Rourkela 360

Rourkela 360 Of Rourkela, For Rourkela Helpline
Mob No.: 9668709183
E-mail: [email protected]

ରାଉରକେଲାରେ କାଳବୈଶାଖୀର ତାଣ୍ଡବ ।
25/05/2026

ରାଉରକେଲାରେ କାଳବୈଶାଖୀର ତାଣ୍ଡବ ।

ପତିଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଆଜି ଓଡ଼ିଶାର ପ୍ରତିଟି ସହର ଭଳି ଆମ ସ୍ମାର୍ଟ ସିଟି ରାଉରକେଲାରେ ମଧ୍ୟ ପାଳନ କରାଯାଉଛି ପବିତ୍ର ସାବିତ...
16/05/2026

ପତିଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଆଜି ଓଡ଼ିଶାର ପ୍ରତିଟି ସହର ଭଳି ଆମ ସ୍ମାର୍ଟ ସିଟି ରାଉରକେଲାରେ ମଧ୍ୟ ପାଳନ କରାଯାଉଛି ପବିତ୍ର ସାବିତ୍ରୀ ବ୍ରତ। ମା ସାବିତ୍ରୀ ଓ ପ୍ରଭୁ ସତ୍ୟବାନଙ୍କ ଅମର ପ୍ରେମ ଏବଂ ନିଷ୍ଠାର ଏହି ପବିତ୍ର ଅବସରରେ ସମସ୍ତ ମାଆ ଓ ଭଉଣୀମାନଙ୍କୁ Rourkela 360 ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!

Image Credit: Dibya Ranjan Dwibedy.

There is no need to panic or create unnecessary rush at petrol pumps. Please stay calm and avoid long queues unless it i...
15/05/2026

There is no need to panic or create unnecessary rush at petrol pumps. Please stay calm and avoid long queues unless it is genuinely needed.

Let us first leave space and fuel availability for:
• People going for daily duties and office work.
• Ambulances and emergency services.
• Patients and medical emergencies.
• Essential workers and travelers in urgent need.

Unnecessary panic buying only creates inconvenience for everyone. Let’s act responsibly, support each other, and maintain order in our city.

Rourkela has always stood united in difficult situations. Let’s continue that spirit with patience and cooperation.

ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ Bhabani Shankar Bhoi ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଉରକେଲା ଗସ୍ତ କରୁଛନ୍ତି। ତେବେ...
14/05/2026

ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ Bhabani Shankar Bhoi ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଉରକେଲା ଗସ୍ତ କରୁଛନ୍ତି। ତେବେ ଏହି ଗସ୍ତର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ତାଙ୍କର ଯାତ୍ରା ଶୈଳୀ।

ପ୍ରଧାନମନ୍ତ୍ରୀ Narendra Modi ଜୀ ନିକଟରେ ଦେଶବାସୀଙ୍କୁ କରିଥିବା '୭ଟି ଅପିଲ' ମଧ୍ୟରୁ ଇନ୍ଧନ ସଞ୍ଚୟ ପାଇଁ ସରକାରୀ ପରିବହନ ବା ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ଏହାକୁ ସମ୍ମାନ ଜଣାଇ ଉପବାଚସ୍ପତି ମହୋଦୟ ନିଜର ସରକାରୀ ଗାଡ଼ି ପରିବର୍ତ୍ତେ ସୁନ୍ଦରଗଡ଼ରୁ ରାଉରକେଲାକୁ ଏକ ଓ.ଏସ୍.ଆର.ଟି.ସି (OSRTC) ବସରେ ଆସୁଛନ୍ତି।

​ଜଣେ ଜନପ୍ରତିନିଧି ହୋଇ ମଧ୍ୟ ସାଧାରଣ ଜନତାଙ୍କ ଭଳି ବସରେ ଯାତ୍ରା, ସମାଜକୁ ଏକ ବଡ଼ ସନ୍ଦେଶ ।

Odisha State Road Transport Corporation - OSRTC

When the day gently bows to the night,   paints the sky with quiet hope, reminding us that every ending can still glow w...
26/04/2026

When the day gently bows to the night, paints the sky with quiet hope, reminding us that every ending can still glow with beauty.

Image credit: Dibya Ranjan Dwibedy.

ଓଡ଼ିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀ Bhabani Shankar Bhoi ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।ଆପଣଙ୍କର ସୁସ୍ଥ, ନିରା...
25/04/2026

ଓଡ଼ିଶା ବିଧାନସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀ Bhabani Shankar Bhoi ମହୋଦୟଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।

ଆପଣଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରୁଛୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସର୍ବଦା ମଙ୍ଗଳମୟ କରନ୍ତୁ।

22/04/2026

Rourkela welcomes with pride!The Hon’ble President of India Droupadi Murmu was accorded a warm reception at Rourkela Air...
21/04/2026

Rourkela welcomes with pride!

The Hon’ble President of India Droupadi Murmu was accorded a warm reception at Rourkela Airport, graciously welcomed by the Hon’ble Governor Odisha Dr. Hari Babu Kambhampati, Hon’ble CMO Odisha Mohan Charan Majhi, Deputy Speaker of the Odisha Legislative Assembly Bhabani Shankar Bhoi, Hon’ble Union Tribal Affairs Minister Jual Oram, Hon’ble MLA Raghunathpalli Durga Tanti, along with other esteemed dignitaries.

A moment of great honor and pride for the Steel City.

Former Union Minister Shri Dilip Ray secures victory in the Rajya Sabha election from Odisha.Congratulations to Dilip Ra...
16/03/2026

Former Union Minister Shri Dilip Ray secures victory in the Rajya Sabha election from Odisha.

Congratulations to Dilip Ray on this remarkable achievement!

03/03/2026

ରାଉରକେଲା ଦିବସ ଅବସରରେ ରାଉରକେଲାବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆମ ପ୍ରିୟ ଇସ୍ପାତ ନଗରୀ ରାଉରକେଲା ତାହାର ଐତିହ୍ୟ, ଉନ୍ନତି ଓ ସମ୍ମିଳିତ ସଂସ୍କୃତି ପାଇଁ ସଦା ଗର୍ବର କାରଣ। ଏହି ପବିତ୍ର ଅବସରରେ ଆମେ ସମସ୍ତେ ମିଶି ଆମ ନଗରୀର ଉନ୍ନତି, ଶାନ୍ତି ଓ ସମୃଦ୍ଧି ପାଇଁ ସଂକଳ୍ପବଦ୍ଧ ହେବା।

ରାଉରକେଲା ଆହୁରି ଅଗ୍ରଗତି କରୁ ଓ ପ୍ରତ୍ୟେକ ରାଉରକେଲାବାସୀଙ୍କ ଜୀବନ ସୁଖ, ସମୃଦ୍ଧି ଓ ସଫଳତାରେ ପୁର୍ଣ୍ଣ ହେଉ।

ଜୟ ରାଉରକେଲା! 🙏

Address

Rourkela

Alerts

Be the first to know and let us send you an email when Rourkela 360 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rourkela 360:

Share