Titilagarh Diary

Titilagarh Diary NO FEAR... NO FAVOUR...

 #ଆରପାରିରେ_ମିହିର_ଦାସ: 🙏      Titilagarh Diary
11/01/2022

#ଆରପାରିରେ_ମିହିର_ଦାସ: 🙏
Titilagarh Diary

05/01/2022

ଟିଟିଲାଗଡ:ଆଏଜ୍ ଟିଟିଲାଗଡ଼ ପୌର ପରିଷଦର୍ ଓ୍ବାର୍ଡ ନମ୍ବର ୦୭ ରୁ ୨ ଝନ୍ କରୋନା ପଜିଟିଭ୍ ଚିହ୍ନଟ୍। ଇତାର ସାଙ୍ଗେ ଲୁଥୁରବନ୍ଧ ନୁ ବି ଝନେ କରୋନା ରୋଗୀ ଚିହ୍ନଟ୍।

ଟିଟିଲାଗଡ: ଆଏଜ୍ ସକାଲୁ-ସକାଲୁ ଏନଏଚ୍-26 ବେଲଗାଁ-ସଇଁତଳା ମଝି ଲୁହୁରାପାଲିନେ ଗୁଟେ ଟ୍ରକ୍ ଜିନିଷ୍ ବୁହି ଆନୁ ଥିବାର୍ ଡାଲା ଅଟୋ ଗାଡିକେ ଧକ୍...
30/09/2021

ଟିଟିଲାଗଡ: ଆଏଜ୍ ସକାଲୁ-ସକାଲୁ ଏନଏଚ୍-26 ବେଲଗାଁ-ସଇଁତଳା ମଝି ଲୁହୁରାପାଲିନେ ଗୁଟେ ଟ୍ରକ୍ ଜିନିଷ୍ ବୁହି ଆନୁ ଥିବାର୍ ଡାଲା ଅଟୋ ଗାଡିକେ ଧକ୍କା ଦେଇଥିଲା।ଇ ଘଟନାନେ ଅଟୋନେ ବସିଥିବାର୍ ୨ ଝନକର୍ ସେହି ନ ମରନ୍ ହେଇଥିଲା ବେଲକେ ଆର୍ ଝନକର୍ ଅବସ୍ଥା ସିରିୟସ୍ ଥିବାର୍ ଜନା ପଡିଛେ।

Titilagarh Diary

 #ସମ୍ବଲପୁରୀ_ଦିନ୍_ର_ଗୁରଦୁଟେ_ଶୁଭେଚ୍ଛା:ଆଏଜ୍ ଅଗଷ୍ଟ୍ ୧ ତାରିଖ୍,ସମ୍ବଲପୁରୀ ଭାଷା ର୍ ମହାନ୍ କବି ଗୁରୁ ସତ୍ୟନାରାୟଣ ବହିଦାର ଙ୍କର୍ ଜନମ୍ ଦ...
01/08/2021

#ସମ୍ବଲପୁରୀ_ଦିନ୍_ର_ଗୁରଦୁଟେ_ଶୁଭେଚ୍ଛା:
ଆଏଜ୍ ଅଗଷ୍ଟ୍ ୧ ତାରିଖ୍,ସମ୍ବଲପୁରୀ ଭାଷା ର୍ ମହାନ୍ କବି ଗୁରୁ ସତ୍ୟନାରାୟଣ ବହିଦାର ଙ୍କର୍ ଜନମ୍ ଦିନ୍।ତାଙ୍କର୍ ଜନମ୍ ଦିନେ ସାରା ପଶ୍ଚିମ ଓଡ଼ିଶା ଆଏଜ୍ ପାଲୁଛେ 'ସମ୍ବଲପୁରୀ ଦିନ୍'।

27/06/2021

:
#ବଦଲିଲେ_ଟିଟିଲାଗଡ଼_ଉପଜିଲ୍ଲାପାଳ, ଶ୍ରୀ ମହାଜନ ମନୋଜ ସତ୍ୟଓ୍ବାନ(IAS) ଟିଟିଲାଗଡର ନୂଆଁ ଉପଜିଲ୍ଲାପାଳ ଭାବେ ହେବେ ନିଯୁକ୍ତ।

 :   Titilagarh Diary
22/06/2021

:
Titilagarh Diary

ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାସୁନୀଙ୍କର୍ ଗୁଡି ନୁଁ ଚୋରି,ଅଭିଯୁକ୍ତ ଗିରଫ୍। (ସୌଜନ୍ୟ: Prameya)                Titilagarh ...
16/06/2021

ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାସୁନୀଙ୍କର୍ ଗୁଡି ନୁଁ ଚୋରି,ଅଭିଯୁକ୍ତ ଗିରଫ୍।

(ସୌଜନ୍ୟ: Prameya)

Titilagarh Diary

07/06/2021

ିଦ୍ୟୁତକାଟନେ_ଅସ୍ତବ୍ୟସ୍ତ_ଟିଟିଲାଗଡ଼ବାସୀ। ତତଲାଗଡର୍ ତତଲା ଖରାନେ ବିନା ଲାଇଟ୍ ରେ ଭାଜି ହେଉଛନ୍ ଲୁକେ। କେବେ ସୁଧରିବା ଟିଟିଲାଗଡ଼ବାସୀଙ୍କର୍ ଇ ଦୁଖ୍??
Titilagarh Diary

21/05/2021

ଟିଟିଲାଗଡରେ ଅସହ୍ୟ ଗରମ୍ ଆର୍ ଗୁଲଗୁଲି,ହେଲେ ଅସହ୍ୟ ଗରମ୍ ରୁ ବି ଯହ ହେଇଯାଉଛେ ବାରମ୍ବାର୍ ବିଦ୍ୟୁତକାଟ୍ ବେଲର୍ ଯନ୍ତ୍ରଣା।ବିଦ୍ୟୁତକାଟ୍ ବେଲକେ ସାଧାରଣ ଜନତା ଗରମନେ ହେଉଛନ୍ ଭାଜି।ଟିଟିଲାଗଡନେ ବାରମ୍ବାର୍ ବିଦ୍ୟୁତକାଟର କାରଣ??

Titilagarh Diary

କେନଆଡେ ପଲାଲା ଯେ             Titilagarh Diary
11/05/2021

କେନଆଡେ ପଲାଲା ଯେ


Titilagarh Diary

 #ଆରପାରିରେ_ପୂର୍ବତନ_ପ୍ରଧ୍ୟାପକ_ଅଜାମ୍ବର_ମଲ୍ଲ:ଟିଟିଲାଗଡ଼:ଟିଟିଲାଗଡ଼ ଡିଏଭି ସ୍ବୟଂଶାସିତ ମହାବିଦ୍ୟାଳୟର୍ ପୂର୍ବତନ୍ ପ୍ରଧ୍ୟାପକ୍ ତଥା ଜଣାଶୁ...
07/05/2021

#ଆରପାରିରେ_ପୂର୍ବତନ_ପ୍ରଧ୍ୟାପକ_ଅଜାମ୍ବର_ମଲ୍ଲ:

ଟିଟିଲାଗଡ଼:ଟିଟିଲାଗଡ଼ ଡିଏଭି ସ୍ବୟଂଶାସିତ ମହାବିଦ୍ୟାଳୟର୍ ପୂର୍ବତନ୍ ପ୍ରଧ୍ୟାପକ୍ ତଥା ଜଣାଶୁଣା ସାହିତ୍ୟିକ,ସ୍ତମ୍ଭକାର,ସୁବକ୍ତା ଡ.ଅଜାମ୍ବର ମଲ୍ଲଙ୍କର୍ ଆଏଜ୍ ପରଲୋକ୍ ହେଇଯାଇଛେ। ସେ କିଛି ଦିନ୍ ହେଲା କରୋନାରେ ପୀଡିତ ଥିଲେ। ତାଙ୍କର ପରଲୋକ୍ ଖବର୍ ବିଜୁଳି ବେଗରେ ଚାରିଆଡେ ପ୍ରଚାରିତ୍ ହେବାପରେ ପୂର୍ବତନ ଛାତ୍ର, ବୁଦ୍ଧିଜୀବୀ,ସାହିତ୍ୟ ଆଦି ସବୁ ମହଲନେ ଆର୍ ଚାରିଆଡେ ଶୋକର୍ ଛାୟା ଖେଲିଯାଇଛେ।

Titilagarh Diary

04/05/2021

ଟିଟିଲାଗଡ଼ ପୋଲିସର ଫ୍ଲାଗମାର୍ଚ୍ଚ୍ ଆର୍ ପାଟ୍ରୋଲିଂ କଡାକଡି।

Titilagarh Diary

Address

Titlagarh

Website

Alerts

Be the first to know and let us send you an email when Titilagarh Diary posts news and promotions. Your email address will not be used for any other purpose, and you can unsubscribe at any time.

Share