02/10/2025
କଥାନୀ ତ ବହୁତ୍ ଦେଖୁଥିବେ ଶୁନିଥିବେ ଆପଣମାନେ ହେଲେ, ଇ କଥାନୀ ଟିକେ ଅଲଗା ଆଏ.. ଆଗ୍ନେ ଆର୍ ମିନଲ୍ ଆସିଥିଲେ ଭିନେ ଦୁନିଆଁ ନୁ ନିଜର୍ ସପନ୍ ନେଇକରି, ସପନ୍ ହଜଲା କି ମନ୍ ଭିଜଲା ସେଟା ସମିଆ କହେବା, କାଣା ବିହା ବେଦୀ ଜୁରି ପାରିଥିବା ଭାବର୍ ଡୋର୍ ? କି ମରି ଯାଇଥିବା ଜୀବନର୍ ସବୁ ଆଶା ?
You have heard many stories before,
but this one is different.Agne and Minal came together with dreams in their hearts.Will those dreams bring happiness, or turn into sorrow?
Is it a bond of love strong enough to last forever,
or will it end in lost hopes and broken lives?
A journey of love and hope… releasing soon…