Ranjan Jani

Ranjan Jani ._Live_like_today_is_your_last_day_on_earth.

13/05/2025

ବିବାଦରେ ବାଲ୍ଡ଼ା ପାହାଡ଼ || ମରିବୁ ପଛେ ପାହାଡ଼ ଦେବୁ ନାହିଁ l

05/05/2025

ସ୍ବାଧୀନତାର 77 ବର୍ଷ ପରେ ବି ଗାଁ ଲୋକ ମାନେ ଖଣ୍ଡେ ଭଲ ରାସ୍ତା ପାଇ ପାରିଲେ ନାହିଁ l 🤬🥹

President of India Narendra Modi Amit Shah Dharmendra Pradhan BJP Odisha J.P.Nadda Mohan Charan Majhi CMO Odisha Kalinga TV Odisha Tourism OTV Suryabanshi Suraj Achyuta Samanta

18/03/2025

କୋରାପୁଟ ଜିଲ୍ଲାରେ ରାସ୍ତା ନାହିଁ କି, ସ୍କୁଲ ନାହିଁ || ରାସ୍ତା ନାହିଁ କି ସ୍କୁଲ ନାହିଁ

President of India Suryabanshi Suraj Mohan Charan Majhi J.P.Nadda Narendra Modi Dharmendra Pradhan Amit Shah Odisha Tourism CMO Odisha BJP Odisha Kalinga TV OTV KISS - Kalinga Institute of Social Sciences Achyuta Samanta Bjd Koraput

11/03/2025






Narendra Modi
Amit Shah
Mohan Charan Majhi
Dharmendra Pradhan
J.P.Nadda
President of India
Suryabanshi Suraj

19/09/2024

କୋରାପୁଟ ର ବାରି ଜଳ ପ୍ରପାତ | Koraput Odisha Tourism Bari Waterfall | Bari Waterfall of Koraput

03/09/2024

ରାତିରେ କଙ୍କଡ଼ା ଧରା 🦀 | Ratire kankada dhara

02/08/2024

କୋଲାବ ନଦୀରୁ ବିରାଟ ଭାକୁର ମାଛ 😱 || Kolab Nadiru birat bhakura machha

06/03/2024

ବ୍ରିଟିଶ୍ ଶାସନ ଚାଲିଛି ସୁନାବେଡ଼ା ହାଲ ରେ
କୋରାପୁଟ ଜିଲ୍ଲା ସୁନାବେଡା ହାଲ ଠାରେ ପୁଣି ସୁରକ୍ଷା କର୍ମୀଙ୍କ ଦାଦାଗିରି
କୋରାପୁଟ ଜିଲ୍ଲାର ହିନ୍ଦୁସ୍ତାନ ଏରୋନୋଟିସ ଲିମିଟେଡ଼ ସୁନାବେଡ଼ା ହାଲ ରେ କେତେବେଳେ କେଉଁ ଗେଟ ଠାରେ କେଉଁ ନିୟମ ଲାଗୁ କରୁଛନ୍ତି, ତାହାକୁ ପୋଷ୍ୟ ଗ୍ରାମ ର ଜନସାଧାରଣଙ୍କୁ ଜଣାଉନାହାନ୍ତି | ମାତ୍ର ଯିବା ଆସିବାରେ ଜନ ସାଧାରଣଙ୍କୁ ସବୁବେଳେ ହଇରାଣ ହରକତ କରାଯାଉଛି। ପୋଷ୍ୟ ଗ୍ରାମ ର ଲୋକ ମାନେ ଯେଉଁ ରାସ୍ତା ଦେଇ ହାଲ ମଧ୍ୟରେ ପ୍ରବେଶ କରି ସୁନାବେଡ଼ା -୧ ଓ ସେମିଳିଗୁଡା ପହଞ୍ଚୁ ଥିଲେ ସେହି ରାସ୍ତାରେ ନୂତନ ଏକ ଗେଟ ବସାଯାଇଛି , ନୂତନ ଗେଟ ର ସେକ୍ୟୁରିଟି ମାନେ ପୋଷ୍ୟ ଗ୍ରାମ ଜନ ସାଧାରଣଙ୍କୁ ନୂଆ ନୂଆ ନିୟମ କହି ପ୍ରବେଶ ବେଳେ ହଇରାଣ କରୁଛନ୍ତି |
ପୋଷ୍ୟ ଗ୍ରାମ ଜନ ସାଧାରଣଙ୍କୁ କୌଣସି ସୁବିଧା ଦିଆଯାଉନାହିଁ , ଏପରିକି ପୋଷ୍ୟ ଗ୍ରାମ ର ଜନ ସାଧାରଣଙ୍କୁ ଯୋଗ୍ୟତା ଅନୁସାରେ କୌଣସି କାମ ମିଳୁ ନାହିଁ | ପୋଷ୍ୟ ଗ୍ରାମ ର ଉନ୍ନତି କରଣ ପାଇଁ ଯେଉଁ ସବୁ ବ୍ୟବସ୍ଥା ରହିଛି ସେଗୁଡ଼ିକୁ ସୁଚରିତା ରୂପେ କାର୍ଯ୍ୟକାରୀ କରାଯାଉ ନାହିଁ ଉନ୍ନୟନ ପାଇଁ ଯେଉଁ ସବୁ ଟଙ୍କା ଆସୁଛି ତାହାକୁ ଦଲାଲ, ବଡ଼ ବାବୁ, ସେକ୍ୟୁରିଟି ଓ ଠିକାଦାର ମାନେ ମିଶି ଠକେଇ କରୁଛନ୍ତି , ଯେପରିକି ପୋଷ୍ୟ ଗ୍ରାମ ର ଲୋକ ମାନଙ୍କୁ କାମ ଦେବା ପାଇଁ ଲାଞ୍ଚ ମଗାଯାଇଛି | ପୋଷ୍ୟ ଗ୍ରାମ ର ଜନ ସାଧାରଣ ମାନେ ତାଙ୍କ ଜୀବନ ଯାପନ ପାଇଁ ବହୁତ ଅସୁବିଧାର ସମ୍ମଖୀନ ହେଉଛନ୍ତି, ଯେପରିକି ଜଳ ଜଗଣର ଅଭାବ ଗମନା ଗମନ ଅସୁବିଧା ଓ ଉନ୍ନତ ମାନର ଶିକ୍ଷାର ଅଭାବ ଇତ୍ୟାଦି CMO Odisha District Magistrate Koraput Koraput Police Digp Swr Koraput Koraput Municipality ZP Koraput Bjd Koraput

22/02/2024

ଓଡ଼ିଶାର ସର୍ବବୃହତ ଶୁଖୁଆ ହାଟ ହୁମ୍ମା | Biggest dry fish market Huma in odisha | ଭୁବନେଶ୍ୱର ଠାରୁ କୋରାପୁଟ🚙

Address

Sunabeda
763002

Alerts

Be the first to know and let us send you an email when Ranjan Jani posts news and promotions. Your email address will not be used for any other purpose, and you can unsubscribe at any time.

Share