
09/08/2022
ଆଜିକାଲି ଓଡ଼ିଆ Feature film ର ଯାହା ଅବସ୍ଥା ହେଲାଣି, ଲୋକ କୌଣସି ଭି ସିନେମା ଦେଖିବା ଆଗରୁ research କରିଦେଉଛନ୍ତି ଯେ, କୋଉ ସିନେମା ର କପି ହେଇଥିବ ଏଇଟା, ଯଦି ଭି କପି ହଉଚି ନେଇ ଆଣି ଥୋଇବା କଳା ଟା ଭି ମାଡ ଖାଇଯାଉଛି ଏଠି... ତେବେ ୟାରୀ ଭିତରେ ଆମ ପଶ୍ଚିମ ଓଡିଶା (western odisha) ର କିଛି ପିଲାମାନେ ସ୍ୱଳ୍ପ budget ରେ, କିଛି ନୂଆ କରିବା ଲାଗି ଚେଷ୍ଟା କରିଛନ୍ତି, title ଏବଂ theme ରୁ କିଛି fresh expectations ରଖାଯାଉଅଛି, feature film ନହଲେ ଭି ଏହା ଏକା Short Film(ଖୁଦ୍ର ଚଳଚିତ୍ର), ଯଦି କାମ ଭଲ ହେଇଥିବ ଏବଂ ଦର୍ଶକ ଙ୍କ ଦ୍ୱାରା ଆଦୃତ ହେବ.. ତେବେ ନିହାତି mainstream ପରଦା ରେ କାମ କରିବା ଲାଗି ଏମାନଙ୍କୁ ପ୍ରୋତ୍ସାହନ ମିଳିବ, ଏବଂ କପି ହେଇଚି କି ନାହିଁ, ସେଇ ଗୋଟିଏ କଥା ସିନେମା ଟି release ହେଲା ପରେ ଦେଖିଲେ ହିଁ ଜଣାପଡିବ, ଆଉ କୌଣସି ଭି cast crew details ଆମେ ଏଇଥି ଲାଗି mention କରୁନୁ... କାରଣ ଆପଣ ମାନଙ୍କ ମଧ୍ୟ ରୁ ଅଧେ ରୁ ଅଧେ ଲୋକ ସେମାନଙ୍କୁ ଜାଣି ନଥିବେ... ଯଦି ସତରେ ଏଇ କାମ release ହେଲା ପରେ ଆପଣ ମାନଙ୍କୁ ଭଲ ଲାଗିବ, ନିଶ୍ଚିତ ଭାବେ ଏକ special mention Olly Talks ତରଫରୁ ପ୍ରଦାନ କରାଯିବ🙏
ଅବଶ୍ୟ poster ରେ ସବୁ details available ଅଛି
ଆଶା କରିବି କି ଯେମିତି ନିରାଶ ନ ହୁଏ✌️