୋଗେଶ୍ୱର ଦାସ, ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଓ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ବରେ ଗାନ୍ଧୀ ପାର୍କ ଠାରେ ଜିଲ୍ଲାର ସମସ୍ତ ସଂଗଠନର କର୍ମକର୍ତ୍ତା ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ , କେନ୍ଦ୍ର ଶ୍ରମ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

ଉକ୍ତ ଦାବିକୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଅଁର ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ପଦ୍ମାଳୟା ସାହୁ , ଉଷା ରାଣୀ ଦାଶ , ଗୀତାଞ୍ଜଳି ହିଆଲ, ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ଏସ ଦୁର୍ଗା , ସଞ୍ଜୁକ୍ତା ହେରପାଲ , ସମିର ଖରା ,ନେହା ସିଂ, କସ୍ତୁରୀ ନାୟକ, ସୁରେଶ କୁମାର ସାହୁ, ପରମା ନନ୍ଦ ପ୍ରଧାନ, ନିରଞ୍ଜନ ସେନାପତି , ମମତା ବିଶ୍ବାଳ , ସୁନ୍ଦର ରାଓ କାଡ୍ରାକା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ହଜାର ହଜାର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

ଦାବିଗୁଡିକ ମଧ୍ୟରେ ଇ.ଏସ.ଆଇ.ସି (ESIC) ଦରମା ସୀମାକୁ ୨୧୦୦୦/- ରୁ ୪୨,୦୦୦/- ଟଙ୍କାକୁ ବୃଦ୍ଧି କରିବା , ଇ.ପି.ଏଫ.(EPF) ନ୍ୟୁନତମ ପେନସନକୁ ଟ ୧୦୦୦/- ରୁ ଟ ୭,୫୦୦/- କୁ ବୃଦ୍ଧି କରିବା , EPF ଦରମା ସୀମାକୁ ଟ ୩୦,୦୦୦/- କରିବା , ବୋନସ ଗଣନା ସୀମାକୁ ଟ୧୮,000/-କରିବା , ବୋନସ ଯୋଗ୍ୟତା ସୀମାକୁ ଟ୪୨,୦୦୦/- କରିବା , ସ୍କିମ୍ ଶ୍ରମିକ (ଅଙ୍ଗନୱାଡି, ଆଶା) ମାନଙ୍କ ମାନଦଣ୍ଡ ବୃଦ୍ଧି କରିବା , ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ “ସମାନ କାମ କୁ ସମାନ ଦରମା" ସୁନିଶ୍ଚିତ କରିବା , ଶ୍ରମ ଆଇନରୁ ଶ୍ରମିକ ବିରୋଧୀ ଧାରାଗୁଡିକୁ ବିଲୋପ କରିବା , ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁକରିବା , ଗ୍ରାଟୁଇଟି ସୀମାକୁ ୪୦ ଲକ୍ଷ କୁ ବୃଦ୍ଧି କରିବା, ଜାତୀୟ ନ୍ୟୁନତମ ଦରମାକୁ ଟ୩୦,୦୦୦/- ପ୍ରତିମାସ ନିର୍ଦ୍ଧାରଣ କରିବା ଓ ଜୀବନ ବୀମା ନିଗମ ରେ କାର୍ଯ୍ୟରତ ଡେଭଲପମେଣ୍ଟ ଅଫିସର ମାନଙ୍କ ପାଇଁ ପୂର୍ଣ୍ଣ ଚାକିରି ସୁରକ୍ଷା ଦେବା ଏପରି ୧୧ ଗୋଟି ଦାବି ଅନ୍ତର୍ଭୁକ୍ତ ଥିଲା ।









Vod Tv

16/08/2026

#ଚିକିଟି_ଖେମୁଣ୍ଡି_ହଳଦିଆ_ତୈଳୀକ_ବୈଶ୍ୟ_ସମାଜ_ଆଞ୍ଚଳିକ_ପରିଷଦ_ରାୟଗଡା_ଜିଲ୍ଲା_ଜୁମୁରୁଗୁଡା,_ପଦ୍ମପୁର_ସମାଜ_କୋଠ_ଘର-ଠାରେ_80ତମ_ସ୍ୱାଧୀନତା_ଦିବସ_ପାଳନ

ଚିକିଟି ଖେମୁଣ୍ଡି ହଳଦିଆ ତୈଳୀକ ବୈଶ୍ୟ ସମାଜ ଆଞ୍ଚଳିକ ପରିଷଦ ରାୟଗଡା ଜିଲ୍ଲା ଜୁମୁରୁଗୁଡା, ପଦ୍ମପୁର ସମାଜ କୋଠ ଘର ଠାରେ 80ତମ ସ୍ୱାଧୀନତା ଦିବସ ପାଳନ

WELCOME TO VOD TV II PLEASE LIKE, SHARE, SUBSCRIBE

VodTV UDYAM REGD NO - OD-27-0003269

PLEASE SUBSCRIBE, LIKE, SHARE, FOR LATEST UPDATE NEWS & ENTERTAINMENT VIDEO


Vod Tv
Odisha
Rayagada News
Rayagada Khabar


15/08/2026

#ଓଡିଶା_ଦର୍ପଣ_ପାକ୍ଷିକ_ପତ୍ରିକା_ଏବଂ_ଡିଜିଟାଲ_ମିଡ଼ିଆ_ଆସୋସିଏସନ_ପକ୍ଷରୁ _୮୦ତମ_ସ୍ୱାଧୀନତା_ଦିବସ_ପାଳିତ


#ଓଡିଶା #ଦର୍ପଣ #ପାକ୍ଷିକ #ପତ୍ରିକା_ଏବଂ
ଡିଜିଟାଲ_ମିଡ଼ିଆ_ଆସୋସିଏସନ_ପକ୍ଷରୁ ୍ୱାଧୀନତା_ଦିବସ_ପାଳିତ


Vod Tv
Highlight
CMO Odisha
OdishaOdisha Bhaskar
Indian National Congress
Golden Odisha
Odisha News
Bharat News

15/08/2026

ସ୍ୱାଧୀନତା ଦିବସ 2026 ଉପଲକ୍ଷେ ସ୍ୱତନ୍ତ୍ର ଉପସ୍ଥାପନା
“कैप्टन राम सिंह ठाकुरी: जिस सैनिक की धुन में गूंजती थी आज़ादी

For Happy Independence Day 2026

Special Story 2026” hindi video











Vod Tv

Like, Follow and Share

CMO Odisha
Odisha
Odisha Bhaskar
Golden Odisha

India TV
Bharatiya Janata Party (BJP)
PMO India
Indian National Congress
Biju Janata Dal Odisha

WELCOME TO VOD TV II PLEASE LIKE, SHARE, SUBSCRIBE

13/08/2026

#ତୁହାକୁ_ତୁହାକୁକୁ_ବର୍ଷା_କିନ୍ତୁ_ଗରମ_ରୁ ମିଳୁନି_ଆଶ୍ବସ୍ତି_ଏଥିପାଇଁ_କିଏ_କିଏ_ଦାୟୀ THUAKU THUA BARSA ⁨⁩














CMO Odisha
Odisha
Odisha News
Odisha Bhaskar
News India
India TV
Er Pranav Choudhury
Susanta Padhy



Vod Tv



10/08/2026

10-08-2026 ଶ୍ରାବଣ ମାସ ର ଦ୍ଵିତୀୟ ସୋମବାର // ଶୈବ ପୀଠରେ କାଉଡ଼ିଆ ଭକ୍ତ ମାନଙ୍କ ଭିଡ












Highlight


WELCOME TO VOD TV II PLEASE LIKE, SHARE, SUBSCRIBE

08/08/2026

ପୁରୀ ଜିଲ୍ଲା ଓଡିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଏବଂ ଦାବିପତ୍ର ପ୍ରଦାନ







@ଫୋଲଲବେଶ
Vod Tv




WELCOME TO VOD TV II PLEASE LIKE, SHARE, SUBSCRIBE

ନଦୀରେ କୁମ୍ଭୀର ( ସତ୍ୟ ନା ଗୁଜବ ) ସତ୍ୟ ହେଉ କିମ୍ବା ଗୁଜବ (ସତର୍କ  ରହିଲେ ହିତକାରକ ନା କ୍ଷତିକାରକ ) ରାୟଗଡା -ବ୍ୟୁରୋ ରିପୋର୍ଟ ଆଜି ଏହି ...
07/08/2026

ନଦୀରେ କୁମ୍ଭୀର ( ସତ୍ୟ ନା ଗୁଜବ )

ସତ୍ୟ ହେଉ କିମ୍ବା ଗୁଜବ (ସତର୍କ ରହିଲେ ହିତକାରକ ନା କ୍ଷତିକାରକ )

ରାୟଗଡା -ବ୍ୟୁରୋ ରିପୋର୍ଟ ଆଜି ଏହି ଖବର ଉପରେ ଦର୍ଶକ ବନ୍ଧୁ ବା ପାଠକ ବନ୍ଧୁ ମାନେ ଗୁରୁତ୍ତର ସହ ବିଚାର କୁ ନେବେ ବୋଲି ଅନୁଷ୍ଠାନ ତରଫରୁ ଆଶା ରଖୁଛୁ

କିଛି ଦିନ ତଳେ ବିଭିନ୍ନ ୱାଟ୍ସଆପ ଗ୍ରୁପ ରେ ଏକ ଫୋଟୋ ଘୁରି ବୁଲିବାକୁ ଲାଗିଲା
ତାହା ହେଲା ମୁନିଗୁଡା ଅଂଚଳ ଦେଇ ପ୍ରବାହିତ ହେଉଥିବା ନଦୀ ରେ କୁମ୍ଭୀର

କିଛି ସାମ୍ବାଦିକ ଏହାକୁ ଜନସାଧାରଣ ଙ୍କ ହିତ ନିମନ୍ତେ ନଦୀ କୁ ଯିବା ସମୟରେ ସତର୍କ ରହିବାକୁ ସୂଚନା ଦେଇଥିଲେ

ଏହି ଫୋଟୋ ଟିକୁ ନେଇ ବା ଖବର କୁ ବନବିଭାଗ ଗୁଜବ ବୋଲି ପ୍ରକାଶ କଲା

ବନବିଭାଗ ର ଏହି ମତାମତ କୁ ପ୍ରାୟ ଖବର କାଗଜ ରେ ପ୍ରସାରିତ ହେଲା

ଆଜି ଜଣେ ନେତା ୱାଟ୍ସଆପ ଗ୍ରୁପ ରେ ଫୋଟୋ ଦେଲେ

ନଦୀରେ କୁମ୍ଭୀର ଥିବା ଦୃଶ୍ୟ ର ଫୋଟୋ

ଏହା ଗୁଡାରି ଦେଇ ପ୍ରବାହିତ ହେଉଥିବା ନଦୀରେ ବୋଲି ମତାମତ ବି ଦେଇଛନ୍ତି

ଏହାକୁ ବିଭିନ୍ନ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ମତାମତ ରଖିଲେ

ଏହା ପ୍ରକୃତରେ ସତ୍ୟ ନା ଗୁଜବ
ଏହାକୁ ନେଇ ଜନ ସାଧାରଣ ରେ ଚର୍ଚ୍ଚା

ଆଊ କିଛି ବ୍ୟକ୍ତି ଏହାକୁ ନେଇ ଆଲୋଚନା କରୁଛନ୍ତି ସତ୍ୟ ହେଉ ଅବା ଗୁଜବ

ନଦୀ, ପୋଖରୀ ଇତ୍ୟାଦି ସ୍ଥାନରେ ବିଭିନ୍ନ ପ୍ରକାର ଜନ୍ତୁ ରହିବାକୁ ଆମେ ଏହାକୁ ଖଣ୍ଡନ କରିପାରିବା ନାହିଁ

ତେଣୁ ନଦୀ କିମ୍ବା ପୋଖରୀ ଗୁଡିକ କୁ ଯେ କୌଣସି କାମରେ ଆବଶ୍ୟକ ସମୟରେ ଯିବା କୁ ପଡିବ ତେବେ ଆମେ ସତର୍କତା ର ସହିତ ଗଲେ ହିତକାରକ ନା କ୍ଷତିକାରକ
ଏଭଳି ଅନେକ ଲୋକଙ୍କ ମନରେ ଅନେକ ପ୍ରକାର ମତାମତ

ସେ ଯାହା ବି ହେଉ
କିଛି ଦିନ ତଳେ ଅନ୍ୟ ଏକ ଜିଲ୍ଲା ରୁ ମିଳିଥିବା ଖବର ଅନୁଯାୟୀ ଏକ ନଦୀରୁ ପାଣି ଆଣିବା ସମୟରେ କୁମ୍ଭୀର ର ଶିକାର ହୋଇ ମୃତ୍ୟୁ ବରଣ ହୋଇଥିଲା

ତେଣୁ ଆମ ଭିଓଡ଼ି ଟିଭି ଅନୁଷ୍ଠାନ ର ପରିବାର ତରଫରୁ ଆବାଳ ବୃଦ୍ଧବନିତା ସମସ୍ତ ଜନସାଧାରଣ ଙ୍କୁ ଅନୁରୋଧ

ଏହି ଖବର ସତ୍ୟ ହେଉ କିମ୍ବା ଗୁଜବ

ବର୍ତ୍ତମାନ ଶ୍ରାବଣ ମାସ ଏହି ମାସର ସୋମବାର ରେ ଶୈବ ପୀଠରେ ପାଣି ଢ଼ାଳିବା ନିମନ୍ତେ ସାରା ଭାରତ ବର୍ଷର ପ୍ରତ୍ୟେକ କୋଣ ଅନୁକୋଣରେ କାଉଡିଆ ଭକ୍ତ ମାନେ ବିଭିନ୍ନ ନଦୀରେ ପୂର୍ବଦିନ ରାତ୍ର ପୂଜା ଅର୍ଚନା କରି କଳସି ରେ ପାଣି ଆଣିଥାନ୍ତି
ଏଥିରେ ସାମିଲ ହୋଇଥାନ୍ତି ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ

ତେଣୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯାଉଥିବା କାଉଡ଼ିଆ ଭକ୍ତ ମାନଂକୁ ନିରାପଦରେ ନେବା ଆଣିବା କରନ୍ତୁ ଅନୁଷ୍ଠାନ ର କତୃପକ୍ଷ

କାହିଁକି ନା ସ୍ୱାସ୍ଥ୍ୟ ହିଁ ସମ୍ପଦ

ଜୀବନ ଏକ ଅମୂଲ୍ୟ ରତ୍ନ ବୋଲି

ଆମର ଅନୁଷ୍ଠାନର ମତାମତ

ଯଦି ଅନ୍ୟ କେଉଁ ବ୍ୟକ୍ତି ବିଶେଷ ଙ୍କ ଅଲଗା ମତ ଥାଏ ତେବେ ମତାମତ ପ୍ରକାଶ କରିଲେ ଆମେ ଏହାକୁ ଆଲୋଚନା ସାମିଲ କରିବା ପାଇଁ ଏକ ସୁଯୋଗ ପାଇବୁ

ଆପଣଙ୍କ ର ଭିଓଡ଼ି ଟିଭି








Public
Golden Odisha
Golden TV
Er Pranav Choudhury
Odisha News
Odisha Bhaskar
Indian National Congress
CMO Odisha
Rayagada Khabar
Rayagada News

Address

New Street, Padmapur
Rayagada
765025

Telephone

+918117029765

Website

Alerts

Be the first to know and let us send you an email when Vod Tv posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share