Paharaa

Paharaa ସମାଜ | ସଂସ୍କୃତି | ସମାଚାର | ସମ୍ବଲପୁରୀଥି 24x7 All Women Channel
(2)

27/10/2025

Nuapada Election Gets Personal: Snehangini Chhuria II Pravati Parida ମାଁ ଘର, ଶାଶ୍ ଘର, ମାମୁଁ ଘର...

25/10/2025

Nuapada Election Heats Up | Has BJP Betrayed Basanta Panda? ଶୀତେ ‘ବସନ୍ତ’ଙ୍କୁ ପାସରିଦେଲା କାଏଁ ବିଜେପି?

24/10/2025

Election Heat Rises in Nuapada, People Looking for Naveen: ନବୀନଙ୍କୁ ଟାକିଛେ ନୂଆପଡ଼ା...

23/10/2025

Naveen Patnaik’s Moves Create Tension II Nuapada Election Gets Intense: ଟିମ୍ ନବୀନ, ଦେଲେନ ଟେନସନ୍

22/10/2025

Nuapada By-Election II ପଶ୍ଚିମ ଓଡ଼ିଶାର ଝି, ପଶ୍ଚିମ ଓଡ଼ିଶାର ବହ, ପଶ୍ଚିମ ଓଡ଼ିଶାର ନେତା

21/10/2025

BJD Gears Up for Big Show, Naveen’s Entry to Nuapada II ‘ମୁଇଁ ନୂଆପଡ଼ା ଆସୁଛେ’

18/10/2025

Naveen and Snehangini in Action | Political Contest Begins in Nuapada II ନବୀନ,ନୂଆପଡ଼ା ଆର ସ୍ନେହାଙ୍ଗିନୀ

17/10/2025

Naveen Patnaik II Just His Name, And the Crowd Follows: ନବୀନ ଆର ଲୋକ୍

16/10/2025

Game Begins in Nuapada, Naveen’s Strategy Unfolds II ଚମକେଇଦେଲେ ନବୀନ

15/10/2025

Bargarh Turns Unsafe, What Did Barsha Singh Bariha Say? ଏନ୍ତା କହେଲେ ବର୍ଷା

14/10/2025

Nuapada Equation Disturbed: ଅଡ଼ୁଆ ନୂଆପଡ଼ା

13/10/2025

Nuapada Election Heats Up: New Entry Shakes Old Equations! ମିଶଲେ ନୂଆଁ, କେନ୍ତା କରବେ ପୁରନା?

Address

Sambalpur

Alerts

Be the first to know and let us send you an email when Paharaa posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paharaa:

Share

About Paharaa

ପହରା, ଆମର ସମିଆ ଆର ସମାଜର ଦର୍ପନ। ଆମର ତିହାର ବାହାରର ଉସନାଖି, ଆମରଘର,ପରିବାର ଆର ସମ୍ପର୍କର ଗହକି। ପହରା, ଆମର ଉଷତ ଆନନ୍ଦର କଥାନି। ଆମର ଭାଷାଥି, ଆମକୁ କହେବେ ଆମର ନୁନୀ। ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା। ଆମର ନୁନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର। ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି । ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା। ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ। ପହରା, ଆମର ଭାଷାଥି ଆମର ତୁଲସୀ ଚଉରା। Thanks and Regards

Paharaa