Odisha City News

Odisha City News ODISHA CITY NEWS 24×7 Number 1 wave channel.For Add please contact 9438845641

01/09/2026

୨୬ ଅଗଷ୍ଟ ନେପାଳ ରେ ସଖାଳୁ କଣ ହେଲା ଦେଖନ୍ତୁ CCTV କ୍ୟାମେରା ରେ, ପାଣି କଣ କରିପାରେ

ପୂର୍ବତନ ବିଧାୟକ ଶଙ୍କର ଓରାମ ଟିକେ କୁହନ୍ତୁ, କଣ ସୁନ୍ଦରଗଡ଼ ପାଇଁ ଓରାମ ସମାଜରୁ କେହି mp ଙ୍କ District Representive ହେବା ପାଇଁ ଯୋଗ୍ୟ ...
01/09/2026

ପୂର୍ବତନ ବିଧାୟକ ଶଙ୍କର ଓରାମ ଟିକେ କୁହନ୍ତୁ, କଣ ସୁନ୍ଦରଗଡ଼ ପାଇଁ ଓରାମ ସମାଜରୁ କେହି mp ଙ୍କ District Representive ହେବା ପାଇଁ ଯୋଗ୍ୟ ମିଳିଳେନି......

🚔 Night Naka & Vehicle CheckingDhanupali PS conducted night naka checking and vehicle checking at Naxapali, ensuring str...
31/08/2026

🚔 Night Naka & Vehicle Checking
Dhanupali PS conducted night naka checking and vehicle checking at Naxapali, ensuring strict vigilance and enhancing safety and security in the area.

Shri Shefeen Ahamed K, IPS, a 2003-batch Odisha-cadre officer who was serving as Inspector General of Police, CID-CB, Od...
31/08/2026

Shri Shefeen Ahamed K, IPS, a 2003-batch Odisha-cadre officer who was serving as Inspector General of Police, CID-CB, Odisha. Recent reports state that he passed away today while undergoing treatment at a private hospital.

ରାଉରକେଲା  ରାଉରକେଲା ଅବକାରୀ ବିଭାଗ ସୁନ୍ଦରଗଡ Collector Dr. ଶୁଭଙ୍କର ମହାପାତ୍ର ଓ ରାଉରକେଲା ଅବକାରୀ ବିଭାଗ ଅବକାରୀ ଅଧିକ୍ଷକ ଧନେଶ୍ୱର ବ...
31/08/2026

ରାଉରକେଲା ରାଉରକେଲା ଅବକାରୀ ବିଭାଗ ସୁନ୍ଦରଗଡ Collector Dr. ଶୁଭଙ୍କର ମହାପାତ୍ର ଓ ରାଉରକେଲା ଅବକାରୀ ବିଭାଗ ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ଼ ଙ୍କ ନିର୍ଦେଶ କ୍ରମେ ପ୍ଲାଣ୍ଟ୍ସାଇଟ ଥାନା ଅନ୍ତର୍ଗତ bania gate ଛକ ଅଞ୍ଚଳରେ ଚଢ଼ାଉ କରି ଗୋଟିଏ NDPS ( G***a) କେସ ରୁଜୁ କରା ଯାଇଛି | 1.500 kg G***a ଜବତ କରା ଯିବା ସହିତ ଜଣେ ଆସାମୀ ଲମ୍ବୋଧର ପାତ୍ର ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉ ରେ Excise Inspector ହେମନ୍ତ ମହାନନ୍ଦିଆ, SI ରୋହିତ କୁମାର ଦନସେନା, ASI ପ୍ରତିମା ସା ଓ ବିଭାଗୀୟ ଷ୍ଟାଫ ସାମିଲ ଥିଲେ l

31/08/2026

ତାତିଲେ ଓରାମ ଯୁବ ସମାଜ ଆମ ଜୁଏଲଙ୍କୁ ସାମାଜିକ ଗଣମାଧ୍ୟମ ବଦନାମ କରୁଛନ୍ତି

RSP Gaurab Award conferred on Anup AgarwalAnup Agarwal, Senior Manager, Services, Rourkela Steel Plant (RSP), was confer...
31/08/2026

RSP Gaurab Award conferred on Anup Agarwal

Anup Agarwal, Senior Manager, Services, Rourkela Steel Plant (RSP), was conferred with the prestigious RSP Gaurab Award by the Director-in-Charge (DIC), RSP, during Samman Samaroh–2026 held at the Civic Centre, Rourkela.

In a thoughtful gesture, the award was presented to Anup Agarwal along with his family, acknowledging the support and encouragement extended by his family in his professional journey.

31/08/2026

ଦେଖନ୍ତୁ କେତେ ସୁରକ୍ଷିତ ରାଉରକେଲା ସର୍କିଟ ହାଉସ

31/08/2026

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ନୂତନ ଭବନ "ଭେଟଘାଟ ଭବନ"ର ଶୁଭ ଉଦ୍ଘାଟନ ଆଭାସୀ ମାଧ୍ୟମରେ ସମ୍ପନ୍ନ କଲେ "ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ଯୋଜନା" (MPLADS) ପାଣ୍ଠିରୁ ଏହି ଭବନର ନିର୍ମାଣ ସମ୍ଭବ ହୋଇପାରିଥିବାରୁ ମନ୍ତ୍ରୀ ଜୁଏଲ ଓରାମ ଅତ୍ୟନ୍ତ ଆନନ୍ଦିତ।

"ଭେଟଘାଟ ଭବନ" ପରିଷଦର ଏକ ନୂତନ ପରିଚୟ ଓ ଗୌରବର ପ୍ରତୀକ ହୋଇ ରହିବ। ଏହି ଐତିହାସିକ ମୁହୂର୍ତ୍ତର ଅଂଶୀଦାର ହୋଇପାରିବାରୁ ମନ୍ତ୍ରୀ ଜୁଏଲ ଓରାମ ଗର୍ବିତ ଏବଂ ପରିଷଦର ସମସ୍ତ ସଦସ୍ୟ ତଥା ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି ସାଂସଦ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ଧନ୍ୟବାଦ ଜଣାଇଲେ ସମାଜସେବୀ ଇ. ବିମଳ କୁମାର ବିଶି

 #କେନ୍ଦୁଝର  #ବାଲିମାଫିଆ  #ରାମଚନ୍ଦ୍ରପୁର      ବାଲି ମାଫିଆ ଙ୍କ ନୂଆ ତରିକା ଏବଂ ଚୋରା ଚାଲାଣ କୁ ରୋକିବା ପାଇଁ ଏବେ ଆକ୍ସନ ମୁଡ ରେ ରାମଚନ...
31/08/2026

#କେନ୍ଦୁଝର #ବାଲିମାଫିଆ #ରାମଚନ୍ଦ୍ରପୁର

ବାଲି ମାଫିଆ ଙ୍କ ନୂଆ ତରିକା ଏବଂ ଚୋରା ଚାଲାଣ କୁ ରୋକିବା ପାଇଁ ଏବେ ଆକ୍ସନ ମୁଡ ରେ ରାମଚନ୍ଦ୍ରପୁର ଥାନା ପୋଲିସ, ଆଜି ପୁଣି ଥରେ ଆଉ ଏକ ବାଲି ବୋଝେଇ ହାଇୱା କୁ ଜବତ କରିବା ରେ ସଫଳ ହୋଇଛି ପୋଲିସ୍, । ସୂଚନା ଅନୁଯାୟୀ ୨୦ନଂ ଜାତୀୟ ରାଜପଥ ସୁଆଁପଦା ଛକ ନିକଟରେ ଏକ ବାଲି ବୋଝେଇ ହାଇୱା କୁ ରାମଚନ୍ଦ୍ରପୁର ଥାନା ପୋଲିସ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

#କେନ୍ଦୁଝର

Address

Q. No. C/94, Sector 14
Rourkela
769009

Alerts

Be the first to know and let us send you an email when Odisha City News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha City News:

Shortcuts

Share