06/02/2026
ସୋର ମହୋତ୍ସବ ୨୦୨୬ ର ପ୍ରଥମ ସଂନ୍ଧ୍ୟାରେ ଆମ ସୋର ନିର୍ବାଚନ ମଣ୍ଡଳର ମାନ୍ୟବର ବିଧାୟକ ଶ୍ରୀ ମାଧବ ଧଡ଼ା ମହୋତ୍ସବକୁ ଉଦଘାଟନ କରି ମହୋତ୍ସବର ଉତ୍ତରୋତ୍ତର ମଙ୍ଗଳ କାମନା କରିଥିଲେ। ମଞ୍ଚରେ ମହୋତ୍ସବ ପରିବାରର ସଭାପତି ଶ୍ରୀ ଗୌରୀ ଶଙ୍କର ଘଡ଼ାଇ, ସମ୍ପାଦକ ଶ୍ରୀ ଅଜିତ ନାୟକ ଙ୍କ ସମେତ ଅନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।