
17/04/2023
ସତରେ ବିଶ୍ୱାସ ହେଉନି ବିଶ୍ଵବିଜୟୀ ଚାନେଲ ରେ କାର୍ଯ୍ୟରତ ସାମ୍ବାଦିକ ତଥା ଆମ BZMA ର ସଦସ୍ୟ, ମେଳାପୀ, ଆଧ୍ୟାତ୍ମିକ ବାଦୀ ଏବଂ ସବୁବେଳେ ଜୟ ଜଗନ୍ନାଥ କହୁଥିବା ଶିବାନୀ ଭାଇ(ଶିବାନୀ ଶଙ୍କର ମିଶ୍ର )ଆଉ ନାହାନ୍ତି ବୋଲି,ଏ ଦୁଃଖଦ ସମୟରେ ଭଗବାନ ଶୋକ ସନ୍ତପ୍ତ ପରିବାରକୁ ଅସୀମ ଧର୍ଯ୍ୟ ଦିଅନ୍ତୁ ଏତିକି ପ୍ରାର୍ଥନା | #ଶିବାନୀ ଶଙ୍କର ମିଶ୍ର #(ଓଁ ଶାନ୍ତି )