03/06/2026
କାଳବୈଶାଖୀ କ୍ଷୟକ୍ଷତି ଆକଳନ କରାହେବା ଆଉ କ୍ଷତିପୂରଣ ଦିଆହେବା ବୋଲି ନିର୍ଣ୍ଣୟ ନେଇ ଜିଲ୍ଲାବାସୀ ଙ୍କୁ ଆଶ୍ୱସ୍ତି ଦିଅନ୍ତୁ ସୋନପୁର ଜିଲ୍ଲାପାଳ। ଚାଷୀ ର ଧାନ ସୁରକ୍ଷା ତ ବିନା ଭିତ୍ତିଭୂମି ର ମଣ୍ଡି ରେ ନାହିଁ। ଚାଷୀ ଙ୍କୁ ଯଦି ମିଲ କୁ ଧାନ ନେଇଦେବାକୁ ବାଧ୍ୟ କରିବା ଏମାନଙ୍କ ଡିଲ୍ ପିସି ବୈଠକ ର ନିଷ୍କର୍ଷ ତାହେଲେ ଚାଷୀ ଙ୍କୁ ସରକାର ଦେଉଥିବା ପରିବହନ ଖର୍ଚ୍ଚ ଚାଷୀ ମାନଙ୍କୁ ଦିଆଯାଉ। ନହେଲେ ଦୁର୍ବାର ଆନ୍ଦୋଳନ ହେବା।