Jay Jagannath TV

  • Home
  • Jay Jagannath TV

Jay Jagannath TV Watch "JAY JAGANNATH TV" on DTH :
Dish TV-1397, Tata Play-1799, Airtel-615, Sun -490
& all cable networks of Odisha.
(4)

"Jay Jagannath TV" is the only spiritual satellite channel completely dedicated to Lord Jagannath Mahaprabhu – the Supreme Divine of the Universe. 🙏 ଶ୍ରୀ ଜଗନ୍ନାଥଙ୍କୁ ଉତ୍ସର୍ଗିତ ଏକମାତ୍ର ଆଧ୍ୟାତ୍ମିକ ଚ୍ୟାନେଲ – Watch daily LIVE darshan & rituals from Puri. For More Info regarding the availability of this channel
Please contact - 6372804618

16/08/2025

ଆଜି (16-Aug)ମା'ବାଟମଙ୍ଗଳାଙ୍କ ଦିବ୍ୟ ଦର୍ଶନ | Jay Jagannth Tv

16/08/2025

ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ଅବକାଶ ବେଶ ଦର୍ଶନ ସହିତ ଚାରିଦ୍ୱାର ଦର୍ଶନ

ଶ୍ରୀମନ୍ଦିରରେ ନନ୍ଦଉତ୍ସବ ନୀତି : ଜନ୍ମାଷ୍ଟମୀ ପରଦିନ ନନ୍ଦ ଉତ୍ସବ ନୀତି ଅନୁଷ୍ଠିତ ହୋଇଥାଏ । ଏହିଦିନ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ପରେ ମହା...
16/08/2025

ଶ୍ରୀମନ୍ଦିରରେ ନନ୍ଦଉତ୍ସବ ନୀତି :

ଜନ୍ମାଷ୍ଟମୀ ପରଦିନ ନନ୍ଦ ଉତ୍ସବ ନୀତି ଅନୁଷ୍ଠିତ ହୋଇଥାଏ । ଏହିଦିନ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି ପରେ ମହାଜନ ସେବକ ରାମ- କୃଷ୍ଣ ଙ୍କୁ ରତ୍ନସିଂହାସନ ଉପରୁ ହାତରେ ବିଜେ କରାଇ ଜଗମୋହନ ସ୍ଥିତ ଦୋଳିରେ ବସାଇଥାନ୍ତି। ଶ୍ରୀମଦନମୋହନ ଙ୍କୁ ଆଣି ଦୁଇ ଦୋଳିର ମଧ୍ୟ ଭାଗରେ ବସାଇଥାନ୍ତି।

ସକାଳ ଧୂପ ନୀତି ବଢିବା ପରେ ଭିତର ଗମ୍ଭୀରା ପାଣି ପଡି ଧୋ ପଖାଳ ହୋଇଥାଏ। ଉକ୍ତ ଦିନ ଜଗମୋହନ ରେ ଦୋଳିଥିବା କାରଣରୁ ଭୋଗମଣ୍ଡପ ନ ହୋଇ ପାଣିପକା ଭୋଗ ଉଠିଥାଏ ଓ ପଞ୍ଚ ଉପଚାର ପୂଜା ବଢିଥାଏ। ଏହାପରେ ପାଳିଆ ପୁଷ୍ପାଳକ ସେବକ ଶ୍ରୀଜୀଉଙ୍କ ମଇଲମ କରିଥାନ୍ତି ଓ ପୂଜାପଣ୍ଡା ମହାସ୍ନାନ ନୀତି କରିଥାନ୍ତି । ଏହାପରେ ପାଳିଆ ପୁଷ୍ପାଳକ ନୂଆଲୁଗା ଶ୍ରୀଜୀଉମାନଙ୍କୁ ପିନ୍ଧାଇଥାନ୍ତି। ଘଟୁଆରୀ ଦେଇଥିବା ରୁପା ପିଙ୍ଗନରେ ଚନ୍ଦନ କୁ ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ବିଜେ କରାଇ ତାହାକୁ ସଂସ୍କାର କରି ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହାପରେ ପୁଷ୍ପାଳକ ସେବକ ଶ୍ରୀଜୀଉମାନଙ୍କୁ ୬ମୂର୍ତ୍ତି ଅଳଙ୍କାର ଓ କର୍ପୁର ସମେତ ମଝିବାଡ଼ ରେ ଆଜ୍ଞା ମାଳ ଖଣ୍ଡିଏ ଲାଗି କରାଇଥାନ୍ତି। ତତ୍ପରେ ମା ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଷଠି ମାର୍କଣ୍ଡି ପୂଜା କରାଯାଇଥାଏ। ପୂଜା ସମାପନ ପରେ ଭିତରେ ପାଣି ପଡି ଟେରା ବନ୍ଧା ଯାଏ। ରୋଷରୁ ମଧ୍ୟାହ୍ନ ଧୂପ ଭୋଗ ସାମଗ୍ରୀ ଶ୍ରୀଛାମୁକୁ ଆସିଥାଏ। ଏହି ସମୟରେ ମୁଦିରସ୍ତ ସେବକ ମହାପ୍ରଭୁଙ୍କ ବାଡ଼ରେ ପ୍ରସାଦ ଲାଗି କରିଥାନ୍ତି। ପ୍ରସାଦ ଲାଗି ପରେ ପୂଜାପଣ୍ଡା ଷୋଡଶ ଉପଚାର ରେ ମଧ୍ୟାହ୍ନ ଧୂପ ପୂଜା କରିଥାନ୍ତି। ତତ୍ପରେ ମହାପ୍ରଭୁଙ୍କ ବାଡ଼ରେ ନକ୍ଷେତ୍ର ବନ୍ଦାପନା ହୋଇଥାଏ।

Click to watch : https://youtu.be/CV_8RcCmrGEଆଜି(16.08.2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Da...
16/08/2025

Click to watch : https://youtu.be/CV_8RcCmrGE
ଆଜି(16.08.2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

16/08/2025

ମଙ୍ଗଳ ଆଳତୀ | Live Mangala Alati at Puri Jagannath Temple (16.08.2025) | Jay Jagannath TV

ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ I ମଙ୍ଗଳ ଆଳତି ସରିବା ପରେ ମହାଜନ ସେବକ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନ ସ୍ଥିତ ଦୋଳିରେ ବସାଇଥାନ୍ତି, ନନ୍ଦ...
16/08/2025

ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ I ମଙ୍ଗଳ ଆଳତି ସରିବା ପରେ ମହାଜନ ସେବକ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନ ସ୍ଥିତ ଦୋଳିରେ ବସାଇଥାନ୍ତି, ନନ୍ଦୋତ୍ସବ ନୀତିରେ ଭିତରଛ ମହାପାତ୍ର ନନ୍ଦରାଜା ରୂପେ ଭୂମିକା ତୁଲାଇଥାନ୍ତି I

16/08/2025

ନନ୍ଦୋତ୍ସବର ଵିଶେଶ୍ୱତ୍ୱ କଣ ? Nandoschabara biseswatwa kana ? Jay Jagannath TV

16/08/2025

ଆଜି (16.08.2025) ପ୍ରାତଃ ୬ ଟା ୦୦ ମିନିଟରେ ଦ୍ୱାରଫିଟା ସମ୍ପନ୍ନ ହେଲା | TODAY DWARAPHITA | JAY JAGANNATH TV

Click to watch : https://youtu.be/Rsq2_9zNycsଆଜି (16.08.2025) ପ୍ରାତଃ ୬ ଟା ୦୦ ମିନିଟରେ ଦ୍ୱାରଫିଟା ସମ୍ପନ୍ନ ହେଲା | TODAY DWAR...
16/08/2025

Click to watch : https://youtu.be/Rsq2_9zNycs
ଆଜି (16.08.2025) ପ୍ରାତଃ ୬ ଟା ୦୦ ମିନିଟରେ ଦ୍ୱାରଫିଟା ସମ୍ପନ୍ନ ହେଲା | TODAY DWARAPHITA

16/08/2025

ଆଜି(16.08.2025) ବ୍ରାହ୍ମମୁହୁର୍ତ୍ତରେ ଶ୍ରୀମନ୍ଦିର ଦର୍ଶନ | TODAY EARLY MORNING DARSANA | JAY JAGANNATH TV

15/08/2025

ଭଗବାନ କୃଷ୍ଣ ଅବତାର କାହିଁକି ନେଲେ ? Jay Jagannath TV

15/08/2025

୪ବର୍ଷରପୁଅ,ପ୍ରବଳଖରାରେପୁଅଚାଲିପାରୁନି,ହଠାତ ମୋ ମୁଣ୍ଡଉପରେ ଦୁଇଟା ଗାମୁଛା

Address


Telephone

+916372804618

Website

Alerts

Be the first to know and let us send you an email when Jay Jagannath TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jay Jagannath TV:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share