Sundar Amar Sundargarh

Sundar Amar Sundargarh ସୁନ୍ଦର ଆମର ସୁନ୍ଦରଗଡ଼

jay maa samalei 🙏🙏🙏Sundar Amar Sundargarh
27/02/2026

jay maa samalei 🙏🙏🙏
Sundar Amar Sundargarh

ଜିତେନ୍ଦ୍ର ପଟ୍ଟନାୟକ  ଗୀତିକବି ସମ୍ମାନରେ ସମ୍ମାନିତ ହେଲେ ମୀନକେତନ ମିଶ୍ର ସୁନ୍ଦରଗଡ ଜିଲ୍ଲା ଅବନକେଲା ଗ୍ରାମ ର ବିଶିଷ୍ଟ ଗୀତିକାର ମୀନକେତନ...
11/02/2026

ଜିତେନ୍ଦ୍ର ପଟ୍ଟନାୟକ ଗୀତିକବି ସମ୍ମାନରେ ସମ୍ମାନିତ ହେଲେ ମୀନକେତନ ମିଶ୍ର

ସୁନ୍ଦରଗଡ ଜିଲ୍ଲା ଅବନକେଲା ଗ୍ରାମ ର ବିଶିଷ୍ଟ ଗୀତିକାର ମୀନକେତନ ମିଶ୍ର ଙ୍କୁ ଓଡିଆ ଗୀତିକବି ସମାଜର ୩୩ତମ ବାର୍ଷିକ ଉତ୍ସବ ରେ ସମ୍ମାନିତ କରାଯାଇଛି । ଗୀତିକାର ଗୌର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଶତାବ୍ଦୀ ଭବନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଚର୍ଚ୍ଚିତ ଲେଖିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ର ଶେଖର ହୋତା କବି ମୀନକେତନ ଙ୍କୁ ମାନପତ୍ର ଫଳକ ଓ ଉତ୍ତରୀୟ ଦେଇ ଜିତେନ୍ଦ୍ର ପଟ୍ଟନାୟକ ଗୀତିକବି ସମ୍ମାନରେ ସମ୍ମାନିତ କରିଥଲେ । କବି ମୀନକେତନ ମିଶ୍ର ଏକାଧାର ରେ ଜଣେ କବି , ଗୀତିକାର , ସଙ୍କୀର୍ତ୍ତନ ଗାୟକ, ବାଦକ ତଥା ପ୍ରବଚକ । ଆକାଶବାଣୀ କେନ୍ଦ୍ର ସିକୃତି ପାଇଲା ପରେ ପରେ ଅନେକ ଗୀତ ତଥା ଚଉତିଶା ପଞ୍ଚକ, ଭାଜନାମୃତ ( ପ୍ରଥମ , ଦ୍ଵିତୀୟ, ତୃତୀୟ ଭାଗ), ପରିଚୟ, କବିର କଲମ,ଆରେ ମିତ ଗାଏମା ଗୀତ ଆଦି ପ୍ରକାଶିତ ପୁସ୍ତକ ପାଇଁ ସାହିତ୍ୟିକ ଓ ପାଠକ ମହଲ ରେ ସେ ବେଶ ପ୍ରଶଂସା ସାଉଁଟିଛନ୍ତି । କବିଙ୍କ ସମ୍ୱର୍ଦ୍ଧନା ପରେ ସୁନ୍ଦରଗଡ ତଥା ଆଖପାଖ ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯିବା ସଙ୍ଗେ ପ୍ରଶଂସା ର ସୁଅ ଛୁଟୁଛି। ବର୍ତ୍ତମାନ ମଧ୍ୟ କବିଙ୍କ କଲମ ଓଡିଆ ତଥା ସମ୍ବଲପୁରୀ ଭାଷା ରେ ଖୁବ୍ ଚଳଚଞ୍ଚଲ ।
Sundar Amar Sundargarh

Odisha No 1any comments...?Sundar Amar Sundargarh
11/12/2025

Odisha No 1

any comments...?
Sundar Amar Sundargarh

10/12/2025

Address

Sundargarh

Website

Alerts

Be the first to know and let us send you an email when Sundar Amar Sundargarh posts news and promotions. Your email address will not be used for any other purpose, and you can unsubscribe at any time.

Share

Category