08/08/2026
ଆଜି ରେଢ଼ାଖୋଲ ଠାରେ ମାନ୍ୟବର ସମ୍ବଲପୁର ସାଂସଦ, ଆମର ପ୍ରିୟ ନେତା ଶ୍ରୀ Dharmendra Pradhan ଙ୍କୁ ମୋର ସାଥୀ ବିଜେପି କାର୍ଯ୍ୟକର୍ତ୍ତା ଶରତ ଭାଇ, ସୁରେଶ ବାବୁ, ସିର୍ଣ୍ଣିବାସ ଭାଇ ଓ ବାପି ଭାଇଙ୍କ ସହିତ ଭେଟି ତାଙ୍କୁ ଓ ସାଙ୍ଗରେ ଥିବା ମାନ୍ୟବର ମନ୍ତ୍ରୀ ଶ୍ରୀରବି ନାଏକ, ଉଭୟଙ୍କୁ ଆମ ଜିଲ୍ଲାର ପାତାଲୀ ଶ୍ରୀକ୍ଷେତ୍ର କୁ ଏକ ସ୍ୱତନ୍ତ୍ର ଗସ୍ତ କରିବାକୁ ଅନୁରୋଧ କଲି। ଆସନ୍ତା ମାସେ ଦୁଇମାସ ମଧ୍ୟରେ ନିଶ୍ଚିତ ଆସିବେ ଓ ମାଁ ରାମଚଣ୍ଡୀଙ୍କୁ ମଧ୍ୟ ଦର୍ଶନ କରିବାକୁ ମାନ୍ୟବର ପଧାନ ଆଗ୍ରହ ପ୍ରକାଶ କରିଥିଲେ। 🙏