24Hours

Directions

24Hours Contact information, map and directions, contact form, opening hours, services, ratings, photos, videos and announcements from 24Hours, Media/News Company, Main Road, Chhend Colony, Rourkela.

02/10/2026

ରାଉଲକେଲା ବନବିଭାଗର ପାଳନ କଲା ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ। ଏଥର ଏସିଆନ୍ ହାତୀ ସୁରକ୍ଷା ଉପରେ ଗୁରୁତ୍ୱ ।

02/10/2026

ଲୁହାକେରା ଓ ତୁମକେଲା ବାଲୁଘାଟ ମଝିରୁ ବେନିୟମ ଭାବେ ମାଟି ଚାଲାଣ ହେଉଥିବା ସମୟରେ, ତହସିଲ, ପୋଲିସ, ଖଣି ଓ ବନ ବିଭାଗର ମିଳିତ ଏକ ଟିମ ମାଡି ବସିଥିଲା ।

26/09/2026

ରାଉଲକେଲା ବନବିଭାଗର ରାତି ଅଧିଆ ଅତର୍କିତ ବାଲିଘାଟ ଉପରେ ଚଢ଼ାଉ, 5 ଟ୍ରକ୍ ଜବତ 5 ଅଟକ।

24HOURS ପକ୍ଷରୁ ଆପଣମାନଙ୍କୁ ନୂଆଁଖାଇ ଜୁହାର
15/09/2026

24HOURS ପକ୍ଷରୁ ଆପଣମାନଙ୍କୁ ନୂଆଁଖାଇ ଜୁହାର

15/09/2026

ରାଉରକେଲାରେ ଘରେ ସୋଇଥିବା ବେଳେ ଜଳିଗଲେ ବୃଦ୍ଧ

15/09/2026

ଓଡିଶା ଆକାଶରେ ମହା ବିରଳ ଦୃଶ୍ୟ, ଚନ୍ଦ୍ର ଓ ଶୁକ୍ର ଙ୍କର ମିଳନ

14/09/2026

ରାଉରକେଲା ଏସପି ଅଫିସ ରେ ଲାଗିଛି ମୋବାଇଲ ମେଳା ।

13/09/2026

ଅବକାରୀ କାର୍ଯ୍ୟାଳୟ ଓ ଅବକାରୀ ଥାନାର ବାବୁମାନେ ଗଲେ କୁଆଡେ ?
ଅବକାରୀ କାର୍ଯ୍ୟାଳୟ ଓ ଅବକାରୀ ଥାନାର ଝୁଲୁଛି ତାଲା କାହିଁକି ?

12/09/2026

ଭିଜିଲାନ୍ସ ପଞ୍ଝାରେ ରାଉଲକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡ । ୫ ଲକ୍ଷ୍ୟ ଟଙ୍କା ଜବତ। ରାଉଲକେଲା ଅବକାରୀ ଅଧିକ୍ଷକ ଧନେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ ବିଭାଗ ।





ଭିଜିଲାନ୍ସ ଜାଲରେ ରାଉଲକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ । ୫ ଲକ୍ଷ୍ୟ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ।
11/09/2026

ଭିଜିଲାନ୍ସ ଜାଲରେ ରାଉଲକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ । ୫ ଲକ୍ଷ୍ୟ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ।

Address

Main Road, Chhend Colony
Rourkela
769015

Website

Alerts

Be the first to know and let us send you an email when 24Hours posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share