Saintala Activiti

Saintala Activiti Stay connected with Saintala through the latest news, events, and cultural highlights. Get valuable tourism tips and important civic updates.

Engage with the community to share and learn what makes Saintala special.

16/09/2025

We want Saintala NAC

08/09/2025

ଆସନ୍ତା କାଲି ହେବାକୁ ଥିବା ସଇଁତଳା ବନ୍ଦ କୁ ସ୍ଥଗିତ ରଖାଗଲା। ଦୋକାନ ବଜାର, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଗୁଡିକ ସବୁଦିନ ଯେମିତି ଖୋଲା ରହେ ସେଭଳି ଭାବରେ ଖୋଲା ରହିବ!

ସମସ୍ତଙ୍କୁ ଅନୁରୋଧ ଯେ ସଇଁତଳା ବନ୍ଦ କୁ ସଫଳ କରନ୍ତୁ।
05/09/2025

ସମସ୍ତଙ୍କୁ ଅନୁରୋଧ ଯେ ସଇଁତଳା ବନ୍ଦ କୁ ସଫଳ କରନ୍ତୁ।

ନୂଆଖାଇ ଜୁହାର୍ 🙏🏻
28/08/2025

ନୂଆଖାଇ ଜୁହାର୍ 🙏🏻

 .May the tricolour 🇮🇳 always fly high and higher and touch the sky.  💙   🙏  📘
15/08/2025

.

May the tricolour 🇮🇳 always fly high and higher and touch the sky.

💙
🙏
📘

ଆଜି ସଇଁତଳା କଲେଜ ତରଫରୁ "ହର ଘର ତିରଙ୍ଗା" ଅଭିଯାନ ର ଏକ ଭବ୍ୟ ରାଲୀର ଆୟୋଜନ କରାଯାଇଥିଲା। 🇮🇳
14/08/2025

ଆଜି ସଇଁତଳା କଲେଜ ତରଫରୁ "ହର ଘର ତିରଙ୍ଗା" ଅଭିଯାନ ର ଏକ ଭବ୍ୟ ରାଲୀର ଆୟୋଜନ କରାଯାଇଥିଲା। 🇮🇳

14/08/2025

ମୁଇଁ ବେଶୀ ଖୁସି ଭଦ୍ରା ପଞ୍ଚାୟତ ରେ ଇ ଭଳିଆ ଉଦ୍ୟମ ହେବାର ଟା ଦେଖି କରି...

11/08/2025

ଲାଇବ୍ରେରୀ ଗୁଟେ ହେଲେ ସଭେ ଉପକୃତ ହେବେ ବଲି ମତ ପ୍ରକାଶ କଲେ ଜନତା

10/08/2025

ହର ଘର୍ ସେ ଏକ୍ କିତାବ୍...
Day 2
Location: Chitamara, Bhadra

ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜିର ଦିନରେ ଆମମାନଙ୍କର ଅଧିକାର, ସୁରକ୍ଷା ତଥା ଜଳ-ଜଙ୍ଗଲ-ଜମ...
09/08/2025

ବିଶ୍ବ ଆଦିବାସୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆଜିର ଦିନରେ ଆମମାନଙ୍କର ଅଧିକାର, ସୁରକ୍ଷା ତଥା ଜଳ-ଜଙ୍ଗଲ-ଜମି ଏବଂ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବା ଦିଗରେ ମିଳିମିଶି କାର୍ଯ୍ୟ କରିବା ପାଇଁ Saintala Activiti ତରଫରୁ ଅନୁରୋଧ କରୁଛୁ ।


07/08/2025

06/08/2025

ମର୍ ବହି ଆଉ ଜଣଙ୍କୁ ଦେଇକରି ମୁଇଁ ଖୁସି ଆଏ | ମୁଇ ଯେନଟା ପଢିଛେ ଆଉ ଜଣେ ବି ସେଟା ପଢୁ, ସେ ବି ଆଗକେ ପ୍ରୋଗ୍ରେସ କରୁ |

Address

Saintala
767032

Website

Alerts

Be the first to know and let us send you an email when Saintala Activiti posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Saintala Activiti:

Share