Wosaca Hyderabad

Wosaca Hyderabad Welcome to Western Odisha Social And Cultural Association (WOSACA), Hyderabad

  As we step into the auspicious month of 'Shravan' today, we are very excited to announce the date and venue for bigges...
14/07/2025


As we step into the auspicious month of 'Shravan' today, we are very excited to announce the date and venue for biggest celebration of in keeping the essence and originality of Nuakhai.
Date: (Sunday). Venue: (AC), Road no. 10, Banjara Hills, Hyderabad.
ହୁଲହୁଲି...ଦୁଲଦୁଲି...ଗାଁ ଖୁଲି... ଆରୁ ଆମର ସଂସ୍କୄତି, ଆମର ପରମ୍ପରା ସାଂଗେ ନୂଆଁଖାଇ ଭେଟଘାଟ ହାଇଦ୍ରାବାଦ୍ ସେପ୍ଟେମ୍ବର ୭ ତାରିଖ, ରଏବାର୍। ଠାନ - ଆଦିବାସୀ ଭବନ, ବଂଜାରା ହିଲ୍ସ, ହାଇଦ୍ରାବାଦ
Save the date and Stay tuned for more updates !! Please inform your near & dear ones staying in and around Hyderabad.


🙏🙏🙏🙏

12/07/2025
ସମକୁ ପବିତ୍ର ରଥଯାତ୍ରାର୍ ହାର୍ଦ୍ଦିକ ଅଭିନନ୍ଦନ ଆରୁ ଶୁଭକାମନା- ଓସାକା ହାଇଦ୍ରାବାଦ
27/06/2025

ସମକୁ ପବିତ୍ର ରଥଯାତ୍ରାର୍ ହାର୍ଦ୍ଦିକ ଅଭିନନ୍ଦନ ଆରୁ ଶୁଭକାମନା
- ଓସାକା ହାଇଦ୍ରାବାଦ

  Wosaca Hyderabad members met Bargarh Lok Sabha MP, dynamic leader Shri Pradeep Purohit at Hotel ITC Kakatiya at Hydera...
10/06/2025


Wosaca Hyderabad members met Bargarh Lok Sabha MP, dynamic leader Shri Pradeep Purohit at Hotel ITC Kakatiya at Hyderabad and discussed various key issues related to western odisha. We also submitted memorandum to change the frequency of Nagawali Express from weekly to daily and also to include Sambalpuri/Kosli language as 2nd official language of the state by Odisha government. We were humbled to meet such a dynamic personality who is so approachable and well connected to our motherland. Thank you Pradeep Purohit agyan for sparing time from your busy schedule🙏🙏

  ପଲିସୀ ହିସାବେ ଓସାକା ହାଇଦ୍ରାବାଦ ର ବରଗଡ଼ ଠାନେ "ହଳଧର ଜନ୍ମୋତ୍ସବ ଆରୁ କୋଶଳାଂଚଳ ସାମାଜିକ, ସାଂସ୍କୃତିକ, ଶିକ୍ଷା ସମ୍ମିଳନୀ" ଆୟୋଜନ ସା...
06/04/2025

ପଲିସୀ ହିସାବେ ଓସାକା ହାଇଦ୍ରାବାଦ ର ବରଗଡ଼ ଠାନେ "ହଳଧର ଜନ୍ମୋତ୍ସବ ଆରୁ କୋଶଳାଂଚଳ ସାମାଜିକ, ସାଂସ୍କୃତିକ, ଶିକ୍ଷା ସମ୍ମିଳନୀ" ଆୟୋଜନ ସାଂଗେ ପଶ୍ଚିମ ଓଡ଼ିଶାର୍ ଉପରେ ଭିନ ଭିନ‌ କାମ୍ ଥି ଖୁସ ହେଇକରି "ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ" ଓସାକା ହାଇଦ୍ରାବାଦ କେ ସମ୍ମାନିତ କଲେ। ସମକୁ ବହୁତ ଧନ୍ୟବାଦ୍‌।
ଆଜ୍ଞା ମାନକର୍ ଏନତା ଆଶିର୍ବାଦ ଆରୁ ଉତ୍ସାହ ଆମକୁ ମାଁ ମାଟିର କାମ କରବାର ଲାଗି ଆର୍ ଟିକେ ତାକତ୍ ଦେବା 🙏

On the occasion of 75th Birthday of our Great Legend Padmashri Haldhar Nag, WOSACA, Hyderabad is pleased to announce to ...
30/03/2025

On the occasion of 75th Birthday of our Great Legend Padmashri Haldhar Nag, WOSACA, Hyderabad is pleased to announce to celebrate Haldhar Janmotsav and going to organize a national level conference on Western Odisha (Kosalanchal).

As a part of the event, Cultural Program also to be organized during evening session on
31 March 2025 (Time- 6 PM) at TOWN HALL, BARGARH. All are invited to the program.

All are requested to join, support and cooperate to the event for the greater cause of our area.
Let’s “Vocal for Local”.

On the occasion of 75th Birthday of our Great Legend Padmashri Haldhar Nag, WOSACA, Hyderabad is pleased to announce to ...
17/03/2025

On the occasion of 75th Birthday of our Great Legend Padmashri Haldhar Nag, WOSACA, Hyderabad is pleased to announce to celebrate and going to organize a national level conference on Western Odisha. The conference will be held at Bargarh from 31/03/2025 to 02/04/2025 (3 Days). The program includes Intellectual discussion/analysis of Socio-Cultural situation, Educational systems, Resources, Developmental issues and rich History etc. of Kosalanchal. Many distinguished experts, research scholars and experienced personalities in various fields have been invited to this National Level Conference. The event will be organized with the support and Well-Wishers of Bargarh and Kosalanchal. This is a conglomeration of youth and veterans for the greater interest of Western Odisha.

All are requested to support and cooperate to the event for the greater cause of our area.
Let’s “Vocal for Local”.

ଆମର୍ ମାଟିର୍ ଗରବ୍ ପଦ୍ମଶ୍ରୀ ହଲଧର ନାଗ୍ ଙ୍କର ୭୫ ତମ ଜନମ୍ ଦିନ୍ ଉଧେଁ ଓସାକା, ହାଇଦ୍ରାବାଦ୍ ଗହକି ମନେ ତାକର୍ ଜନ୍ମୋତ୍ସବ୍ ପାଲନ୍ କରବାର୍ କେ ଯାଉଛେ ୲ ବରଗଡ୍ ଟାଉନ୍ ରେ ଆଏବାର୍ ୩୧ ମାର୍ଚ୍ଚ ନୁ ୨ ଏପ୍ରିଲ୍ ୨୦୨୫ ତକ୍ ସାଂସ୍କୃତିକ କାର୍ଯ୍ୟକ୍ରମ୍ ସାଙ୍ଗେ ପଶ୍ଚିମ ଓଡିଶା ଉପ୍ରେ ୭୫ ବଛର୍ ର ଚିନ୍ତନ୍ ମନ୍ଥନ୍ ଆଲୋଚନା ବି ହେବା। କୋସଲାଞ୍ଚଲ୍ ର ଏନ୍ତା ଝନେ ମହାନାୟକ୍ ଙ୍କର୍ ଜନମ୍ ଦିନ୍ ପାଲନ୍ ସାଙ୍ଗେ ଆମର୍ ଅଞ୍ଚଲ୍ ର ସାମାଜିକ୍,ସାଂସ୍କୃତିକ୍ ବୈଭବ୍ ଆର୍ ସ୍ଥିତି, ଶିକ୍ଷା ଆର୍ ଜୀବନ୍ ଜୀବିକା ର ପରିସ୍ଥିତି, ସାହିତ୍ୟ, ପ୍ରାକୃତିକ୍ ସମ୍ପଦ୍ , ବିକାଶ୍ ଆଦି ଉପ୍ରେ ବୌଦ୍ଧିକ୍ ଆଲୋଚନା ବି ହେବା । ଭିନ୍ ଭିନ୍ ବିଭାଗ୍ ର ଅନେକ୍ ଗବେଷକ୍, ଶିକ୍ଷାବିଦ୍, ଭାଷାବିଦ୍, ସଂଗ୍ରାମୀ, ସାମ୍ବାଦିକ, ଅନୁଭବୀ ବ୍ଯକ୍ତିତ୍ବ ଆଦି ଯୋଗ୍ ଦେବେ । ଯୁଆନ୍ ରୁ ସିଆନ୍ ଲୋକ୍ ସମ୍ କୁ ନେଇକରି କୋସଲାଂଚଲ୍ ର ସାମଗ୍ରିକ୍ ବିକାସ୍ ଆରୁ ସ୍ବାଭିମାନ୍ , ସୁରକ୍ଷା ଉପ୍ ରେ ବିଚାର୍ ବିମର୍ଶ ଲାଗି ସମ୍ମିଲନୀ ବି ହେବା। ବରଗଡ୍ ଲୋକାଲ୍ ଆର୍ ପଶ୍ଚିମ ଓଡ଼ିଶାର୍ ସଚେତ୍ ଲୋକଙ୍କର୍ ସହଯୋଗ୍ ରେ ଆମର୍ ଅଞ୍ଚଲ୍ ଉପ୍ରେ ଚିନ୍ତନ୍ ମନ୍ଥନ୍ ସାଙ୍ଗେ ସମାଧାନ୍ ର ବାଟ୍ ଖୁଜ୍ ବାର୍ ଲାଗି ଓସାକା ର "ଭୋକାଲ୍ ଫର୍ ଲୋକାଲ୍ " କାର୍ଯ୍ୟକ୍ରମ୍ ମାଧ୍ୟମ୍ ରେ ଇଟା ଗୁଟେ ଛୋଟ୍ ପ୍ରୟାସ୍ ।

ସହଯୋଗ ଲାଗି ସମ୍ କୁ ଅନୁରୋଧ ରହେଲା ।

ଓସାକା ହାଇଦ୍ରାବାଦ ତରଫୁ ସମକୁ ଫଗୁନ୍ ପୁନି, ଗୁଡିଖାଇ, ହୋଲି ର ଗୁରଦୁ ଶୁଭେଚ୍ଛା ଆରୁ ଶୁଭକାମନା
14/03/2025

ଓସାକା ହାଇଦ୍ରାବାଦ ତରଫୁ ସମକୁ ଫଗୁନ୍ ପୁନି, ଗୁଡିଖାଇ, ହୋଲି ର ଗୁରଦୁ ଶୁଭେଚ୍ଛା ଆରୁ ଶୁଭକାମନା

ମାଁ ମାଟିର୍ ଦୁହି ବୀର୍ ପୁଓ ବୀର୍ ସୁରେନ୍ଦ୍ର ସାଏ  ଆରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର୍ ଆଏଜ୍ ଜନ୍ମ ଜୟନ୍ତୀ ଉଧେଁ କୋଟି ନମନ୍ 🙏🙏Tribute...
23/01/2025

ମାଁ ମାଟିର୍ ଦୁହି ବୀର୍ ପୁଓ ବୀର୍ ସୁରେନ୍ଦ୍ର ସାଏ ଆରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର୍ ଆଏଜ୍ ଜନ୍ମ ଜୟନ୍ତୀ ଉଧେଁ କୋଟି ନମନ୍ 🙏🙏

Tributes to great freedom fighter Veer Surendra Sai & Netaji Subash Chandra Bose 🙏🙏


Address

Hyderabad

Alerts

Be the first to know and let us send you an email when Wosaca Hyderabad posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Wosaca Hyderabad:

Share