A19 News odia

  • Home
  • A19 News odia

A19 News odia Hi Guys, In This Page We Will Provide Only Latest, Trending, News For You.

14/07/2025

ଟାଟା ପାୱାର ଆସିବା ପରେ କିଛିଟା ଉନ୍ନତି ହେଇଛି ! କିନ୍ତୁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି l ଉପଭୋକ୍ତା ମାନେ ତାହା ପୁଣି ଅଜଣାନ୍ତରେ.

10/07/2025

ପିଲାମାନଙ୍କ ଜନ୍ମଦିନର ଗଛଟିଏ ଲଗାଇବା .
ଭଦ୍ରକ ତିଶଳପୁର ସରକାରୀ ଉ. ପ୍ରା. ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ, ପରିବେଶ ସୁରକ୍ଷା ପାଇଁ ଆମ ଜୀବନ, ଗଛ ସୁରକ୍ଷା ପାଇଁ ଆମର ଯତ୍ନ |
#ଭଦ୍ରକ_ଜିଲ୍ଲାପାଳ

09/07/2025

ଭଦ୍ରକ: #ଆଜି_ଭାରତ_ବନ୍ଦ_ଏହାର_ପ୍ରଭାବ_ଭଦ୍ରକରେ_ପଡଛି, ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ ।
#ଭାରତବନ୍ଧ

09/07/2025

ଭଦ୍ରକ: ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତି ହୋଇଥିବା ଅସିତ ପଟ୍ଟନାୟକଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଛି l

07/07/2025

ମା 'ଙ୍କ ନାମରେ ଗଛଟିଏ...
୭୬ତମ ଜିଲ୍ଲାସ୍ତରୀୟ ବନ ମାହେlତ୍ସବ =୨୦୨୫
#

06/07/2025

ଭଦ୍ରକ: ମୋଟେଲ ଛକ ସାଳନ୍ଦୀ ହସ୍ପିଟାଲ ମାଉସୀ ମା ମନ୍ଦିରରେ ଛେରାପହଁରା କଲେ ଜିଲ୍ଲାପାଳ ମହୋଦୟ

05/07/2025

ଜାଲିୟତି କରି ମାଳ ମାଳ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୁର୍ନୀତି

04/07/2025

ଶିକ୍ଷକ ଶିକ୍ଷୟତ୍ରୀ ବ୍ଲାକ ମେଲରେ ଶିକାର l ଥାନା ଏବଂ ଏସପି ଙ୍କ ଦ୍ୱାରସ୍ଥ ହେଲେ

04/07/2025

ଭଦ୍ରକ:ରାଜ୍ୟ ଟାଇକୋଣ୍ଡେl ସଙ୍ଘ ତରଫରୁ ଦ୍ୱିତୀୟବର୍ଷ ଭଦ୍ରକରେ ଜାତୀୟ ରେଫ୍ରି ଶିକ୍ଷର କର୍ମଶାଳା ଉଦଘାଟିତ

02/07/2025

ଭଦ୍ରକ ଜିଲ୍ଲା କଂଗ୍ରେସର ମଙ୍ଗ ଧରିଲେ ଅସିତ ପଟ୍ଟନାୟକ, ନୂତନ ଜିଲ୍ଲା ସଭାପତି ଭାବେ ମନୋନୀତ ହେବାପରେ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ! ଭଦ୍ରକ ଜିଲ୍ଲା କୋଉନସିଲର ହେମନ୍ତ ସାହୁ ଙ୍କ ମୁଁହରୁ ପଦେ.....

29/06/2025

ଭଦ୍ରକ: ଜଗନ୍ନାଥ ପୁରରେ ରଥଯାତ୍ରା ପାଳନ ରଥକୁ ଟାଣିଲେ ଭକ୍ତ।

28/06/2025

ଭଦ୍ରକ କେଶପୁର #ହରିବୋଲ କ୍ଷେତ୍ର ରଥଯାତ୍ରାରେ ରାଜାବେଶରେ ମହାପ୍ରଭୁଙ୍କ ଛେରାପହଁର କରୁଛନ୍ତି ଭଦ୍ରକ ଜିଲ୍ଳାପାଳ

Address


Telephone

+919937353127

Website

Alerts

Be the first to know and let us send you an email when A19 News odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to A19 News odia:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share