14/11/2025
ଆଜି ତା 14/11/2025 ଆମ ଗାଁ ANGANWADI KENDRA ରେ କୁନି କୁନି ପିଲା ମାନେ ଶିଶୁ ଦିବସ ପାଲନ କରି ସାରିବା ପରେ ତାକୁଂ Anganwadi karmi Biscut Chocolate ଓ ବଭିନ୍ Prakar ଫଳ ଦେଈଥିଲେ | ଏହି ANMOL BUTTER BAKE Biscut ପେକେଟ କୁ ମୋର ର Doughter ଖୋଲି ପାରିଲା ନାହଁ | ମୋତେ ଦେଲା ମୁ ଖୋଲିଲା ପରେ ଦେଖିଲି ଜେ ପୋକ |