Talcher Express

Talcher Express This is a media website for Talcher Area News, Entertainment,current Affair, game

26/08/2026

ତାଳଚେର ଚାଇଁପାଳ ଅଭର ବ୍ରିଜି ଉପରେ ସ୍ୱାମୀ ସ୍ତ୍ରୀ କୁ ଗାଡି କୁଟୀ ଡ୍ରାଇଭର ପାଳୁଥିବାର ଦୂର୍ଷ୍ୟ

26/08/2026

ଟ୍ରକ ଧକ୍କାରେ ଦଶମ ଶ୍ରେଣୀ ଛାତ୍ର ମୃତ
ରାକ୍ଷୀ ପୂର୍ଣ୍ଣିମା ଛୁଟି ରେ ଚାଲିଗଲା ଛାତ୍ର ଙ୍କ ଜୀବନ। ଘରକୁ ଫେରିବା ପୂର୍ବରୁ ଚାଲିଗଲା ଜୀବନ।ବସ କୁ ଅପେକ୍ଷା କରିଥିବା ବେଳେ ରାସ୍ତା କଡରେ ଚଢ଼ିଗଲା ଟ୍ରକ, ଘଟଣା ସ୍ଥଳରେ ଦଶମ ଶ୍ରେଣୀ ଛାତ୍ରର ମୃତ

25/08/2026

ହିନ୍ଦୋଳ ରୁ କାମାକ୍ଷା ଯାଉଥିଲେ ସ୍ୱାମୀ ସ୍ତ୍ରୀ ଖୁସିରେ ଘରକୁ ଜାଉଥିଲେ ସ୍କୁଟି ରେ ଚାଇଁପାଳ ଓଭର୍ବ୍ରିଜି ଉପରେ ଟ୍ରକ ଧକା ରେ ସ୍ତ୍ରୀ ମୂର୍ତ ସ୍ୱାମୀ ଗୁରୁତ୍ୱର

24/08/2026

#ଶ୍ରାବଣ_ର_ଶେଷ_ସୋମବାର

ଓଡିଶା କେଦାରନାଥ ଅନୁଗୋଳ ଜିଲ୍ଲା ତାଳଚେର ବ୍ଳକ୍ ଧରମପୁର ସ୍ଥିତ ବାବା ଶ୍ରୀ କୁଶକଳେଶ୍ୱର୍ ମହାଦେଵ ଙ୍କ ପୀଠ ରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଅସଂଖ୍ୟ କାଉଡିଆ ଙ୍କ ଲମ୍ବା ଲାଇନ୍ ସହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ। ଭକ୍ତିମୟ ପରିବେଶ ଭିତରେ ଶୋଭା ପାଉଛନ୍ତି ମହାଦେଵ। ଭକ୍ତ ଙ୍କ ନିମନ୍ତେ ଅନ୍ନ ପ୍ରସାଦ, ଖିରି ପୁରୀ, ଉପମା ଡାଲମା.. ବୋଲବୋମ ସହ ଶ୍ରଦ୍ଧାଳୁ ଭକ୍ତ ଙ୍କ ହର ହର ମହାଦେବ ଧ୍ୱନୀ ରେ ପ୍ରକମ୍ପିତ ବାବା ଙ୍କ ପୀଠ

22/08/2026

ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନ ଟି ପି ସି ପାୱାର ପ୍ଲାଣ୍ଟରେ ଶନିବାର ରାତିରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣ ଶ୍ରମିକ ଆହତ

22/08/2026

ତାଳଚେର ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ସକାଳେ କୋଲିଅର ଥାନା ଅନ୍ତର୍ଗତ ଦେଉଳବେଡା ଅଞ୍ଚଳରୁ ଜଣେ ମହିଳାଙ୍କ ଠାରୁ ୬୯ ଗ୍ରାମ ହେରୋଇନ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ

21/08/2026

#ଭାବ_ବିହ୍ଵଳ_ସହିତ _ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ
“ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ଯୋଗଦେଇ ମୁଁ ବେଶ୍ ଆନନ୍ଦିତ ଓ ଭାବବିହ୍ୱଳ। ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗ୍ରାମର ପବିତ୍ର ଭୂମିରେ ଆୟୋଜିତ ଏହି ମହୋତ୍ସବରେ ସ୍ୱାମୀଜୀଙ୍କ ଅମର ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ଶିକ୍ଷା, ସଂସ୍କାର, ବନବାସୀ ସେବା ଓ ସମାଜସେବାର ମହାନ ଆଦର୍ଶକୁ ସ୍ମରଣ କରାଯାଇଛି।

21/08/2026
20/08/2026

ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସଜେଇ ହେଉଛି ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମମାଟି ଗୁରୁଜାଙ୍ଗ ତାଳଚେର

20/08/2026

ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିରେ ନକଲି ପୂଜା କମିଟି ନାମ ପଞ୍ଜିକରଣ ଅଭିଯୋଗ କଲେ ବିଜେଡି ଯୁବନେତା ମନୋଜ ସାହୁ ତାଳଚେର ଉପଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ଓ ଖୁବ ଶୀଘ୍ର ତଦନ୍ତ ଦାବି କରିଛନ୍ତି...!

Address

At:Talbeda, Po:Kandhal, Ps: Talcher Sadar, Dist:Angul
Talcher
759100

Alerts

Be the first to know and let us send you an email when Talcher Express posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share