Suman Media

Suman Media Contact information, map and directions, contact form, opening hours, services, ratings, photos, videos and announcements from Suman Media, Media/News Company, AT-Talcher, Talcher.

13/11/2023

♥️ *ମୁଁ ଆଉ ତୁମେ* ♥️
🍁🍁🍁🍁🍁🍁🍁
ଲେଖକ -ବିକାଶ କୁମାର,ଜଗତ୍‌ସିଂହପୁର

*ମୁଁ ଶୁଖିଲା ପତର ପରା*

ତୁମେ ଝିଲି ମିଲି ଜରି
କାଗଜରେ ଗୁଡା
ଗୋଟେ ଛୋଟ ଫୁଲ ତୋଡା ॥୧॥

*ମୁଁ ଗତିପଥ ଅନ୍ଧାରର*

ତୁମେ ଝିକି ମିକି ହୋଇ
ଝଲସୁଛ ସଦା
ଧାରା ସାଜି ଯୋଛନାର ।।୨॥

*ମୁଁ ଫିକା ଫିକା ଜଳଧାର*

ତୁମେ ରଙ୍ଗ ଜୁଡ଼ୁବୁଡ଼ୁ
ଜଳପରୀଟିଏ
ଆଇମା କାହାଣୀର ।।୩॥

*ମୁଁ ଅନାବନା ଏକାଙ୍କିକା*

ତୁମେ ମାଧୁର୍ଯ୍ୟରେ ଭରା
ଉବୁଟୁବୁ ଗୀତ
ସାତସୁରରେ ଫେଣ୍ଟା ॥୪॥

*ମୁଁ ମରୁପଥ ମରିଚିକା*

ତୁମେ ସୁନ୍ଦରୀ ନଦୀଟେ
କୁଳୁ କୁଳୁ ନାଦେ
ବହିଯାଅ ଅଙ୍କାବଙ୍କା ॥୫॥

*ମୁଁ ଉଜୁଡିବା ବାଲିଘର*

ତୁମେ ମିଠା ସପନର
ମିଠା ମହକରେ
ଉବୁଟୁବୁ ଗନ୍ତାଘର ॥୬॥

*ମୁଁ ନୁହେଁ ଚଇତାଳି ବାଆ*

ତୁମେ ଫଗୁଣ ଦେଶର
ପ୍ରୀତି ମଳୟଟେ
ମହକାଅ ମୋ ଦୁନିଆ ॥ ୭॥

🌸🌸🌸🌸🌸🌸🌸

30/07/2023

Latest trending video

22/07/2023

Jr. NTR Love Scenes & Scenes

22/07/2023

Superhit

22/07/2023

Best horror #

21/07/2023

Dark And Horror Zone

21/07/2023

A Sci-Fi Horror Short

19/07/2023

ॐ Om Goa Particle Symbol Animation intro logo

Address

AT-Talcher
Talcher
759100

Telephone

+917504722431

Website

Alerts

Be the first to know and let us send you an email when Suman Media posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Suman Media:

Share