TV5 ODIA PAGE

TV5 ODIA PAGE NEWS

ସାଇନ୍ ବୋର୍ଡରେ ଆଉ ଚଳିବନି ପୁରୁଣା ଇଂରାଜୀ ବନାନ*- ସପ୍ତାହେ ଭିତରେ ପୁରୁଣା ବନାନ ବଦଳାଇବାକୁ ନିର୍ଦ୍ଦେଶ**- ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପ...
07/09/2026

ସାଇନ୍ ବୋର୍ଡରେ ଆଉ ଚଳିବନି ପୁରୁଣା ଇଂରାଜୀ ବନାନ
*- ସପ୍ତାହେ ଭିତରେ ପୁରୁଣା ବନାନ ବଦଳାଇବାକୁ ନିର୍ଦ୍ଦେଶ*
*- ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି*

ସମ୍ବଲପୁର ଗସ୍ତରେ ରାଜ୍ୟପାଳ*-ସମ୍ବଲପୁର ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପାଟି**-ମା’ ସମଲେଇଙ୍କ ଦର୍ଶନ କଲେ ରାଜ୍ୟପାଳ**-ସମ୍ବଲପୁର ବିଶ୍ବବ...
07/09/2026

ସମ୍ବଲପୁର ଗସ୍ତରେ ରାଜ୍ୟପାଳ

*-ସମ୍ବଲପୁର ଗସ୍ତରେ ରାଜ୍ୟପାଳ ହରିବାବୁ କମ୍ଭମପାଟି*
*-ମା’ ସମଲେଇଙ୍କ ଦର୍ଶନ କଲେ ରାଜ୍ୟପାଳ*
*-ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଜ୍ୟପାଳ*

*ଭଙ୍ଗାଯିବ ଦୁର୍ବଳ କୋଠା କୃଷ୍ଣଚନ୍ଦ୍ର ମହାପାତ୍ର**-ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର**-ସମସ୍ତ ଦୁର୍ବଳ ସରକାରୀ ଓ ବେସ...
07/09/2026

*ଭଙ୍ଗାଯିବ ଦୁର୍ବଳ କୋଠା କୃଷ୍ଣଚନ୍ଦ୍ର ମହାପାତ୍ର*

*-ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି ପରେ ଚେତିଲେ ଓଡ଼ିଶା ସରକାର*
*-ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠାକୁ ଭାଙ୍ଗିବା ନେଇ ମନ୍ତ୍ରୀଙ୍କ ସୂଚନା*
*-ଏନେଇ ଚିଠି କରାଯିବ କହିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର*
*-ଦୁର୍ବଳ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଭାଙ୍ଗିବାକୁ ଚିଠି ହୋଇଛି କହିଲେ ମନ୍ତ୍ରୀ*

ଧାନ ବିକ୍ରି ପାଇଁ ରେକର୍ଡ ପଞ୍ଜୀକରଣ*-ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ**-ଗତକାଲି ସୁଦ୍ଧା ପଞ୍ଜୀକରଣ କରିଛନ୍ତି ୨୧.୪୨ ...
07/09/2026

ଧାନ ବିକ୍ରି ପାଇଁ ରେକର୍ଡ ପଞ୍ଜୀକରଣ

*-ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ*
*-ଗତକାଲି ସୁଦ୍ଧା ପଞ୍ଜୀକରଣ କରିଛନ୍ତି ୨୧.୪୨ ଲକ୍ଷ ଚାଷୀ*
*-ଗତବର୍ଷ ପଞ୍ଜୀକରଣ କରିଥିଲେ ୧୯ ଲକ୍ଷରୁ ଅଧିକ ଚାଷୀ*
*-ଧାନ ବିକ୍ରି ପାଇଁ ପଞ୍ଜୀକରଣ ୭ ଦିନ ବୃଦ୍ଧି କରିଥିଲେ ସରକାର*
*-ଅବଧି ଆଉ ବୃଦ୍ଧି କରାଯିବ ନାହିଁ କହିଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ*

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ*-ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ**-ରାଜ୍ୟ କାର୍ଯ୍ୟକାରିଣୀ ସମାପ୍ତ ହେବା ପରେ ଦୁଇ ଦିନିଆ...
07/09/2026

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ

*-ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ*
*-ରାଜ୍ୟ କାର୍ଯ୍ୟକାରିଣୀ ସମାପ୍ତ ହେବା ପରେ ଦୁଇ ଦିନିଆ ଗସ୍ତକୁ ନେଇ ଚର୍ଚ୍ଚା*
*-କାର୍ଯ୍ୟକାରିଣୀ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା*

06/09/2026

ରାୟଗଡା #ପ୍ଲାଷ୍ଟିକ ମୂର୍ତ୍ତି ଯୋଗୁଁ କମୁଛି ମାଟି ଗଣେଶଙ୍କ ଚାହିଦା, ଚିନ୍ତାରେ କାରିଗର odia & follow

06/09/2026

ରାୟଗଡା #ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଗୁରୁ ଦିବସ ପାଳନ odia & follow

06/09/2026

ରାୟଗଡା #ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ!
🏍️ ୩ ଅଭିଯୁକ୍ତ ଗିରଫ
🔑 ୨୧ଟି ଚୋରି ବାଇକ୍ ଜବତ
ରାୟଗଡା ପୋଲିସକୁ ମିଳିଛି ବଡ଼ ସଫଳତା। ବାଇକ୍ ଚୋରି ଘଟଣାର ତଦନ୍ତ କରି ପୋଲିସ ଏକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୧ଟି ଚୋରି ବାଇକ୍ ଜବତ କରାଯାଇଛି।

06/09/2026

ରାୟଗଡା #ପ୍ଲାଷ୍ଟିକ ମୂର୍ତ୍ତି ଯୋଗୁଁ କମୁଛି ମାଟି ଗଣେଶଙ୍କ ଚାହିଦା, ଚିନ୍ତାରେ କାରିଗର

06/09/2026

ରାୟଗଡା #ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଅମଳଭଟା ଗାଁ #

ପ୍ଲାଷ୍ଟିକ ମୂର୍ତ୍ତି ଯୋଗୁଁ କମୁଛି ମାଟି ଗଣେଶଙ୍କ ଚାହିଦା, ଚିନ୍ତାରେ କାରିଗର odia & follow

Address

Rayagada
Rayagada
765001

Telephone

+917978029373

Website

Alerts

Be the first to know and let us send you an email when TV5 ODIA PAGE posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to TV5 ODIA PAGE:

Shortcuts

Share

Category