Jhankarpali Reporting

Jhankarpali Reporting The Page Aim is to report local news of Jhankarpali Area.

22/04/2026

ଅକ୍ଷୟ ତୃତୀୟା ପୂଜା ର କିଛି ଭେଡ଼ିଓ ଝଲକ
ଭଲ ଲାଗଲେ କମେଣ୍ଟ କର ବେ 🙏
Jhankarpali Reporting

ଅକ୍ଷୟ ତୃତୀୟାଅ ଯାତ୍ରା ଓ ପୂଜା ର କିଛି ଝଲକ (ଭଲ ଲାଗଲେ କମେଣ୍ଟ ଦେବ )jhankarpali Reporting
22/04/2026

ଅକ୍ଷୟ ତୃତୀୟାଅ ଯାତ୍ରା ଓ ପୂଜା ର କିଛି ଝଲକ
(ଭଲ ଲାଗଲେ କମେଣ୍ଟ ଦେବ )
jhankarpali Reporting

22/04/2026

ଅକ୍ଷୟ ତୃତୀୟାଅ ଉପଲକ୍ଷେ ସମସ୍ତ ଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛୁ (jhankarpali Reporting)

ଇଟା କେନଜାଗା ଆଉ କେନ ମନ୍ଦିର ଯେ କମେଣ୍ଟ ଟିକେ କରବ             ( Jhankarpali Reporting)
04/01/2026

ଇଟା କେନଜାଗା ଆଉ କେନ ମନ୍ଦିର ଯେ କମେଣ୍ଟ ଟିକେ କରବ
( Jhankarpali Reporting)

2026 ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା             (Jhankarpali Reporting)
01/01/2026

2026 ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା
(Jhankarpali Reporting)

13/12/2025

2025 ବାର୍ଷିକ ସମାରୋହ ର କିଛି ଝଲକ l
(jhankarpali Reporting )

ଆଜି ତା 13/12/2025 ରେ ଆମର ଗାଁ ପି ଏମ ଶ୍ରୀ ସରକାରୀ ପ୍ରାଥମିକ ସ୍କୁଲରେ ବାର୍ଷିକ ସମାରୋହ 2025 ପାଳିତ ହୋଇ ଯାଇଛି l (jhankarpali Repor...
13/12/2025

ଆଜି ତା 13/12/2025 ରେ ଆମର ଗାଁ ପି ଏମ ଶ୍ରୀ ସରକାରୀ ପ୍ରାଥମିକ ସ୍କୁଲରେ ବାର୍ଷିକ ସମାରୋହ 2025 ପାଳିତ ହୋଇ ଯାଇଛି l (jhankarpali Reporting )

29/08/2025
ନୁଆଁଖାଇ କିଛି ଝଲକ.............
29/08/2025

ନୁଆଁଖାଇ କିଛି ଝଲକ.............

ଝାଙ୍କରପାଲି ପରିବାର ତରଫନୁ ନୁଆଁଖାଇ ଭେଟ ଘାଟ ଧୁମ ଧାମ ରେ ପାଳିତ ହୋଇ ଥିଲା l ସୁବାଷ ପଧାନ ସଭାପତିତତ୍ତ୍ୱ ରେ ନୁଆଁଖାଇ ନୁଆଁଖାଇ ଭେଟ ଘାଟ କ...
29/08/2025

ଝାଙ୍କରପାଲି ପରିବାର ତରଫନୁ ନୁଆଁଖାଇ ଭେଟ ଘାଟ ଧୁମ ଧାମ ରେ ପାଳିତ ହୋଇ ଥିଲା l ସୁବାଷ ପଧାନ ସଭାପତିତତ୍ତ୍ୱ ରେ ନୁଆଁଖାଇ ନୁଆଁଖାଇ ଭେଟ ଘାଟ କାର୍ଯକ୍ରମ ଗୁରୁବାର ସନ୍ଧ୍ୟା 7ଟାରେ ହୋଇଛ ଥିଲା l ଏଥିରେ ପୂର୍ବତନ ସରପଞ୍ଚ ଶ୍ରୀ ଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମାଜ ସେବୀ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟବକ୍ତl ଥିବା ବେଲେ ଶ୍ରୀ ଯୁକ୍ତ
ଚତୃଭୂଜ ପ୍ରଧାନ ଧନ୍ୟବାଦ ପ୍ରଦାନ କରି ଥଲେ l
ଏବଂ ଅକ୍ଷୟ ବାରିକ ଙ୍କ ସଂଯୋଜନାରେ ଗ୍ରାମର କୁନି କୁନି
ବଲକ ବାଳିକା ରଙ୍ଗା ରଙ୍ଗ କାର୍ଯକ୍ରମ ନାଚ ଗୀତ ର ସମସ୍ତେ ନେଇ ଥିବା ବେଲେ ଶୁଭଶ୍ୟାମ ପଣ୍ଡା ସଭା ପରିଚାଳନା କରିଥିଲେ l

Address

Jhankarpali, Odisha, Sambalpur
Sambalpur
768005

Website

Alerts

Be the first to know and let us send you an email when Jhankarpali Reporting posts news and promotions. Your email address will not be used for any other purpose, and you can unsubscribe at any time.

Share