BJP Rourkela District

BJP Rourkela District Contact information, map and directions, contact form, opening hours, services, ratings, photos, videos and announcements from BJP Rourkela District, Digital creator, Jagda, Rourkela.

ଇଓଏସ୍-୦୫ ଉପଗ୍ରହର ସଫଳ ପ୍ରକ୍ଷେପଣ ଦ୍ୱାରା ଆଜି ଅନ୍ତରୀକ୍ଷରେ ଭାରତ ରଚିଛି ଆଉ ଏକ କୀର୍ତ୍ତିମାନ।
07/09/2026

ଇଓଏସ୍-୦୫ ଉପଗ୍ରହର ସଫଳ ପ୍ରକ୍ଷେପଣ ଦ୍ୱାରା ଆଜି ଅନ୍ତରୀକ୍ଷରେ ଭାରତ ରଚିଛି ଆଉ ଏକ କୀର୍ତ୍ତିମାନ।

ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିଛନ୍ତି ମୋଦୀ ସରକାର।➡️ବେକାରୀ ହାର ହ୍ରାସ ପାଇ ୫.୧% ହୋଇଛି।➡️ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବୃଦ୍ଧି ପାଇ ୫...
07/09/2026

ଦେଶର ଅର୍ଥବ୍ୟବସ୍ଥାକୁ ମଜବୁତ କରିଛନ୍ତି ମୋଦୀ ସରକାର।

➡️ବେକାରୀ ହାର ହ୍ରାସ ପାଇ ୫.୧% ହୋଇଛି।
➡️ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବୃଦ୍ଧି ପାଇ ୫୫.୪% ହୋଇଛି।
➡️ମହିଳା ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ବୃଦ୍ଧି ପାଇ ୩୪.୪% ହୋଇଛି।
➡️ଶ୍ରମଶକ୍ତିରେ ଜନସଂଖ୍ୟା ଅନୁପାତ ବୃଦ୍ଧି ପାଇ ୫୨.୫% ହୋଇଛି।

ନୂଆ ଶିଖରରେ ପହଞ୍ଚିଛି ଭାରତର ଅର୍ଥନୀତି। ବିଦେଶୀ ମୁଦ୍ରା ଭଣ୍ଡାରରେ ଐତିହାସିକ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୦୧୪ରେ $୩୦୪.୨ ବିଲିୟନରୁ ବଢ଼ି ଅଗ...
07/09/2026

ନୂଆ ଶିଖରରେ ପହଞ୍ଚିଛି ଭାରତର ଅର୍ଥନୀତି।

ବିଦେଶୀ ମୁଦ୍ରା ଭଣ୍ଡାରରେ ଐତିହାସିକ ବୃଦ୍ଧି ହୋଇଛି। ମାର୍ଚ୍ଚ ୨୦୧୪ରେ $୩୦୪.୨ ବିଲିୟନରୁ ବଢ଼ି ଅଗଷ୍ଟ ୨୦୨୬ରେ $୭୨୯.୩୩ ବିଲିୟନରେ ପହଞ୍ଚିଛି। ଏହି ବୃଦ୍ଧି ଭାରତର ବଢ଼ୁଥିବା ଆର୍ଥିକ ଶକ୍ତି, ସ୍ଥିରତା ଓ ବିଶ୍ୱ ଅର୍ଥନୀତିରେ ବଢ଼ୁଥିବା ଭୂମିକାର ଏକ ମଜବୁତ ଛବି।

07/09/2026

Yesterday -: Metro moments that feel like pure connection...

𝐏𝐌 𝐌𝐨𝐝𝐢'𝐬 𝐫𝐢𝐝𝐞 𝐥𝐚𝐬𝐭 𝐞𝐯𝐞𝐧𝐢𝐧𝐠 𝐭𝐨 𝐒𝐡𝐫𝐢 𝐑𝐚𝐦 𝐂𝐨𝐥𝐥𝐞𝐠𝐞 𝐨𝐟 𝐂𝐨𝐦𝐦𝐞𝐫𝐜𝐞 𝐚𝐧𝐝 𝐛𝐚𝐜𝐤 𝐰𝐚𝐬 𝐟𝐮𝐥𝐥 𝐨𝐟 𝐡𝐞𝐚𝐫𝐭𝐰𝐚𝐫𝐦𝐢𝐧𝐠 𝐜𝐨𝐧𝐯𝐞𝐫𝐬𝐚𝐭𝐢𝐨𝐧𝐬. 🎥

To all the ‘Naraaz Foofas’ in the Opposition...𝐘𝐨𝐮 𝐜𝐚𝐧 𝐤𝐞𝐞𝐩 𝐬𝐮𝐥𝐤𝐢𝐧𝐠. 𝐈𝐧𝐝𝐢𝐚 𝐰𝐢𝐥𝐥 𝐤𝐞𝐞𝐩 𝐛𝐮𝐢𝐥𝐝𝐢𝐧𝐠 𝐚𝐧𝐝 𝐦𝐨𝐯𝐢𝐧𝐠 𝐟𝐨𝐫𝐰𝐚𝐫𝐝. 🏭
06/09/2026

To all the ‘Naraaz Foofas’ in the Opposition...

𝐘𝐨𝐮 𝐜𝐚𝐧 𝐤𝐞𝐞𝐩 𝐬𝐮𝐥𝐤𝐢𝐧𝐠. 𝐈𝐧𝐝𝐢𝐚 𝐰𝐢𝐥𝐥 𝐤𝐞𝐞𝐩 𝐛𝐮𝐢𝐥𝐝𝐢𝐧𝐠 𝐚𝐧𝐝 𝐦𝐨𝐯𝐢𝐧𝐠 𝐟𝐨𝐫𝐰𝐚𝐫𝐝. 🏭

06/09/2026

Narendra Modi
Bharatiya Janata Party (BJP) BJP Odisha

ଆଜି କଟକର ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଦୁତୀୟ ଦିବସ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ...
06/09/2026

ଆଜି କଟକର ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଦୁତୀୟ ଦିବସ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ Purnima Kerketta ଅପା ଯୋଗଦେଇ ଥିଲେ।

ଏହି ଅବସରରେ ମାନନୀୟ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ରାଜ୍ୟ ସଭାପତି ଶ୍ରୀ Manmohan Samal ମହୋଦୟ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମହୋଦୟ , ରାଜ୍ୟ ପ୍ରଭାରୀ ଶ୍ରୀ Vijaypal Singh Tomar ମହୋଦୟ , ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ମହୋଦୟ , ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ମହୋଦୟା, ସହ-ପ୍ରଭାରୀ ଶୁଶ୍ରୀ Lata Usendi ମହୋଦୟା ଏବଂ ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ Manas Mohanty ମହୋଦୟ , ପୁରୀ ସାଂସଦ ଶ୍ରୀ Dr. Sambit Patra ମହୋଦୟ ଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ , କାର୍ଯ୍ୟକର୍ତ୍ତା , ସାଂସଦ , ମନ୍ତ୍ରୀ , ବିଧାୟକ ଓ ପଦାଧିକାରୀମାନଙ୍କ ସହ ଏକାଠି ହୋଇ ଆଗାମୀ ଦିନର ରଣନୀତି ଓ ସଙ୍କଳ୍ପ ଉପରେ ମତ ବିନିମୟ ହେଲା ll
BJP Odisha Bharatiya Janata Party (BJP)
BJP Rourkela District

କଟକ ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ରେ ଅନୁଷ୍ଠିତ ପାର୍ଟିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ମାନନୀୟ ରାଜ୍ୟ ସଭାପତି ...
06/09/2026

କଟକ ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ରେ ଅନୁଷ୍ଠିତ ପାର୍ଟିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିବସରେ ମାନନୀୟ ରାଜ୍ୟ ସଭାପତି ଶ୍ରୀ Manmohan Samal ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି।
ଏଥିରେ ମାନନୀୟ ରାଜ୍ୟ ପ୍ରଭାରୀ ଶ୍ରୀ Vijaypal Singh Tomar , ସହ ପ୍ରଭାରୀ ସୁଶ୍ରୀ Lata Usendi , ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ଓ ଶ୍ରୀମତୀ Prabhati Parida , ମାନନୀୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ Suresh Pujari ଓ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ Manas Mohanty ଙ୍କ ସହ ସମସ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀ ଙ୍କ ସହିତ ଆମ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ Purnima Kerketta ଅପା ଯୋଗଦେଇଥିଲେ ।

ଆଜି କଟକର ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ତଥା ପୂର...
05/09/2026

ଆଜି କଟକର ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ Purnima Kerketta ଅପା ଯୋଗଦେଇ ଦଳୀୟ ସାଙ୍ଗଠନିକ ଏବଂ ରାଜ୍ୟ ଓ ଜିଲ୍ଲା ର ବିକାଶ ସମ୍ପର୍କରେ ଆଲୋଚନା ରେ ଯୋଗଦେଲେ।

ଏହି ଅବସରରେ ମାନନୀୟ ରାଜ୍ୟ ସଭାପତି ଶ୍ରୀ Manmohan Samal ମହୋଦୟ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ମହୋଦୟ , କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ Sunil Bansal ମହୋଦୟ , ରାଜ୍ୟ ପ୍ରଭାରୀ ଶ୍ରୀ Vijaypal Singh Tomar ମହୋଦୟ , ଉପମୁଖ୍ୟମନ୍ତ୍ରୀ ଶ୍ରୀ Kanak Vardhan Singh Deo ମହୋଦୟ , ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ମହୋଦୟା, ସହ-ପ୍ରଭାରୀ ଶୁଶ୍ରୀ Lata Usendi ମହୋଦୟା ଏବଂ ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ Manas Mohanty ମହୋଦୟ ଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ, ସାଂସଦ , ମନ୍ତ୍ରୀ , ବିଧାୟକ ଓ ପଦାଧିକାରୀମାନଙ୍କ ସହ ଏକାଠି ହୋଇ ଆଗାମୀ ଦିନର ରଣନୀତି ଓ ସଙ୍କଳ୍ପ ଉପରେ ମତ ବିନିମୟ ହେଲା ll
BJP Odisha Bharatiya Janata Party (BJP)
BJP Rourkela District

Salute to Our Dynamic SP of Rourkela  Shri    Sir ( IPS )Raurkela Police
05/09/2026

Salute to Our Dynamic SP of Rourkela Shri Sir ( IPS )

Raurkela Police

Address

Jagda
Rourkela
769042

Alerts

Be the first to know and let us send you an email when BJP Rourkela District posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share