ART MEDIA

ART MEDIA ALWAYS AVAILABLE FOR ART & ARTIST
(1)

01/09/2026

ଆପଣ ବି ଖୁଜୁଛନ କେଁ କମ ଦାମ ଥି Costumize Gifts, Award, Momento.. ଅପାଣଙ୍କର ଲାଗି ଖୁସି ଖବର ସମ୍ବଲପୁର ଟାଉନ ଥି Pranjyashri House ରେ ତମକୁ ସବୁ କମ ଦାମରେ ମିଳିଯିବା ଆଜି ହି ଯୋଗାଯୋଗ କରୁନ | ART MEDIA


ସମ୍ବଲପୁର ଫାଟକ ରୁ ଗରମ ଚା☕ର ମଜା  ART MEDIA
01/09/2026

ସମ୍ବଲପୁର ଫାଟକ ରୁ ଗରମ ଚା☕ର ମଜା ART MEDIA

ସମ୍ବଲପୁର ସହର ଥି ପ୍ରାଜ୍ଞଶ୍ରୀ trophy House ର Grand Opening ଥି ସାମିଲ ହେଇ ବହୁତ ଖୁସି ଲାଗଲା. ଧନ୍ୟବାଦ ପାଣିନୀ Sir 🙏 ସାଙ୍ଗେ ଆପଣକୁ...
01/09/2026

ସମ୍ବଲପୁର ସହର ଥି ପ୍ରାଜ୍ଞଶ୍ରୀ trophy House ର Grand Opening ଥି ସାମିଲ ହେଇ ବହୁତ ଖୁସି ଲାଗଲା. ଧନ୍ୟବାଦ ପାଣିନୀ Sir 🙏 ସାଙ୍ଗେ ଆପଣକୁଁ trophy House ଲାଗି ବହୁତ ବହୁତ ଶୁଭେଚ୍ଛା 💐 ART MEDIA

31/08/2026

କମେଡିଆନ ବିଶ୍ୱ ବଗର୍ତ୍ତୀ ଙ୍କର ଶ୍ରଦ୍ଧାଞ୍ଜଳି ସଭା ଥି Tinku Tingalu କହେଲେ "ବିଶ୍ୱ ଦା ଜଣେ ମହାନ କଳାକାର ତାଙ୍କୁ ଉଚିତ ସମ୍ମାନ କେନ୍ତା ଦେଇପାରମା ତାର ବିଷୟ ଥି କହୁଛନ ଦେଖୁନ ସଭେ ART MEDIA


କମେଡିଏନ୍ ବିଶ୍ୱନାଥ ବଗର୍ତ୍ତୀ ର ଶ୍ରଦ୍ଧାଞ୍ଜଳୀ ସଭା ଥି ସବୁ କମେଡିଏନ ଆଉ କଳାକାର ମିଶି ତାଙ୍କର ସ୍ମୁତି କେ ସୋର କରି ସମସ୍ତେ ଦୁଃଖିତ, ଜଣେ ...
31/08/2026

କମେଡିଏନ୍ ବିଶ୍ୱନାଥ ବଗର୍ତ୍ତୀ ର ଶ୍ରଦ୍ଧାଞ୍ଜଳୀ ସଭା ଥି ସବୁ କମେଡିଏନ ଆଉ କଳାକାର ମିଶି ତାଙ୍କର ସ୍ମୁତି କେ ସୋର କରି ସମସ୍ତେ ଦୁଃଖିତ, ଜଣେ ମହାନକଳକାର କେ ହରେଇ କରି JoJo J5 Team ର ସବୁ କଳାକାର ଭାଙ୍ଗି ପଡିଛନ 🙏🙏🙏


ART MEDIA

29/08/2026

ହଲି ଝୁଲି ନୁଆଁ ସମ୍ବଲପୁରୀ ଭିଡ଼ିଓ || ସଞ୍ଜୁ ମହାନ୍ତି, ସାଇସ୍ମିତା ନାୟକ, ଲକିତା, ଲିପସା ଆଉ ନିର୍ଦ୍ଧେଶକ କରନ କୁମାର || Maa Saraswati Media ୟୁଟୁବ ଚାଁନେଲ ଥି ଜଲ୍ଦି ଆସୁଛେ


ART MEDIA

ସଭେ ତ ଜାନଳ ନଁ ଆଉ କାଣା କହେମି 😄         ART MEDIA
28/08/2026

ସଭେ ତ ଜାନଳ ନଁ ଆଉ କାଣା କହେମି 😄


ART MEDIA

27/08/2026

କାଶୀ ବିଶ୍ୱନାଥ ଶୁଟିଂ ସେଟ୍‌ରେ ପୂଜା 🪔
ନିର୍ଦ୍ଦେଶକ ଭକ୍ତ ପ୍ରସାଦ ବାରିକଙ୍କ ଦ୍ୱାରା 🎬 ART MEDIA

Address

Sonepur-Rampur
767045

Telephone

+917894688126

Website

Alerts

Be the first to know and let us send you an email when ART MEDIA posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share