tv5 odia page

tv5 odia page news

18/09/2025

ରାୟଗଡା #ଅଧିକ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲାଗିଥିବା ବାଇକ ଓ ବୁଲେଟ ଚାଳକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ଙ୍କ ନିକଟରେ ଦାବି କରିଲେ ବିଜେଡି କର୍ମୀ odia ,share & follow

18/09/2025

ରାୟଗଡା #ପରିବା ବ୍ୟବସାୟ ପାଇଁ ସହର ଭିତରେ ସ୍ଥାନ ଦିଆଯାଉ #ସହର ବାହାରେ ଜାଗା ଦେଲେ ବ୍ୟବସାୟ ହେବ ନାହିଁ #ପରିବା ବ୍ୟବସାୟୀ odia , share & follow

18/09/2025

ରାୟଗଡା #ପରିବା ବ୍ୟବସାୟୀ ଙ୍କୁ ଉପଯୁକ୍ତ ସ୍ଥାନ ସହ ଥଇଥାନ କରିବାକୁ ଦାବୀ #ପ୍ରଶାନ୍ତ ପଟ୍ଟନାୟକ, ରାୟଗଡା ବାସିନ୍ଦା odia , share & follow

18/09/2025

ରାୟଗଡା #ଦୁଇ ଦିନ ହେଲା ପରିବା ବଜାର ବନ୍ଦ. ଲୋକେ ପରିବା ପାଇଁ ହନ୍ତସନ୍ତ #ପ୍ରଶାସନ ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବୀ odia , share & follow

18/09/2025

ରାୟଗଡା #ସହର ରେ ଅପରାଧ ବଢୁଥିବା ରୁ ପୋଲିସ ଫାଣ୍ଡି ଓ ବିଭିନ୍ନ ଛକ ରେ ସିସି କ୍ୟାମେରା ଲଗାଇବା କୁ ଦାବୀ କରିଲା ବିଜେଡି odia , share & follow

17/09/2025

ରାୟଗଡା ସହରର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ odia , share & follow

17/09/2025

ରାୟଗଡା #ମହିଳା ଙ୍କୁ ସୁରକ୍ଷା ଦାବୀ ରେ ବିଜେଡି ତରଫରୁ ଏସପି ଙ୍କୁ ଦାବୀପତ୍ର ପ୍ରଦାନ odia , share & follow

17/09/2025

ରାୟଗଡା #ପୌର ପରିଷଦ ରେ ବେନିୟମ କାର୍ଯ୍ୟ ହେଉଛି !! ରାଜ୍ୟ ସଭାପତି ଙ୍କ ପରାମର୍ଶ କ୍ରମେ ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ଅପିଲ ପିଟିସନ ଜିଲ୍ଲାପାଲ ଙ୍କୁ ପ୍ରଦାନ କରିଲେ #ଶ୍ରୀମତୀ ଶୁଭ୍ରା ପଣ୍ଡା #ପୌର ଉପାଧ୍ୟକ୍ଷା #ରାୟଗଡା odia , share & follow

17/09/2025

Bjd protest #2025 #ରାଜ୍ୟ ରେ ନାରୀ ସୁରକ୍ଷା ଦାବୀ କରି ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ odia

ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅନ୍ୟ ମନ୍ତ୍ରୀ ଓ ବରିଷ୍...
16/09/2025

ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି odia , share & follow

15/09/2025

ରାୟଗଡା # ଓଡ଼ିଆ ଲେଖିବା ପାଇଁ ପୌର ପରିଷଦ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ଆବଶ୍ୟକ #ଦେବାଶିଷ ପଣ୍ଡା #ରାୟଗଡା ବାସିନ୍ଦା odia , share & follow

14/09/2025

ରାୟଗଡା #ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ନିଜ ସ୍ୱଇଚ୍ଛାରେ ଓଡ଼ିଆ ଲେଖନ୍ତୁ #ପୌର ପରିଷଦ ସମସ୍ତ ୱାର୍ଡ ଓ ସାହି ର ନାମ ଫଲକ ସହ ଓଡ଼ିଆ ଭାଷାରେ ଲେଖିବା ଆବଶ୍ୟକ #ସୁଦର୍ଶନ ପାଢ଼ୀ #ରାୟଗଡା ବାସିନ୍ଦା odia , share & follow

Address

Rayagada
Rayagada
765001

Telephone

+917978029373

Website

Alerts

Be the first to know and let us send you an email when tv5 odia page posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to tv5 odia page:

Share

Category