Odisha Tv News

Odisha Tv News ପରିବର୍ତ୍ତନ ର ସ୍ୱର ।

06/07/2026

ଜାମୁ ଘାଟ ପୋଲ ବିପଦ ସଙ୍କୁଳ

19/06/2026

�କପ୍ତିପଦା ନଛିପୁର ରେ ବହୁ ଆଡ଼ମ୍ବରରେ ଚାଲିଛି ରଜ ଉପଲକ୍ଷେ ଦୋଳି ଖେଳ ।

#ଉଦଳା

02/06/2026

ଉଦଳାରେ ବିକାଶ । ବିକାଶକୁ ନେଇ ସାମ୍ବାଦିକଙ୍କ ପ୍ରତିକ୍ରିୟା ।

#ଉଦଳା #ମୟୁରଭଞ୍ଜ


01/06/2026

🔴ଭଙ୍ଗା କୁଡ଼ିଆରେ ବିତୁଥିଲା ବୃଦ୍ଧଙ୍କ ଜୀବନ । ଗୁଣ୍ଡୁଚି ମୂଷା ଭଳି ହାତ ବଢାଇଲା ଉଦଳା ଭୀମତାଳିର ଶ୍ରୀରାମ ସେବା ଟ୍ରଷ୍ଟ ।

କପ୍ତିପଦା ବ୍ଲକ ଜେଏସ ଜାମଡ଼ିହା ପଞ୍ଚାୟତ ମାନ୍କିଡ଼ିଆ ସାହି ଗାଁ ର ରେଣ୍ଟ ମାନ୍କିଡ଼ିଆ କିଛି ବର୍ଷ ହେବ ତାଙ୍କ ପତ୍ନୀ ଦେହାନ୍ତ ହେବା ଫଳ ସେ ଏକୁଟିଆ ରହୁଛନ୍ତି । ଘରଟିଏ ପାଇଁ ଆକୁଳ ନିବେଦନ କରିଥିଲେ ମଧ୍ୟ ଦୁଃଖର ବିଷୟ ତାଙ୍କ ପାଖରେ ଏବେ ସୁଦ୍ଧା ପ୍ରଶାସନ ପହଞ୍ଚି ପାରି ନାହିଁ ।

👆ଆପଣ ମାନେ ସାହାଯ୍ୟ କରିବାକୁ ଚାହୁଁଥିଲେ ଉକ୍ତ ଠିକଣାରେ କରିପାରିବେ ।









31/05/2026

♦️ଉଦଳାରେ ଚାଲୁଥିବା କାମ ଗୁଡିକ ନିମ୍ନ ମାନର ହେଉଥିବାରୁ ବିରୋଧ କରିଥିଲେ ଯୋଗେନ୍ଦ୍ର କର । ଏହାକୁ ନେଇ ଉଦଳା ବିଧାୟକ ଚାନ୍ଦା ଆଦାୟ କରୁଥିବା ନେଇ ଉଦଳା ରଥ ଛକଠାରେ ହୋଇଥିବା ବୈଠକରେ ଅଭିଯୋଗ ଆଣି ଥିଲେ ।

ଏହା ପରେ....

#ଉଦଳା
#ମୟୁରଭଞ୍ଜ




31/05/2026

♦️ଖବର ବାଜିବା ପରେ କପ୍ତିପଦା ବ୍ଲକ ଜେସ ଜାମଡିହା ପଞ୍ଚାୟତ ମାନ୍କିଡ଼ିଆ ସାହି ରେ ବୃଧ ସାହାଯ୍ୟ କରିବାକୁ ପହଁଚିଲା ଭୀମତାଳିର ଶ୍ରୀରାମ ସେବା ଟ୍ରଷ୍ଟ । ପାଲ,ଚାଉଳ, ଗ୍ରୋସୋରି, ଲୁଗା ଆଦି ଦେଇଥିଲେ ।
ଆପଣ ବି ଯଦି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦିଆଯାଇଥିବା ଠିକଣା ରେ ସାହାଯ୍ୟ କରିପାରିବେ ।👉
🔸ଗ୍ରାମ- ମାନ୍କିଡ଼ିଆ ସାହି
🔸ପଞ୍ଚାୟତ- ଜେସ ଜାମଡ଼ିହା
🔸ବ୍ଲକ- କପ୍ତିପଦା, 757040

#ଉଦଳା
#କପ୍ତିପଦା



30/05/2026

💥ରେଫର ରୋଗୀଙ୍କୁ ନେବାକୁ ଆସି ନିଜେ ଆମ୍ବୁଲାନ୍ସ ରେଫର ହେଇଗଲା । ଯାହାକି ଉଦଳା ହସ୍ପିଟାଲରେ ଦେଖିବାକୁ ମିଳିଛି । ଟାୟାର ରୁ ବାହାରୁଚି ସୂତା । ଅବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ ।

#ଉଦଳା
#ମୟୁରଭଞ୍ଜ


30/05/2026

🔴ଆଜି ବି ଏମିତି ଅଛି ଗାଁ । ଦୂଷିତ ଚୁଆ ପାଣିରେ ଶୋଷ ମେଂଟୁଚି । ମୟୁରଭଞ୍ଜ କପ୍ତିପଦା ବ୍ଲକ ଜେସ ଜାମଡିହା ଗାଁ । ନଜର ପକାନ୍ତୁ ଏହି ଦୃଶ୍ୟକୁ ।





Address

UDALA
Udala
757087

Website

Alerts

Be the first to know and let us send you an email when Odisha Tv News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share