22/03/2026
ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ Mamata Mohanty ଙ୍କ ନେତୃତ୍ବରେ
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଓ ଆମ ସମସ୍ତଙ୍କର ପ୍ରିୟ ଭାଇ ଶ୍ରୀଯୁକ୍ତ Jual Oram ଙ୍କର
୬୫. ତମ ଜନ୍ମଦିନ ଉପଲକ୍ଷେ
ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମଣ୍ଡଳ ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ତରଫରୁ
ସେକ୍ଟର - ୦୧ , ଶିବ ମନ୍ଦିର ଠାରେ ଦୀପ ପ୍ରଜ୍ବଳନ କରାଯାଇଥିଲା।