31/08/2026
( ୩୦ - ୦୮ - ୨୦୨୬ ) ଗତକାଲି ସେକ୍ଟର - ୦୩ , ସିତା ରାମ ମନ୍ଦିର ରେ ବିଜେପି ଶ୍ରୀ ଜଗନ୍ନାଥ ମଣ୍ଡଳ ତରଫରୁ ଏକ " କାର୍ଯ୍ୟକର୍ତ୍ତା ବୈଠକ " ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଆମ ସମସ୍ତଙ୍କର ପ୍ରିୟ ବିଜେପି ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ Durga Tanti , ଶ୍ରୀ ଜଗନ୍ନାଥ ମଣ୍ଡଳ ପ୍ରଭାରୀ ଶ୍ରୀମତୀ Namrata Bag , ଶ୍ରୀ ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ Mamata Mohanty , ମଣ୍ଡଳ ର ପଦାଧିକାରୀ ଓ ମଣ୍ଡଳ ର ଶକ୍ତିକେନ୍ଦ୍ର , ପ୍ରମୁଖ , ବୁଥ ସଭାପତି , ମୋର୍ଚ୍ଚା ସଭାପତି ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।