NEWS7 ODIA

NEWS7 ODIA NEWS & MEDIA

26/07/2025

#ଖଟିଆରେ_ବୁହା_ହେଲେ_୭୦ବର୍ଷୀୟ_ବୃଦ୍ଧ_ରୋଗୀ
ଯାଜପୁର କୋରେଇରୁ ଆସିଛି ଏଭଳି ଏକ ଦୃଶ୍ୟ। ଅଧାରେ ଅଟକିଲା ଆମ୍ବୁଲାନ୍ସ। କୋରେଇ ବ୍ଲକ ତଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଫିରୋଜାବାଦ୍ ଗ୍ରାମର ଗୟାଧର ବେହେରା ନାମକ ଜଣେ ବୃଦ୍ଧ ରାସ୍ତା ନଥିବାରୁ ଖଟିଆରେ ମେଡ଼ିକାଲ ବୁହା ହେଉଛନ୍ତି..
଼ିଆ

24/07/2025

ମଝି ରାସ୍ତାରେ ସରିଗଲା ତେଲ। ବୋତଲରେ ତେଲ ଦେବାକୁ ମନା କଲେ ପେଟ୍ରୋଲ ପମ୍ପ କର୍ମଚାରୀ। ଶେଷରେ କିଛି ବୁଦ୍ଧି ବାଟ ନପାଇ ପିକଅପ ଡାଲାରେ ପମ୍ପ ଯାଏଁ ବାଇକ୍‌ ବୋହି ଆଣିଲେ ବ୍ୟକ୍ତି। ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ବି କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଟକ ଜିଲ୍ଲା ନରସିଂହପୁର ଅଂଚଳରୁ ସାମ୍ନାକୁ ଆସିଛି ଏଭଳି କିଛି ରୋଚକ ଘଟଣା। ଯାହାକୁ ନେଇ ଏବେ ଚାରିଆଡେ଼ ବେଶ୍‌ ଚର୍ଚ୍ଚା।
଼ିଆ

24/07/2025

#ଧରାପଡ଼ିଗଲା_ହାତୀର_ଗୋଖାଦ୍ୟ_ଚୋରି
କେନ୍ଦୁଝର ପାଟଣା ଗୋଶାଳାରେ କାନ୍ଥ ଡେଇଁ ଗୋଖାଦ୍ୟ ଖାଇଲା ଗଜରାଜ..ଭିଡିଓ ଭାଇରାଲ୍ ଼ିଆ

21/07/2025

ଗତ କାଲି ର ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବଜାର ରେ ଟ୍ରଲର ସହିତ ବାଇକ ର ମୁହାଁମୁହିଁ ଧକ୍କାର CCTV ଫୁଟେଜ୍ ର ଦୃଶ୍ୟ..ସାହାରପଡ଼ା ଼ିଆ

20/07/2025

#ମଥୁରା_ରେଳ_ଷ୍ଟେସନ_ର_ଘଟଣା_CRPF_ଯବାନ_କୁ_ମାଡ଼ |
ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି |


19/07/2025

ରାତିଅଧରେ ଆସିଲା ବଡ଼ ଖବର, AIMS ଲାଗୁ ହେଲା 163 ଧାରା
଼ିଆ

19/07/2025

ବଳଙ୍ଗା ପୀଡ଼ିତାଙ୍କୁ ନେଇ ଏମ୍ସରେ ପରିଶର ବିଜେପି-ବିଜେଡି ଓ କଂଗ୍ରେସ ମୁହାଁମୁହିଁ, ହସ୍ପିଟାଲରେ ଲାଗୁ ହେଲା ଧାରା ୧୬୩ l

଼ିଆ

17/07/2025

କଟକ କଣ୍ଟାପଡ଼ା ଗୋବିନ୍ଦପୁର ଦେବୀ ବିହାର କଲେଜରେ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଛାତ୍ରୀ ଜଣଙ୍କ ହେଉଛନ୍ତି କେନ୍ଦୁଝର ଘଷିପୁରା ଅଞ୍ଚଳର ସୁଶୋଭିତା ସାହୁ । ମୃତଦେହର ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ କରା ଯାଉଛି। ଼ିଆ

17/07/2025

#ଯାଜପୁର_ଦୋକାନ_ବଜାର_ବନ୍ଦ
କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଯାଜପୁର ରେ ଦେଖିବାକୁ ମିଳିଛି । ରାସ୍ତାଘାଟ ସୁନସାନ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି ।
଼ିଆ

16/07/2025

ଓଡ଼ିଶା ପାଇଁ ସମର୍ପିତ ଥିଲା ଜୀବନ, ମନରେ ଥିଲା ଅଦମ୍ୟ ସାହସ, ଜୀବନ ସଂଘର୍ଷରେ ଥିଲେ ଜଣେ ଯୋଦ୍ଧା ସୌମ୍ୟାଶ୍ରୀ ||
଼ିଆ

15/07/2025

ବାଲେଶ୍ୱରରେ ଥିବା ଫକିର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପ୍ରତିବାଦରେ ଉଦଳା ବଜାରରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଼ିଆ #ଉଦଳା #ମୟୁରଭଞ୍ଜ

15/07/2025

ତାରାକୋଟ ଦର୍ଖୋଳି ସାହିରେ ରାସ୍ତା ସୋଚନିୟକୁ ନେଇ ଲୋକଙ୍କ ଅଭିଯୋଗ କଲେ ସରପଞ୍ଚ ଶୁଣୁନାହାନ୍ତି କଥା l ଼ିଆ

Address


Telephone

+917735266588

Website

https://www.news7odia.in/

Alerts

Be the first to know and let us send you an email when NEWS7 ODIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to NEWS7 ODIA:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share