18/06/2026
👨👧👦❤️ #ବାପା_ହେଉଛନ୍ତି_ଆମ_ଜୀବନର_ପ୍ରଥମ_ହିରୋ! ❤️👨👧👦
ଏହି Father's Day ରେ ଆପଣଙ୍କ ବାପାଙ୍କ ପ୍ରତି ଥିବା ଭଲପାଇବା, ସମ୍ମାନ ଓ କୃତଜ୍ଞତାକୁ ସମସ୍ତଙ୍କ ସହ ସେୟାର କରିବାର ସୁଯୋଗ ଆଣିଛି Sambad Digital – My Father My Hero Season 6।
📸 ବାପାଙ୍କ ସହ ଏକ ଫଟୋ ଓ ୪୦ ଶବ୍ଦର ବାର୍ତ୍ତା ପଠାନ୍ତୁ
🎥 କିମ୍ବା ବାପାଙ୍କ ପାଇଁ ୧ ମିନିଟ୍ର ଏକ Reel ପ୍ରସ୍ତୁତ କରନ୍ତୁ
✨ ଚୟନିତ ଏଣ୍ଟ୍ରିଗୁଡ଼ିକ Sambad E-Paper ଓ Kanak News Instagram ପେଜରେ ପ୍ରକାଶିତ ହେବ।
📅 ପ୍ରକାଶନ ତାରିଖ: ୨୩ ଓ ୨୪ ଜୁନ୍ ୨୦୨୬
📲 ଏଣ୍ଟ୍ରି ପଠାନ୍ତୁ: +91 80930 26676
ଆସନ୍ତୁ, ଆମ ଜୀବନର ସତ୍ୟ ନାୟକଙ୍କୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ସହ ଜଡିତ ସ୍ମୃତିକୁ ସାରା ଓଡ଼ିଶା ସହ ଭାଗ କରିବା। ❤️