Soro Mahotsav Bande Mataram Cultural Association

  • Home
  • India
  • Soro
  • Soro Mahotsav Bande Mataram Cultural Association

Soro Mahotsav Bande Mataram Cultural Association Official page of Bande Mataram Cultural Association and Soro Mahotsav

10/02/2025

ପବ୍ଲିକ ଡିମାଣ୍ଡ ପାଇଁ ପୁଣି ଥରେ ବାପା ଉପରେ ପର୍ଯ୍ୟବେଷିତ ଗୀତଟି #ବାରିଙ୍ଗିଆ_ବାବାବାଲୁଙ୍କେଶ୍ୱର_ମହୋତ୍ସବ ରେ l
ସିନେ ତାରକା #ବବି_ମିଶ୍ର ପ୍ରଶଂସା କଲେ l
#ବନ୍ଦେମାତରମ_କଲଚରାଲ_ଆସୋସିଏସନ ର ସଦସ୍ୟ Jeeban Kumar Dash Sunil Kumar Dutta ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ସେମାନେ ଗୀତ ରେ ଅଭିନୟକୁ ଜୀବନ୍ତ କରିପାରିଛନ୍ତି l

10/02/2025
https://youtu.be/xlkgFJQ8bGQ?si=5rSp7AZTBHIZdV_Dଆମ ସୋରର ଗର୍ବ ଓ ଗୌରବ, ସୋର ମହୋତ୍ସବ ଆସନ୍ତା ଜାନୁ୍ୟାରୀ ୨୯ ରୁ ଫେବୃଆରୀ ୬ ପର୍ଯ୍ୟ...
21/01/2025

https://youtu.be/xlkgFJQ8bGQ?si=5rSp7AZTBHIZdV_D

ଆମ ସୋରର ଗର୍ବ ଓ ଗୌରବ, ସୋର ମହୋତ୍ସବ ଆସନ୍ତା ଜାନୁ୍ୟାରୀ ୨୯ ରୁ ଫେବୃଆରୀ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି l ଏହି ମହାମିଳନ ପାଇଁ ଆମେ ଆପଣ ଙ୍କ ପାଇଁ ଗୋଟେ ଗୀତ ପ୍ରସ୍ତୁତ କରିଛୁ, ଆଶା କରୁଛୁ ଭଲ ଲାଗିବ ଆପଣ ଙ୍କୁ l

ସୋର ମହୋତ୍ସବ, ଆମ ମହାମିଳନଆମ ସୋର ର ଗର୍ବ ଓ ଗୌରବ ସୋର ମହୋତ୍ସବ ⭐ Audio Credits ⭐🎙️Song - Soro Mahotsav, aama Mahamilana🎙️Lyrics- Subhasish Mahapatra🎙️Music Direc...

ସୋରର ଗର୍ବ ଓ ଗୌରବ  #ସୋର_ମହୋତ୍ସବ-୨୦୨୫ ଆସନ୍ତା ଜାନୁଆରୀ ୨୯ ରୁ ଫେବୃ୍ୟାରୀ ୬ ପର୍ଯ୍ୟନ୍ତ l ଆୟୋଜକ  #ବନ୍ଦେ_ମାତରମ୍_କଲଚରାଲ୍_ଆସୋସିଏସନ୍ ...
19/01/2025

ସୋରର ଗର୍ବ ଓ ଗୌରବ #ସୋର_ମହୋତ୍ସବ-୨୦୨୫ ଆସନ୍ତା ଜାନୁଆରୀ ୨୯ ରୁ ଫେବୃ୍ୟାରୀ ୬ ପର୍ଯ୍ୟନ୍ତ l ଆୟୋଜକ #ବନ୍ଦେ_ମାତରମ୍_କଲଚରାଲ୍_ଆସୋସିଏସନ୍


#ବନ୍ଦେ_ମାତରମ୍_କଲଚରାଲ୍_ଆସୋସିଏସନ୍


Address

Soro
756045

Website

Alerts

Be the first to know and let us send you an email when Soro Mahotsav Bande Mataram Cultural Association posts news and promotions. Your email address will not be used for any other purpose, and you can unsubscribe at any time.

Share