Rinku dash

Rinku dash Contact information, map and directions, contact form, opening hours, services, ratings, photos, videos and announcements from Rinku dash, Video Creator, Sundargarh.

ଏହି ଦୁଃଖଦ ଖବର ଶୁଣି ମୁଁ ସ୍ତବ୍ଧ ହୋଇଗଲି , ବିଶ୍ଵାସ ହେଉନଥିଲେ ମଧ୍ୟ ନିରାଟ ସତ୍ୟ କି ସାନଭାଇ ଅଶୋକ ଦାଶ ଆଉ ଆମ ଗହଣରେ ରେ ନାହିଁ l ଏହି ଦୁ...
23/03/2025

ଏହି ଦୁଃଖଦ ଖବର ଶୁଣି ମୁଁ ସ୍ତବ୍ଧ ହୋଇଗଲି , ବିଶ୍ଵାସ ହେଉନଥିଲେ ମଧ୍ୟ ନିରାଟ ସତ୍ୟ କି ସାନଭାଇ ଅଶୋକ ଦାଶ ଆଉ ଆମ ଗହଣରେ ରେ ନାହିଁ l ଏହି ଦୁଃଖଦ ଖବର ପାଇ ମୁଁ ଅତ୍ୟନ୍ତ ମାର୍ମାହତ ,ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଦୁଃଖଦ ସମୟରେ ପରିବାରବର୍ଗ ଙ୍କୁ ଅସୀମ ସାହାସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ମହାପ୍ରଭୁ ଙ୍କ ନିକଟରେ ମୋର ପ୍ରାର୍ଥନା 🙏🙏💐💐💐 ଓଁ ଶାନ୍ତି 💐💐💐💐

31/01/2024

ତିଲଡେଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକ ଉତ୍ସବ ପାଳନ

20/01/2024

ଆଉ ଦୁଇ ଦିନର ପ୍ରତୀକ୍ଷା ।
ଜୟ ଶ୍ରୀରାମ 🚩


10/01/2024
10/01/2024

ଆମେ ମାନେ ସମସ୍ତେ ଗୋଟେ ସମାଜ ରେ ତଥା ଗୋଟେ ପରିବେଶରେ ରହୁଛେ ଓ ବଞ୍ଚୁଛେ,, ଆମ ସମସ୍ତଙ୍କର ସେଇ ସମାଜର ଉନ୍ନତି ତଥା ପରିବେଶ ସୁରକ୍ଷା ନିମନ୍ତେ ଆମ ସମସ୍ତଙ୍କର କର୍ତ୍ତବ୍ୟ ତଥା ଦାୟିତ୍ୱ ରହିବା ନିହାତି ଆବଶ୍ୟକ l

ଆମ ମାନଙ୍କର ଏହିଭଳି କାର୍ଯ୍ୟ ଦ୍ୱାରା ଅନେକ ଲୋକ ସମସ୍ୟାର ସମ୍ମୁଖୀନ ହେଇଥାନ୍ତି ତେଣୁ କୌଣସି ଭି ସ୍ଥାନ ହେଉ ଏହିଭଳି କାମ ନ କରିବା ପାଇଁ ମୁଁ ହାତ ଯୋଡି ବିନମ୍ର ଅନୁରୋଧ କରୁଛି l

Address

Sundargarh

Website

Alerts

Be the first to know and let us send you an email when Rinku dash posts news and promotions. Your email address will not be used for any other purpose, and you can unsubscribe at any time.

Share

Category