Jamankira Tv

Jamankira Tv ଜମନକିରା ବ୍ଲକ ଅଞ୍ଚଳ ର ଖବର ଆପଣ ମାନେ ଇ page ରେ ପାଇ ପାର୍ବେ ..

08/06/2026

JUDAI JUDAI ,Akash PATTNAIK,News 7

03/06/2026

Live News 7,Akash Pattnaik

ଆସୁଥିବାର୍ ନୂଆଁଖାଇ ଭେଟ୍ ଘାଟ୍ ୨୦୨୫ ଜମନକିରା ଉଧେ  ଜମନକିରା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ପଦ୍ମାଳୟା ସାହୁ ଙ୍କୁ ନିୟୂତା ଦିଆଗଲା.... ପ୍...
13/08/2025

ଆସୁଥିବାର୍ ନୂଆଁଖାଇ ଭେଟ୍ ଘାଟ୍ ୨୦୨୫ ଜମନକିରା ଉଧେ ଜମନକିରା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ପଦ୍ମାଳୟା ସାହୁ ଙ୍କୁ ନିୟୂତା ଦିଆଗଲା.... ପ୍ରତ୍ୟେକ୍ ବରସ୍ ସବୁ ଜାଗାନେ ସବୁ ଥି ପୁଲିସ୍ ପ୍ରଶାସନ୍ ର ସହଯୋଗ୍ ବହୁତ୍ ମହତ୍ତ୍ୱପୂର୍ଣ୍ଣ ଆଏ, ଆଉ ଆଶା କରୁଛୁ ଇ ବରସ୍ ଭି ଆପଣ ମାନ୍ କର ସହଯୋଗ୍ ରହେବା.. ମାଁ ତୋର୍ ସାହାରା ପରିବାର୍ ଆପଣ ଙ୍କୁ ସ୍ବାଗତ୍ ଜନଉଛେ 🙏🙏🙏🙏🙏💐💐💐💐💐💐💐💐💐

ବହୁତ୍ ବଡ୍ ଦୁଃଖର୍ କଥା ଆମର୍ ଗହନ୍ ନେ ଜମନକିରା ର୍ ଜନେ ଚିହ୍ନା ଚେହେରା ଜନେ ସମାଜ୍ ସେବୀ ସବକର୍ ଚହିତା ଅରୁନ୍ ପଟ୍ଟନାଏକ (ବାବଲୁ କାକା) ଆଉ...
02/08/2025

ବହୁତ୍ ବଡ୍ ଦୁଃଖର୍ କଥା ଆମର୍ ଗହନ୍ ନେ ଜମନକିରା ର୍ ଜନେ ଚିହ୍ନା ଚେହେରା ଜନେ ସମାଜ୍ ସେବୀ ସବକର୍ ଚହିତା ଅରୁନ୍ ପଟ୍ଟନାଏକ (ବାବଲୁ କାକା) ଆଉ ଦୁନିଆରେ ନାଇଁ ନ.. ଗଲା କାଏଲ୍ ରାତି ତାଙ୍କର ମେଡିକାଲ ନେ ସେସ୍ ନିଃଶ୍ୱାସ୍ ତ୍ୟାଗ୍ କଲେ... ତାଙ୍କର୍ ଆତ୍ମା ର ସତ୍ ଗତି ହଉ, ଯେନେ ଭି ଥାଉନ୍ ତାଙ୍କର୍ ଆଶୀର୍ବାଦ ସ ବବ୍ କର୍ ଉପ୍ ରେ ଥାଉ 💐💐😔😔🙏🙏🙏🙏🙏

ସମ୍ କୁ ଜୁହାର୍🙏🙏 ଆସୁଛେ ଆଗଷ୍ଟ ମାସର୍ ୩୧ ତାରିଖ୍ ରଏବାର୍ ଦିନ ସକାଲାର୍ ୧୦ ବଜୁ ରାତିର୍ ୧୧ ବଜ୍ ତକ୍ ଆମର୍ ଜମନକିରା ନେ ହେବାର୍ କେ ଯାଉଥିବ...
31/07/2025

ସମ୍ କୁ ଜୁହାର୍🙏🙏 ଆସୁଛେ ଆଗଷ୍ଟ ମାସର୍ ୩୧ ତାରିଖ୍ ରଏବାର୍ ଦିନ ସକାଲାର୍ ୧୦ ବଜୁ ରାତିର୍ ୧୧ ବଜ୍ ତକ୍ ଆମର୍ ଜମନକିରା ନେ ହେବାର୍ କେ ଯାଉଥିବାର୍ ଆମର୍ ସିଘା ତିହାର୍ ""ନୂଆଁଖାଇ ଭେଟ୍ ଘାଟ୍ "" ୨୦୨୫ ଲାଗି ଆଏଜ୍ ମାଁ ନେ ପହେଲା କରି ""ନିୟୁତା"" ଦିଆଗଲା... ମାଁ ର ଆଶୀର୍ବାଦ ଆର୍ ଆପନ୍ ମାନ୍ କର୍ ଭଲ୍ ପାଏବାର୍ ସବୁବେଲେ ଥାଉ ଯେ ଆମର୍ ମାଏଟ୍ ଲାଗି ଭଲ୍ ପାଏବାର୍ ଆର୍ ଆମର୍ କଲା ସଂସ୍କର୍ତିକେ ଭଲ୍ ପାଏବାର୍ ତାକେ ବଁଚା ବାର୍ ଲାଗି ପ୍ରୟାସ୍ ସବୁ ବେଲେ କରୁଥିମୁ 🙏🙏

ସମ୍ କୁ ଜୁହାର୍....🙏🙏.... ଜମନକିରା ନୂଆଁଖାଇ ଭେଟଘାଟ୍ ୨୦୨୫ ମାଁ ତୋର୍ ସାହାରା ପରିବାର୍ ଆପନ୍ ମାନ୍ କୁ ସ୍ଵାଗତ୍ ଜନଉଚ୍ଛେ, ଆସୁଚ୍ଛେ ଅଗଷ୍ଟ...
27/07/2025

ସମ୍ କୁ ଜୁହାର୍....🙏🙏.... ଜମନକିରା ନୂଆଁଖାଇ ଭେଟଘାଟ୍ ୨୦୨୫ ମାଁ ତୋର୍ ସାହାରା ପରିବାର୍ ଆପନ୍ ମାନ୍ କୁ ସ୍ଵାଗତ୍ ଜନଉଚ୍ଛେ, ଆସୁଚ୍ଛେ ଅଗଷ୍ଟ ମାସର୍ ୩୧ ତାରିଖ୍ ରଏବାର୍ ଦିନ ହେବା ବୋଲି ବିଚାର୍ କରିଛୁ... ଇ ଥର ସକାଲର୍ ୧୦ ବଜୁ ରାତିର୍ ୧୧ ବଜ୍ ତକ୍ ଦିନ୍ ଭର୍ ଭିନ୍ନ ପ୍ରକାରର୍ କାର୍ଯ୍ୟକ୍ରମ୍ ଦେଖବାର୍ କେ ପାଏବେ ଭିନ୍ ଭିନ୍ ଜାଗା ନୁ କଲାକାର୍ ମାନେ ଆସବେ.. ତ ସମ୍ କୁ ନିୟୁତା ରହେଲା..ସେଇ ଆମର୍ ଜମନକିରା ପୁର୍ନା ଥାନା ପଡ଼ିଆ କେ 🙏🙏💐💐💐💐💐💐💐💐🙏🙏😊😊😊

BADRAMA GAHTI RE ACCIDENT.. SAMBALPUR Naxapali Ra boli Jana Padiche ....3 jan Byke Arohi Thile ...Jane Spot re Hi death ...
21/07/2025

BADRAMA GAHTI RE ACCIDENT.. SAMBALPUR Naxapali Ra boli Jana Padiche ....3 jan Byke Arohi Thile ...Jane Spot re Hi death Hele au dui Janku Burla Medical Nia Gala ....

ଆଏଜ୍ ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ୍ ଜମନକିରା ତରଫନୁ କୁଚିଣ୍ଡା ଉପ ଜିଲ୍ପାପାଲ୍ ଶ୍ରୀ ହେମସାଗର ଭୋଇ ଙ୍କୁ ଆସୁଥିବାର ନୂଆ...
11/09/2024

ଆଏଜ୍ ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ୍ ଜମନକିରା ତରଫନୁ କୁଚିଣ୍ଡା ଉପ ଜିଲ୍ପାପାଲ୍ ଶ୍ରୀ ହେମସାଗର ଭୋଇ ଙ୍କୁ ଆସୁଥିବାର ନୂଆଁଖାଇ ଭେଟ୍ ସେପ୍ଟେମ୍ବର ୧୪ ଆର୍ ୧୫ ,୨୦୨୪ ଲାଗି ନିୟୁତା ଦିଆଗଲା 💐💐💐🥰🥰🥰🎉🎉

ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ ଜମନକିରା ତରଫନୁ ଓଡିଶା ରାଜସ୍ବ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୁ...
11/09/2024

ମାଁ ତୋର୍ ସାହାରା ପରିବାର ସାଂସ୍କୃତିକ ଅନୁଷ୍ଠାନ ଜମନକିରା ତରଫନୁ ଓଡିଶା ରାଜସ୍ବ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଙ୍କୁ ଆସୁଥିବାର୍ ସେପ୍ଟେମ୍ବର ୧୪ ଆର୍ ୧୫ ,୨୦୨୪ ଲାଗି ନିୟୁତା ଦିଆଗଲା 💐💐💐🥰🥰🥰🎉🎉

Address

Sambalpur

Alerts

Be the first to know and let us send you an email when Jamankira Tv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jamankira Tv:

Share