Smruti Ranjan's Talks

Smruti Ranjan's Talks Visit our Youtube Channel Smruti Ranjan Talks https://youtube.com/channel/UCnl2s8Nv8d-psR8NGJLz60w

03/03/2025

Look at his smile😁
You can visit our YouTube channel 'Smruti Ranjan Talks' n show your love ❤️ https://www.youtube.com/
Thank you for the love and blessings 😊🙏🏻

03/02/2025

କାଳିଦାସଙ୍କ କଥା || ଝାରପଡ଼ା ଜେଲ୍ || Smruti Ranjan Talks

ଛୁଆ ବେଳର କଥା || ଶାମ୍ବଦଶମୀ ଉତ୍କଣ୍ଠା ର ସହ ଅପେକ୍ଷା ଥାଏ ଏ ଦିନକୁ କାରଣ କେତେ କାହା ଘରେ କେତେ ପ୍ରକାର ର ଖାଦ୍ୟ ଖାଇବାକୁ ମିଳିଯିବ। ଅଭିଶ...
09/01/2025

ଛୁଆ ବେଳର କଥା || ଶାମ୍ବଦଶମୀ

ଉତ୍କଣ୍ଠା ର ସହ ଅପେକ୍ଷା ଥାଏ ଏ ଦିନକୁ କାରଣ କେତେ କାହା ଘରେ କେତେ ପ୍ରକାର ର ଖାଦ୍ୟ ଖାଇବାକୁ ମିଳିଯିବ। ଅଭିଶାପ ପାଇ କୋଷ୍ଠ ରୋଗ ରେ ପୀଡ଼ିତ ଶ୍ରୀକ୍ରିଷ୍ଣ ଙ୍କ ପୁତ୍ର ଶାମ୍ବ, 12 ଦିନ ସୂର୍ଯ୍ୟଦେବ ଙ୍କୁ ଉପାସନା କରି ରୋଗ ରୁ ମୁକ୍ତ ହୋଇଥିଲେ ଏହି ଦିନ। 'ଶାମ୍ବ ଦଶମୀ' ଯେଉଁଥିରେ ପିଲା ମାନଙ୍କ ଆରୋଗ୍ୟ କାମନା କରି, ମା ମାନେ ସୂର୍ଯ୍ୟଦେବ ଙ୍କୁ ବିଭିନ୍ନ ବ୍ୟଞ୍ଜନ ଲାଗି କରନ୍ତି। ସେମିତି ମୋ ପାଇଁ ରସଗୋଲା, ଆଉ ମୋ ଭାଇର ଛେନାପୋଡ଼ ଓ ବଡ଼ ପରିବାର ହେତୁ ଅନେକ ସୁସ୍ୱାଦୁ ଖାଦ୍ୟ ମଧ୍ଯ ଲାଗି ହୁଏ, ମଜା କଥା ଏହା କି ନିଜ ଘରେ ମେଞ୍ଚେ ଥିଲେ ମଧ୍ଯ ପଡିଶା ଘର ର କେଞ୍ଚେ ଖାଇବାକୁ ବାଡ଼ାପିଟା।
ବୁଲିବୁଲି ସେ ଖାଇବା ହେଉ ଅବା ଖାଇ ସାରି କେତେ ଘର ଖାଇଲୁ ତାକୁ ଗଣିବା ହେଉ, ସବୁଥିରେ କିନ୍ତୁ ଅନେକ ମଜା ଥିଲା।
ପେଟେ ଖାଇଲା ପରେ ମଧ୍ୟ 'ଘର ତାଲିକା ବଢେଇବା ଆଳ ରେ ଟିକେ ଯାଇ କ୍ଷୀରି ଚାଟିଦେଇ ଆସିବା କଥା ଟା ଏବେ ଭାବିଲେ ବି ହସ ଲାଗେ। କେତେ ଭଲ ଥିଲା ନା ସେ ଦିନ?? କେତେ ଭଲ ଥିଲା ନା ସେ ସମୟ ଓ ସମାଜ?? ଏ ଚିତ୍ର ଉଜ୍ଜ୍ୱଳ କରିଦିଏ ସେବେକାର କଥା କୁ, ସେବେ ଆମକୁ ଦକା ହେଉଥିଲା ଓ ଆମକୁ ସତେ ଯେମିତି ରାଜ୍ୟ ର ରାଜା ଭଳି ଲାଗୁଥିଲା ଆଉ ଏବେ ଆମ ଡାକିବାର ସମୟ ଆସିଛି,ଥରେ ଫେରି ଆସନ୍ତା କି ସେ ସମୟ 🫠🥲

ମହାପ୍ରଭୁଙ୍କ କୃପା ରୁ ଅନେକ ଦିନର ଆଶା ର ପୂର୍ଣ୍ଣ 🙇🏻ଆବଶ୍ଯକ ସ୍ଥଳେ ଯୋଗାଯୋଗ କରିପାରିବେ😊🙏🏻 ଆଶୀର୍ବାଦ ରଖିଥ‌ିବେ, ସବୁକିଛି ପାଇଁ ବହୁତ୍ ବହ...
01/01/2025

ମହାପ୍ରଭୁଙ୍କ କୃପା ରୁ ଅନେକ ଦିନର ଆଶା ର ପୂର୍ଣ୍ଣ 🙇🏻ଆବଶ୍ଯକ ସ୍ଥଳେ ଯୋଗାଯୋଗ କରିପାରିବେ😊🙏🏻 ଆଶୀର୍ବାଦ ରଖିଥ‌ିବେ, ସବୁକିଛି ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍😊🙇🏻🙏🏻

23/12/2024

ପଣ୍ଡିତ ଶ୍ରୀ କରୁଣାକର ଶତପଥୀ ଙ୍କ ସହ କିଛି ସମୟ ||
Watch full video on YouTube channel 'Smruti Ranjan Talks' n show your love,link👉🏻 https://youtu.be/P-QBwJjNhks?si=QPxeUKCFuDkllGli


15/10/2024

Topic- BilwaMangal
You can contact us on- 9777662223
Mote apanara karinia mahaprabhu 🙇🏻🙏🏻watch full video on Youtube Channel 'Smruti Ranjan Talks' n show your♥️link is 👉🏻
https://youtu.be/6VmmEBFPBHs?si=m6dqBX91zLMcyaZ-

01/10/2024

ଆଶା ଆପଣଙ୍କୁ ମୋର ଏହି ଲେଖା ଟି ଭଲ ଲାଗିପାରେ, ଶେଷ ପର୍ଯ୍ୟନ୍ତ ଶୁଣି ସମୟ ଥିଲେ ମତାମତ ଦେବେ 😊🙏🏻visit our youtube channel 'Smruti Ranjan Talks' n show ur love❤️link is👉🏼https://youtu.be/nlr0PHxRsRU?si=rhhHMjmHp8taAKuU

ଆପଣଙ୍କ ଅଞ୍ଚଳ ତଥା ଜଣାଶୁଣା ରେ ଯଦି କେହି ଏହି ପରି ଅସହାୟ ଓ ନିରାଶ୍ରୟ ବ୍ୟକ୍ତି ଥାନ୍ତି ତେବେ ଆପଣ ଆମକୁ ଜଣାଇପାରିବେ, ଆମେ ଚେଷ୍ଟା କରିବୁ ...
29/09/2024

ଆପଣଙ୍କ ଅଞ୍ଚଳ ତଥା ଜଣାଶୁଣା ରେ ଯଦି କେହି ଏହି ପରି ଅସହାୟ ଓ ନିରାଶ୍ରୟ ବ୍ୟକ୍ତି ଥାନ୍ତି ତେବେ ଆପଣ ଆମକୁ ଜଣାଇପାରିବେ, ଆମେ ଚେଷ୍ଟା କରିବୁ ପହଞ୍ଚିବାକୁ 😊🙏🏻
This is our starting of Maa's puja celebration ❤️✌️

28/09/2024

मा 🙇🏻‍♂️🙏🏻
Eagerly waiting 🥺
Hope your arrival will bring peace n power🤍🙏🏻

26/09/2024

ଶେଷ ପର୍ଯ୍ୟନ୍ତ ଶୁଣିବେ, ଆଶା ଭଲ ଲାଗିବ 😊🙏🏻
ଭଲ ଲାଗିଲେ ଟିକେ ଆଶୀର୍ବାଦ ଦେବେ 🙇🏻‍♂️
ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ 🙇🏻‍♂️🙏🏻

 ୀବନ ଘର କୁ ଫେରିଲା ବେଳେ ମାଉସୀ ସାଲେପୁର ରେ ଚାଲି ଚାଲି ଆସୁଥିଲେ, ଚିନ୍ତା ଗ୍ରସ୍ତ ରେ ଥିଲା ପରି ଲାଗୁଥିଲେ, ତାଙ୍କ ପାଖରେ ରହିକି ପଚାରିବା...
21/07/2024

ୀବନ
ଘର କୁ ଫେରିଲା ବେଳେ ମାଉସୀ ସାଲେପୁର ରେ ଚାଲି ଚାଲି ଆସୁଥିଲେ, ଚିନ୍ତା ଗ୍ରସ୍ତ ରେ ଥିଲା ପରି ଲାଗୁଥିଲେ, ତାଙ୍କ ପାଖରେ ରହିକି ପଚାରିବାରୁ, କହିଲେ ଜେ ନିଶ୍ଚିନ୍ତକୋଇଲି କୁ ଏକ ବନ୍ଧୁ ଘରକୁ ଯାଉଛନ୍ତି | ସାଙ୍ଗ ହୋଇ ବାହାରିଲୁ ଏକ ଲକ୍ଷ୍ୟ ରେ.. ବାଟରେ ଯାଉ ଯାଉ ଆରମ୍ଭ ହେଲା ଜୀବନ ଦେଉଥିବା ଯାତନା ବିଷୟରେ କିଛି ଆଲୋଚନା...
କଥା ରେ ଥିଲା ଅନେକ କୋହ ଓ ବେଦନା, 3ଟି ଝିଅ ରେ ଗୋଟେ ପୁଅ ଜେ, ସେଥିରୁ ଗୋଟେ ଝିଅ ଚାଲିଗଲେଣି ଓ ଆଶା ର ବାଡ଼ି ଥିବା ପୁଅ ଟା ମଧ୍ୟ କିଛି ଦିନ ହବ ଚାଲିଗଲା, ସ୍ୱାମୀ ବାର୍ଦ୍ଧକ୍ୟ ଯୋଗୁ ଆଉ କିଛି କରିପାରୁନାହାନ୍ତି,ବୋହୁ ନାତି ଙ୍କୁ ନେଇ ଚାଲିଛି ତେଲ ଲୁଣ ର ସଂସାର | ତଥାପି ତୁଟିନି ଭଗବାନ ଙ୍କ ଉପରୁ ବୁଶ୍ୱାସ ଓ ଭରସା...ଅନେକ ସମସ୍ୟା କହିଲେ କିନ୍ତୁ ଶେଷ ରେ ଛାଡିଲାବେଳକୁ ଆଶୀର୍ବାଦ ମାଗିବାରୁ ହସି ହସି ମୁଣ୍ଡ ରେ ହାତ ମାରି ଦୀର୍ଘ ଆୟୁ, ଖୁସି ଓ ଶାନ୍ତି ର ଜୀବନ ର ଭିକ୍ଷା ମଧ୍ୟ ଦେଲେ.....
ସତରେ ଏମିତି ଟିକେ ଟିକେ ହସ ଦେଖିଦେଲେ କେତେ ଶକ୍ତି ଓ ଶାନ୍ତି ମିଳିଯାଏ 🙇‍♂️🙏

Address

Salipur

Telephone

+919777662223

Website

Alerts

Be the first to know and let us send you an email when Smruti Ranjan's Talks posts news and promotions. Your email address will not be used for any other purpose, and you can unsubscribe at any time.

Share

Category