The Juhar

The Juhar First ever sambalpuri Blog & Video Content Site ଆମର୍ ଖାନ ପାନ, ପିନ୍ଧନ୍ ଉଢନ୍, ବଜା୍ ଗଜା୍, ଚାଲି୍ ଚଲନ୍ ଆର୍ ତିହାର୍ ବାହାର୍ କେ ନିଆରା୍ ରୁପେ୍ ପରସି୍ ଦେବାର୍ ଗୁଟେ୍ ଜରିଆ ।

Har Har Mahadev 🙏
24/05/2023

Har Har Mahadev 🙏

Jay Maa Samalei 🙏
25/09/2022

Jay Maa Samalei 🙏

13/09/2022
12/09/2022

ସୁନ୍ଦରଗଡ , ସୁନାରୀପଡା ସବୁ ବଛର ଭଳିଆ ଇ ବଛର ଭି ଧୁମଧାମରେ ଗଣେଶ ପୂଜା କରବର କେ ଯୋର ସୋର ରେ ଅଣ୍ଟା ଭିଡ଼ିଛେ ।
ସୁନ୍ଦରଗଡ ର ପ୍ରାୟ ସବୁ ଛକ, ସବୁ କ୍ଲବ, ସବୁ ଅନୁଷ୍ଠାନ ତରଫ ରୁ ଗଣେଶ ପୂଜା ହେସି ହେଲେ ସୁନାରୀପଡା ର ଗଣେଶ ପୂଜା ବାକି ସବକର ନୁ ଅଲଗା ଆଏ ।

ସବୁ ସୁନ୍ଦରଗଡ ବାସୀ ଜାଣିଛନ ଯେ ସୁନାରୀପଡା ପୂଜା କମିଟି ସବୁ ବଛର ଭଳିଆ ଇ ବଛର ବି ଗୁଟେ ନୁଆଁ ରୂପେ ଗଣେଶ ମୂର୍ତ୍ତି ବନେଇ କି ଲୋକ ମାନଙ୍କର ମନେ ଗଣେଶ ମୂର୍ତ୍ତି ର ଗୁଟେ ଅଲଗା ପ୍ରକାରର ଛାପ ଛାଡବା । ଖାଲି ସୁନ୍ଦରଗଡ ର ଲୋକ ନାଇଁ ପାଖର ଆଖର ସବୁ ଅଞ୍ଚଳର ଲୋକ କୁ ଜଣା । ଗଣେଶ ମମୂର୍ତ୍ତି କହେଲେ ତ ବହୁତ ଲୋକ ବହୁତ ପ୍ରକାର ଗଣେଶ ମୂର୍ତ୍ତି ଦେଖିଛନ ହେଲେ
ସୁନାରୀପଡା ପଡା ର କଥା ଗୁଟେ ଅଲଗା ।
କେନ ବଛର ଫୁଲ ରେ ତ କେନ ବଛର ନଡିଆ ରେ
କେନ୍ ବଛର ଚକଲେଟ ରେ ତା କେନ୍ ବଛର ବିସ୍କୁଟ ରେ । ଏନ୍ତା ହେଇ ଆଜିକେ ୨୭ ବଛର ପୁରିଛେ ସୁନାରୀପଡା ଗଣେଶ ପୂଜା କେ ।
ଏନ୍ତା ସବୁ ବଛର ଭିନ ଭିନ କିଶନ ରେ ଭିନ ଭିନ ରୂପେ ଗଣେଶ ମୂର୍ତ୍ତି ବନେଇକରି ବାକି ଅଞ୍ଚଳ ର ଗଣେଶ ପୂଜା ନୁ ସୁନାରୀପଡା ଗଣେଶ ପୂଜା ଗୁଟେ ଭିନେ ପରିଚୟ ପାଇଛେ ।
ଯେ ଦେଖିଛେ ସେ ଜାଣିଛେ କି ସୁନାରୀପଡା ର ଗଣେଶ ପୂଜା ର ମହକ କାନା ଆଏ

Camera- Debasish Sahu
Voice over - Manoranjan Naik
Post Production - Sagar Patel

Thanks to- Sunaripara Ganesh Puja Committee, Sundargarh

ନୂଆଖାଇ ତିହାର ଆଣିଛେନୂଆ ସପନ ନୂଆ ଆସାହସି ଖେଳି କରି ବିତୁ ଏ ବଛର           #2022
01/09/2022

ନୂଆଖାଇ ତିହାର ଆଣିଛେ
ନୂଆ ସପନ ନୂଆ ଆସା
ହସି ଖେଳି କରି ବିତୁ ଏ ବଛର

#2022

ସମକୁ ଗୁରଦୁଟେ ଧନ୍ୟବାଦ ଆପଣମାନଙ୍କର ସହଯୋଗ ଲାଗି ଆଏଜ ଆମେ ୨  ବଛର ପୁରା କରି ପାରିଛୁ ।
28/08/2022

ସମକୁ ଗୁରଦୁଟେ ଧନ୍ୟବାଦ ଆପଣମାନଙ୍କର ସହଯୋଗ ଲାଗି ଆଏଜ ଆମେ ୨ ବଛର ପୁରା କରି ପାରିଛୁ ।

Happy Independence Day
14/08/2022

Happy Independence Day

Happy Rath Yatra
01/07/2022

Happy Rath Yatra

ଫଗୁନ ପୁନି ର ଗୁରଦୁ ଟେ ଶୁଭେଚ୍ଛା ।
18/03/2022

ଫଗୁନ ପୁନି ର ଗୁରଦୁ ଟେ ଶୁଭେଚ୍ଛା ।


Address

Sundargarh
Sundargarh
770001

Alerts

Be the first to know and let us send you an email when The Juhar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The Juhar:

Share