MbcTv Niali

MbcTv Niali Contact information, map and directions, contact form, opening hours, services, ratings, photos, videos and announcements from MbcTv Niali, TV Channel, .

21/10/2025

କାଳୀପୂଜା ପାଇଁ ଚଳଚଞ୍ଚଳ ନିଆଳି ପୋଡ଼ପୋଡ଼ାର ଦକ୍ଷିଣ କାଳୀଙ୍କ ପୀଠ ।

17/10/2025

କଣ୍ଟାପଡ଼ା ବ୍ଲକ ଅରିଶୋଲରେ ଅଘଟଣ, ହଳ ହେଉଥିବା ବେଳେ ଟ୍ରାକ୍ଟର ରୋଟାଭେଟରେ କଟି ଚାଷୀଙ୍କ ମୃତ୍ୟ ।

14/10/2025

ନିଆଳି ବ୍ଲକ ପରିସରରେ ହେଉଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ରୋଚକ ଦୃଶ୍ୟ । ଅଭିଯୋଗ ଆଣିଲା ଛେଳି ।

12/10/2025

ବଡ଼ ଠାକୁରଙ୍କ ପୋଢ଼ୁଆଁ ଭାର ପାଇଁ ମାମୁଁଘର ନିଆଳି ମାଧବାନନ୍ଦ ଜୀଉ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

07/10/2025

୪ଲେନ୍ ହେବ ନିଆଳି-ଫୁଲନଖରା ରାସ୍ତା । ନିଆଳି ବଜାରରେ ସରକାରୀ ଯାଗା ଜବର୍ ଦଖଲ ଉଚ୍ଛେଦକୁ ନଜରରେ ରଖି ବଜାର କମିଟି ସହ ଆଲୋଚନା କଲେ ବିଧାୟକ ।

30/09/2025
30/09/2025

ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ସମାଜସେବୀ ରଞ୍ଜନ କୁମାର ଲେଙ୍କା ।

30/09/2025

ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ନିଆଳି ଅଞ୍ଚଳରେ ଥିବା ଏସ୍.ପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପରିଡ଼ା ।

24/09/2025

କିଡିନୀ ରେଗରେ ପିଡ଼ିତ ଥିବା ସ୍ବାମୀଙ୍କ ପାଇଁ ଜୀବନ ଭିକ୍ଷା କଲେ ସ୍ତ୍ରୀ ।

18/09/2025

ନିଆଳୀରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ।

12/09/2025

୫ ବର୍ଷର ଶିଶୁକୁ ଅଙ୍ଗନବାଡ଼ି ସହାୟୀକାଙ୍କ ମାଡ ଅଭିଯୋଗ । ଥାନାରେ ମାମଲା । ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଜଲ୍ଲାରପୁର ଅଙ୍ଗନବାଡି କେନ୍ଦ୍ରରେ ।

Address


Website

Alerts

Be the first to know and let us send you an email when MbcTv Niali posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share