19/10/2023
ଏଇ ଦୁଇଟି ଫଟୋ ଦେଖନ୍ତୁ, ଆମ ଓଡ଼ିଶାଠାରୁ ବି ସାନ ଇସ୍ରାଏଲ
ତାର କ୍ଷେତ୍ରଫଳ - ୨୨ .୭୪୫ ବର୍ଗ କି.ମି.
ଓ ଜନ ସଂଖ୍ଯା "୯୨ଲକ୍ଷ୧୫ହଜାର୨୬୦" ଜଣ.....
ଓଡିଶାର କ୍ଷେତ୍ର ଫଳ ତାଠୁ ଅଧିକ ୧୫୫୭୦୭ ବର୍ଗ କିମି
ଓ ଜନ ସଂଖ୍ୟା "୪କୋଟି୫୦ଲକ୍ଷ" ଜଣ.....
ଇସ୍ରାଏଲ ଛୋଟିଆ ଦେଶ କିନ୍ତୁ ବିଶ୍ଵରେ ଶକ୍ତିଶାଳି
। ପ୍ରତେକ ଯୁବକ ଦେଶପାଇଁ ଆର୍ମି ଟ୍ରେନିଂ ନିଅନ୍ତି,
କିନ୍ତୁ ଓଡିଶାର ଯୁବସମାଜ କରୁଛି କଣ..???
କେବଳ ଦାଦନ,କେବଳ ନିଶା ଆଉ ରାଜନିତି ପଛରେ ଦୈଡ଼ିବା ।
ନେତା ଆସିଲେ ଆମ ଯୁବପିଢି ୨୦୦ ଟଙ୍କା ରେ ମୁଣ୍ଡ ବିକି ଟେଣ୍ଟ ବାନ୍ଧିବ ତାପରେ ମଦ ମାଂସ ଖାଇ ଘରକୁ ଫେରନ୍ତି....
ଆମେ କେବେ ଆମ ରାଜ୍ୟ କଥା ଭାବନ୍ତି ନାହିଁ, ନେତା ମାନେ କେବଳ ଭୋଟ ପାଇଁ ରାଜନିତି କଲେ , ମାଟି ପାଇଁ କାହାର ଚିନ୍ତା ନାହିଁ ।
ସମସ୍ତ ଙ୍କୁ ଭାବିବା ଦରକାର କଣ କଲେ ଆମେ ସବୁ ରାଜ୍ୟଠୁ ସବୁ କ୍ଷେତରେ ଆଗରେ ରହିବା, ଅଧିକ ରୁ ଅଧିକ ଉନ୍ନତି କରିବା ।
କିନ୍ତୁ ଖାଲି ମିଛ ଯୋଜନା ପରେ ଯୋଜନା କରି ଓଡ଼ିଶା ଟା କୁ ନଷ୍ଟ କରିସାରିଲେଣି ।
ଲୋକମାନେ କେବଳ ମୁର୍ଖ ହୋଇ ଯାତ୍ରା ଦେଖୁଛନ୍ତିି ।
ଓଡ଼ିଶା ର ଲୋକମାନଙ୍କ ଭବିଷ୍ୟତ କେଉଁ ଆଡ଼କୁ ଗତି କରୁଛି କୁହନ୍ତୁ..????