Bhadrak Bulletin

  • Home
  • Bhadrak Bulletin

Bhadrak Bulletin News portal Reg No -OD-05-0023346

OTET EXAM PAPER 1& 2 ଲିକ। OTET ପରୀକ୍ଷା ସ୍ଥଗିତଗତକାଲି ଉତ୍ତର ଭାଇରଲ ହେଇଥିଲା
20/07/2025

OTET EXAM PAPER 1& 2 ଲିକ। OTET ପରୀକ୍ଷା ସ୍ଥଗିତ
ଗତକାଲି ଉତ୍ତର ଭାଇରଲ ହେଇଥିଲା

‘ଶକ୍ତିଶ୍ରୀ ଯୋଜନା’ର ୮ ବୈଶିଷ୍ଟ୍ୟଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରଶକ୍ତିଶ୍ରୀ ମୋବାଇଲ ଆପ୍‌ଶିକ୍ଷକ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍‌ କଣ୍ଡକ୍ଟ‘ସେ...
19/07/2025

‘ଶକ୍ତିଶ୍ରୀ ଯୋଜନା’ର ୮ ବୈଶିଷ୍ଟ୍ୟ
ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର
ଶକ୍ତିଶ୍ରୀ ମୋବାଇଲ ଆପ୍‌
ଶିକ୍ଷକ ପାଇଁ ସ୍ୱତନ୍ତ୍ର କୋଡ଼ ଅଫ୍‌ କଣ୍ଡକ୍ଟ
‘ସେଫ୍‌’ ଅଭିଯାନ
କ୍ୟାମ୍ପସ ସୁରକ୍ଷା ରିପୋର୍ଟ
କଲେଜରେ ଲାଗିବ ‘ସିସିଟିଭି’
ଯୌନ ଉତ୍ପୀଡ଼ନ ଆଇନ୍‌ ସଂକ୍ରାନ୍ତୀୟ କର୍ମଶାଳା
ଶକ୍ତି ସ୍ୱରୂପଣି

19/07/2025

ଭଦ୍ରକ :ପୋଲିସ ହାତରେ ଧଳା ଜହର ବେପାରୀ, ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭଦ୍ରକ :ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି ଚରମ୍ପା କଲେଜ ପକ୍ଷରୁ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ମୃତ୍ୟୁ ଘଟଣାରେ ...
19/07/2025

ଭଦ୍ରକ :ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଏବିଭିପି ଚରମ୍ପା କଲେଜ ପକ୍ଷରୁ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା
ମୃତ୍ୟୁ ଘଟଣାରେ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଦଣ୍ଡ ବିଧାନ ହେଉ
ନ୍ୟାୟ ପାଇଁ ସଙ୍ଘର୍ଷ ଜାରି ରହିବ: ଏବିଭିପି

ଏବିଭିପି, ଚରମ୍ପା ମହାବିଦ୍ୟାଳୟ ଶାଖା ପକ୍ଷରୁ ଏଫଏମ କଲେଜର ଛାତ୍ରୀ ତଥା ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ପାଇଁ କଲେଜ ପରିସରରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଆୟୋଜନ ହୋଇଥିଲା। କଲେଜ ପରିସରରେ ଥିବା ମଣ୍ଡପରେ ୰ ସୋମ୍ୟାଶ୍ରୀଙ୍କ ଫଟୋ ଚିତ୍ର ଆଗରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାମୁହିକ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଘଟିଥିବା ଅଭାବନୀୟ ଘଟଣାରେ ସମସ୍ତ ଅଭିଯୁକ୍ତ ମାନଙ୍କ ସହ ଯେଉଁ ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡ଼ିର କର୍ମୀମାନେ ସ୍ବର୍ଗତ ଛାତ୍ରୀଙ୍କୁ ମାନସିକ ଭାବେ ବିଭିନ୍ନ ନିର୍ଯାତନା ଦେଉଥିଲେ ଏବଂ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର କରୁଥିଲେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏବିଭିପି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଚରମ୍ପା କଲେଜର ଛାତ୍ର ନେତା ତଥା ବିଭାଗ ଏସଏଫଡି ସଂଯୋଜକ ଆୟୁଷ ପାଣିଗ୍ରାହୀ ଦାବି କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ଚରମ୍ପା କଲେଜର ଛାତ୍ର ନେତା ତଥା ଏବିଭିପିର ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ଜିଲ୍ଲା ସହ ପ୍ରମୁଖ ଜ୍ୟୋତି ପ୍ରକାଶ ସାହୁ, ବିଶ୍ଵନାଥ ଲାହା, ଦେବୀ ପ୍ରସାଦ ଦାଶ, ସୁମିତ୍ରା ସେଠୀ, ନରହରି ମଲ୍ଲିକ, ମନୋଜ କୁମାର ବାରିକ, ସମ୍ଭବ ପରିଡ଼ା, ପୂଜା ଜେନା, ଚନ୍ଦନ କୁମାର ବେହେରା, ଚନ୍ଦନ ମିଶ୍ରଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ | ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ...
17/07/2025

ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ | ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ | ୪ ମାସ ତଳେ ଅଭିଯୋଗ ହୋଇଥିବାବେଳେ ଛାତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ | ତେବେ ଅଭିଯୋଗ ପରେ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ଗିରଫ ହୋଇଛନ୍ତି | ମହିଳା ପୋଲିସ ଗୋପୀକାନ୍ତ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

 #ପରିବାରକୁ_ଭେଟିଲେ_ମହାକାଶଚାରୀ_ଶୁଭାଂଶୁ_ଶୁକ୍ଳାମହାକାଶରୁ ଫେରିବା ପରେ ପରିବାରକୁ ଭେଟିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
17/07/2025

#ପରିବାରକୁ_ଭେଟିଲେ_ମହାକାଶଚାରୀ_ଶୁଭାଂଶୁ_ଶୁକ୍ଳା
ମହାକାଶରୁ ଫେରିବା ପରେ ପରିବାରକୁ ଭେଟିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

17/07/2025

ସିସିଟିଭି ରେ କଏଦ ହେଲା ଗୁଳି କରି ହତ୍ୟା କରିବାର ଦୃଶ୍ୟ ବିହାରର ଏହି ଦୃଶ୍ୟ ଦେଖନ୍ତୁ। ଅପରାଧୀମାନେ ରାଜଧାନୀ ପାଟନାର ପାରସ ହସ୍ପିଟାଲରେ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରି ହତ୍ୟା କରିଛନ୍ତି.

17/07/2025

ଅନ୍ୟାୟ କୁଶାସନ ବିରୋଧରେ ଆଜି ଲଢେଇ କରୁଛି କଂଗ୍ରେସ ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ: ରାଜେନ୍ଦ୍ର ଜେନା,ଦଳିତ ରାଜ୍ୟ ସମ୍ପାଦକ।
#ରାଜନୀତିଖବର

17/07/2025

କଂଗ୍ରେସ ର ଓଡିଶା ବନ୍ଦରେ ସମର୍ଥନ ଦେଲେ cpiml
#ରାଜନୀତିଖବର

17/07/2025

କଂଗ୍ରେସର ଓଡିଶା ବନ୍ଦକୁ ୮ ଟି ଦଳର ସମର୍ଥନ, ଭଦ୍ରକରେ ବନ୍ଦର ପ୍ରଭାବ
#ରାଜନୀତିଖବର

17/07/2025

ଭଦ୍ରକରେ ଓଡିଶା ବନ୍ଦର ପ୍ରଭାବ
#ରାଜନୀତିଖବର

16/07/2025

ାତ୍ରୀ_ମୃତ୍ୟୁ_ମାମଲା_ଭୋଗରାଇ_ଥାନାରେ_FIR
ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣାରେ ଭୋଗରାଇ ଥାନାରେ ଏତଲା କଲେ ମୃତ ଛାତ୍ରୀଙ୍କ ଭାଇ। ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଥିବା ଅଭିଯୋଗ। ଭଉଣୀ ଓ ପରିବାର ଲୋକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦିଆଯାଉଥିବା ଅଭିଯୋଗ

Address


Website

Alerts

Be the first to know and let us send you an email when Bhadrak Bulletin posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share