SATYA Khabar.

SATYA Khabar. Contact information, map and directions, contact form, opening hours, services, ratings, photos, videos and announcements from SATYA Khabar., Media/News Company, Rourkela.

ଆପଣଙ୍କ ଅଞ୍ଚଳର ଘଟୁଥିବା ଘଟଣାକୁ ଆମ ପାଖକୁ ପଠାଇପାରିବେ। ଆପଣଙ୍କର ସମସ୍ୟା ଆମକୁ ଜଣାଇପାରିବେ। ଖବର ପ୍ରସାରଣ କରିବା ଉଦ୍ଦେଶ୍ୟରେ ଫଟୋ ଭିଡ଼ିଓ ଆମକୁ ପଠାଇପାରିବେ। ଯୋଗାଯୋଗ - ୯୨୬୫୧୭୨୮୮୭
"ଖବର ଉପରେ ନଜର,ସତ୍ୟ ଖବର"

22/08/2026

କୋଟପାଡ଼ ଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଓ ଗୁଳିକାଣ୍ଡ ଦିବସ ପାଳିତ

21/08/2026

ିଲ୍‌କୁ_ନେଇ_ନବୀନଙ୍କୁ_ଧର୍ମେନ୍ଦ୍ରଙ୍କ_କଡ଼ା_ଜବାବ
MMDR ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାରର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

20/08/2026

କୋରାପୁଟ ଜିଲ୍ଲାପାଳଙ୍କ କୋଟପାଡ଼ ବ୍ଲକ ଗସ୍ତ ଓ ବିଭିନ୍ନ ଅଞ୍ଚଳ ପରିଦର୍ଶନ

18/08/2026

ଜଗତସିଂହପୁର ଜିଲ୍ଲାର ପୁରୋହିତପୁର ନନ୍ଦମଣିଗଡ଼ା ଅଞ୍ଚଳରୁ ସେକ୍ସ ରାକେଟ ଠାବ କଲା ଜଗତସିଂହପୁର ପୋଲିସ

17/08/2026

ଖାଲି ପାଦରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ରନ୍ଧା ଖାଦ୍ୟ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

17/08/2026

#ପାଣି_ଭିତରେ_ଫସିଲା_ମୁଖ୍ୟମନ୍ତ୍ରୀ_ବୋଟ୍‌
ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ପାଣି ଭିତରେ ଫସିଗଲା ବୋଟ୍‌ ।

17/08/2026

ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗସ୍ତ ବେଳେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ୍ ଓ ଯାଜପୁର ବିଧାୟିକା ସୁଜାତା ସାହୁଙ୍କୁ ବିଜେପି କର୍ମୀଙ୍କ ବିରୋଧ..

17/08/2026

ଷଡ଼ରଙ୍ଗା ଗ୍ରାମର ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ,୩ ଗିରଫ

17/08/2026

କୋଟପାଡ଼ ସହିଦ ପାର୍କ ଠାରେ ଭାରତ ମିଡ଼ିଆ ଆସୋସିଏସନ୍ ତରଫରୁ ୮0ତମ ସ୍ୱାଧୀନତା ଦିବସ ପାଳିତ

16/08/2026

ଲଗାଣ ବର୍ଷାରେ ଧସିଲା ନୂଆ ରାସ୍ତା, ଓଲଟିଲା ଟ୍ରକ୍

Address

Rourkela
769007

Alerts

Be the first to know and let us send you an email when SATYA Khabar. posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share