02/12/2025
ଆଜି ଦ୍ଵିତୀୟ ରଜନୀ...
ଯାତ୍ରା ଧଉଳିର ଏବର୍ଷର ନୂଆ ନାଟକ
ସବୁ ଅଙ୍କ ଭୁଲ୍ ହେଇଗଲା
ରଚନା- ଡଃ ଦୀପକ ଜେନା
ନିର୍ଦ୍ଦେଶନା- ମହେଶ ହାଜରା
ସଙ୍ଗୀତ- ଅମୃତାଂଶୁ ପଟ୍ଟନାୟକ
ଅସୁରବନ୍ଧ, ଭୁବନ, ଢେଙ୍କାନାଳ
#ଯାତ୍ରାଧଉଳି #ସବୁଅଙ୍କଭୁଲହେଇଗଲା #ଯାତ୍ରା #ବିଶ୍ୱଜିତରାଜ୍