Sambalpuri Mahani

Sambalpuri Mahani ଆମର୍ ଭାଷା ହିଁ ଏତେ ମଧୁର୍‌
ଥରେ ସୁନି ଦେଲେ ଲାଗି ଜାଏସି ତାର୍ ମହନି ❤️😊
❤️🙏🏻ଜୟ ମାଁ ସମଲେଇ 🙏🏻❤️
(2)

07/11/2025

କଣ୍ଟାବାଞ୍ଜି ଜିଲ୍ଲା ହେଲା କୋଶଲ୍ ରାଜ୍ୟ ହେଲା ସମ୍ବଲପୁରୀ ଭାଷା କେ ମାନ୍ୟତା ମିଲା ବେଳେ ଆଉର୍ କାଣା ଦରକାର୍ ନୂଆପଡ଼ା ବାସି ଭଟ୍ ଦିଓ
ଆମର୍ ଦାଦାନ୍ ସୋଦାର୍ ଦାବି ପୁରା କର😆🤣

06/11/2025

ମାଁ ମାଟି ପ୍ରତି ଜେନ୍ ଅତ୍ୟାଚାର୍ କରା ଯାଉଛେ ଆମର୍ ଅଞ୍ଚଳ କେ ଜେନ୍ ଅଭେଳା କରା ଯାଉଛେ ସଭୁ ସମସିୟା ର ଗୁଟେ ହିଁ ଉସ ଆଏ ଅଲଗା କୋଶଲ୍ ରାଜ୍ୟ 🙏ଆପଣ ମାନଙ୍କେ ଅନୁରୋଧ କରୁଛେ ମାଁ ମାଟି ସ୍ୱାଭିମାନ୍ କେ ନାହିଁ ବିକୁନ୍🙏ଜଏ କୋଶଲ୍

05/11/2025

ଜେନ୍ ମାନେ ଇ ମାଁ ମାଟିର ଲାଗି ନିଜର୍ ଭବିଷ୍ୟତ ବର୍ବାଦ କରିଦେଲେ ଆଜି ତାଙ୍କର୍ ଉପରେ କିଛି ପ୍ରଶ୍ନ କରୁଛ ।ଧନ୍ୟରେ ତମର୍ ମାନସିକତା ।

05/11/2025

ମୋର୍ ବେଡା ଭାଇ ମାନେ .....
ଭାତେ ମାଛି ବସ୍ଲେ ଖେଦି ଖେଦି ଖାଏସ କି ଭାତ୍ ଫିକି ନେସ ???
ବଡ ମହlସଂଗ୍ରlମ୍ ଲାଗି ମାଛି କେ ଇଗ୍ନୋର୍ କରି ଭାତ୍ ଖାଏଲା ଭଳିଆ କୋଶଲ୍ ମହlସଂଗ୍ରlମ୍ କେ ଆଗ୍ କେ ବଢେଇ ଚାଲ ...🚩🚩🚩 ଜେ କୋଶଲ୍

05/11/2025

ପଶ୍ଚିମ ଓଡ଼ିଶାର ହକ୍ ଅଧିକାରୀ ଲାଗି ଲଢ଼େଇ କରୁଥିବା ସଂଗ୍ରାମୀ ମାନକୁ ତମେ ବଦନାମ୍ କରୁଛ ।ଜେନ୍ ମାନେ ନିଜର୍ ଭବିଷ୍ୟତକେ ବର୍ବାଦ କରିକି ମାଁ ମାଟିର୍ ଲାଗି ଲଢ଼େଇ କରୁଛନ୍ ।ସାତ୍ ଦେଇ ନି ପାର ତ କାଂଜେ ମନୋବଲ୍ ଭାଙ୍ଗୁଛ ।

04/11/2025

କୋଶଲ ଆନ୍ଦୋଳନ୍ କେ ଆଉ ସଂଗ୍ରାମୀ ମାନକୁ ବଦନାମ୍ କରୁଥିବା ଦୟାନିଧି ର ନାତେନ୍ ନୁ ଦୁରେ ରହ ।ମାଁ ମାଟିରେ ଛୁଆ କେଭେଁ ନିଜର୍ ମାଁ କେ ବଦନାମ୍ ନି କରେ

ତୁମେ କାହାର୍ ଲୋକ୍ 🤣
04/11/2025

ତୁମେ କାହାର୍ ଲୋକ୍ 🤣

Amar Sambalpur Lokar Jiban Atki Sasta Kai Sabu Jinish re Abhela Kara jauche🙂
04/11/2025

Amar Sambalpur Lokar Jiban Atki Sasta Kai Sabu Jinish re Abhela Kara jauche🙂

Kana Chaliche Amar Sambalpur re😔🙂
04/11/2025

Kana Chaliche Amar Sambalpur re😔🙂

03/11/2025

ହେଦେରେ ପାଗଲ୍ 🐕 ଟେ ଚାବି ଦେଇଛେ ଝନକେ କାଉ ଭାଷା କେ କୁଇଲି ଭାଷା ସାଂଗେ ସମାନ୍ କହୁଛେ ଢିକ୍ ଯାଉରେ ତୋର୍ ଚିନ୍ତା ଧାରେ କେ
🙂

Address

Sambalpur
768004

Website

Alerts

Be the first to know and let us send you an email when Sambalpuri Mahani posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sambalpuri Mahani:

Share