Amazing Titilagarh

Amazing Titilagarh A Platform to Promote Titilagarh in All Aspects. Stay Connected with us..

26/10/2025

ଟିଟିଲାଗଡ଼ ରେଲ୍ ଷ୍ଟେସନ ର ପୁନଃବିକାଶ କାର୍ଯ୍ୟ ସରଲା ଉତାରୁ ଏନ୍ତା ଦିଶବା । ଇହାଦେ ଅମୃତ ଭାରତ ଷ୍ଟେସନ ଯୋଜନାରେ କାମ୍ ଚାଲିଛେ ।

Sincere Request to Hon'ble Deputy Chief Minister Sri Kanak Vardhan Singhdeo ji - Persuade Mr. Anil Agarwal to establish ...
24/10/2025

Sincere Request to Hon'ble Deputy Chief Minister Sri Kanak Vardhan Singhdeo ji - Persuade Mr. Anil Agarwal to establish the proposed Vedanta World-Class University in Balangir district instead of Puri district which is marred by Various Legal Cases. On the other side, Thousands of acres of land are lying vacant in Titilagarh sub-division, which can be used for a large educational institution. Titilagarh is the oldest railway junction of Sambalpur Railway Division and just 30 km away from Utkela Airport.

Kanak Vardhan Singh Deo

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।   ✨
20/10/2025

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ । ✨

ରାଜ୍ୟ ସରକାର ୨୦ ଅକ୍ଟୋବର ସୋମବାର ଦିନ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଏବଂ ୨୫ ଅକ୍ଟୋବର (ଚତୁର୍ଥ ଶନିବାର) କୁ କାର୍ଯ୍ୟ ଦିବସ ହିସା...
18/10/2025

ରାଜ୍ୟ ସରକାର ୨୦ ଅକ୍ଟୋବର ସୋମବାର ଦିନ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଏବଂ ୨୫ ଅକ୍ଟୋବର (ଚତୁର୍ଥ ଶନିବାର) କୁ କାର୍ଯ୍ୟ ଦିବସ ହିସାବରେ ଘୋଷଣା କଲେ ।

18/10/2025

ଚଳିତ ବର୍ଷ ଦୀପାବଳି ବଜାର୍ (ଫଟକା ଦୋକାନ) ଡିଏଭି କଲେଜ ପଡି଼ଆରେ ଖୋଲାଯାଇଛି । ପ୍ରଶାସନ ତରଫରୁ ଏହା ଏକ ଉତ୍ତମ ପଦକ୍ଷେପ ।

ମୁନିସିପାଲଟି ରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସବିଶେଷ ପ୍ରସ୍ତାବ ଦିଅନ୍ତୁ ।
16/10/2025

ମୁନିସିପାଲଟି ରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗକୁ ସବିଶେଷ ପ୍ରସ୍ତାବ ଦିଅନ୍ତୁ ।

ସ୍ବଚ୍ଛ ଓ ସୁନ୍ଦର ଟିଟିଲାଗଡ଼ ସହର ଲାଗି ନିମ୍ନଲିଖିତ କାର୍ଯ୍ୟ ଗୁଡି଼କ କରାଯିବାର୍ ଅତି ଜରୁରୀ ।

13/10/2025

A GRAND MUSICAL NIGHT
in the memories of Late KISHOR KUMAR Ji
A True Yaadein Of Legendary...
At - I ❤️ Titilagarh park

ଟିଟିଲାଗଡ଼ ର ଏକ ଦୋକାନରେ କାମ କରୁଥିବା ଯୁବକ ମନୀଷ ମାଝୀ କୁ ଘରକୁ ଫେରୁଥିବା ସମୟରେ ଅପହରଣ ଲୁଟ ଏବଂ ହତ୍ୟା ଉଦ୍ୟମ। ଘଟଣା କୁ ୧୨ ଦିନ ବିତି ...
13/10/2025

ଟିଟିଲାଗଡ଼ ର ଏକ ଦୋକାନରେ କାମ କରୁଥିବା ଯୁବକ ମନୀଷ ମାଝୀ କୁ ଘରକୁ ଫେରୁଥିବା ସମୟରେ ଅପହରଣ ଲୁଟ ଏବଂ ହତ୍ୟା ଉଦ୍ୟମ। ଘଟଣା କୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ର ହାତ ଖାଲି ରହିଛି। ଏହାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ଆଉ ଜଣେ ଯୁବକ ଙ୍କୁ ଅଟକାଇ ତାଙ୍କ ମୋବାଇଲ ଲୁଟି ନେଇ ଯାଇଥିବା ଶୁଣିବାକୁ ମିଳୁଛି। ଯୁବକ ଜଣଙ୍କ ଏତେ ଭୟଭୀତ ଅଛନ୍ତି ଯେ ପୋଲିସ ରେ ଅଭିଯୋଗ କରିବା ପାଇଁ ମଧ୍ୟ ଭୟ କରୁଥିବା ସୂଚନା ମିଳିଛି।

କଣ ଥିଲା ପୁରା ଘଟଣା ପଢନ୍ତୁ କୋଶଳ ପ୍ରବାହ ରେ ସଂଜୟ କୁମାର ନାୟକ ଙ୍କ ବିସ୍ତୃତ ରିପୋର୍ଟ -

https://koshalaprabahalive.com/odisha/apaharana-lut/

10/10/2025

ପଦ୍ମନାଭପୁର ମା ଗଜଲକ୍ଷ୍ମୀ ଭବ୍ୟ ଭସାଣି

ଟିଟିଲାଗଡ଼ ର ବିବାଦୀୟ ତହସିଲଦାର ଙ୍କୁ ବଦଳି । ତାଙ୍କ ବିରୁଦ୍ଧରେ ରହିଛି ଅଭିଯୋଗ ର ଲମ୍ବା ଫର୍ଦ୍ଦ। ଟିଟିଲାଗଡ଼ ବାର ଆସୋସିଏସନ ତରଫରୁ ମଧ୍ୟ ...
09/10/2025

ଟିଟିଲାଗଡ଼ ର ବିବାଦୀୟ ତହସିଲଦାର ଙ୍କୁ ବଦଳି । ତାଙ୍କ ବିରୁଦ୍ଧରେ ରହିଛି ଅଭିଯୋଗ ର ଲମ୍ବା ଫର୍ଦ୍ଦ। ଟିଟିଲାଗଡ଼ ବାର ଆସୋସିଏସନ ତରଫରୁ ମଧ୍ୟ ତାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା । Suresh Pujari

08/10/2025

ମା ଦୂର୍ଗାପୂଜା କମିଟି, ପଦ୍ମନାଭପୁର- ଦେଓବନ୍ଧ ପଡ଼ା ର ଭବ୍ୟ ଭଷାଣି

Address

Titilagarh
767033

Website

Alerts

Be the first to know and let us send you an email when Amazing Titilagarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Amazing Titilagarh:

Share