29/04/2025
#ଆଇପିଏଲର_ବୈଭବଙ୍କ_ଜଲଓ୍ବା
ଆଇପିଏଲର ଚଳିତ ସିଜିନରେ ଦେଖିବାକୁ ମିଳିଲା ଜଲଓ୍ବା। ସର୍ବ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ ଦେଖିଲେ କ୍ରୀଡ଼ାପ୍ରେମୀ। ମାତ୍ର ୩୫ ବଲରେ ଶତକ କରିଛନ୍ତି ବୈଭବ। ଯେଉଁଥିରେ ସାମିଲ ଥିଲା ୧୧ ଛକା ଓ ୭ଟି ଚୌକା।