P news Odisha

  • Home
  • P news Odisha

P news Odisha Contact information, map and directions, contact form, opening hours, services, ratings, photos, videos and announcements from P news Odisha, Media/News Company, .

24/07/2025

ବାଲେଶ୍ଵର ମୁଖ୍ୟ ଚିକତ୍ସାଳୟ ରେ ଏବିଭିପି ର ୧୫ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ଅସୁସ୍ଥ ଅବସ୍ଥାରେ ଚିକିତ୍ସା କର।ଯାଉଛି

22/07/2025

ମୁହଁରେ କପଡ଼ା ବାନ୍ଧି ପେଟ୍ରୋଲ ଆଣିଥିଲେ ସୈମ୍ୟାଶ୍ରୀକଙ୍କୁ ଦେଇଥିଲେ ଦିଆସିଲି କିଏ ଏହି ଛାତ୍ର ଛାତ୍ରୀ

20/07/2025

ଡିଜିଙ୍କ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବାଲେଶ୍ବରରେ ଆଜି ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ଭିନୟ ତୋଷ ମିଶ୍ର। ପ୍ରଥମେ ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଡିଆଇଜି ସତ୍ୟଜିତ ନାୟକଙ୍କ ସହ ଆଲୋଚନା ପରେ ଫକୀରମୋହନ ମହାବିଦ୍ୟାଳୟରେ ତଦନ୍ତ ପାଇଁ ପହଞ୍ଚିଥିଲେ ଡିଜି।‌ ଆଇଜି ସାଇନି ଏସ ଓ ଡିଏସପି ଇମାନ କଲ୍ୟାଣ ନାୟକ ମଧ୍ୟ ଉପସ୍ଥିତ ଥିଲେ। ମହା ବିଦ୍ୟାଳୟରେ ତଦନ୍ତ ପରେ ପୂର୍ବାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ଡିଜି। ଛାତ୍ରୀ ମୃତ୍ୟୁ ଘଟଣାରେ ବହୁତ କିଛି ତଥ୍ୟ କ୍ରାଇମବ୍ରାଞ୍ଚ ପାଇଛି। ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବାପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ଡିଜି।

18/07/2025
18/07/2025

ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି।‌ ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଂଗ୍ରେସ ପକ୍ଷରୁ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ପାଳନ ବେଳେ ପ୍ରାୟ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।‌ ଏହି ସମୟରେ ଜରୁରୀ କାଳୀନ ସେବା ଚାଲୁ ରହିଥିଲା

16/07/2025

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତରେ ଆଠ ଘଣ୍ଟିଆ ବନ୍ଦ ଡାକରା ବିଜେଡିର ଟାୟାର ଜାଳି ବିକ୍ଷୋଭ ଦେଖିବାକୁ ମିଳିଥିଲା

16/07/2025

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବଜାରରେ ବିଜୁ ଜନତା ଦଳର ଆଠ ଘଣ୍ଟିଆ ବନ୍ଦ ଡାକରା ଦେଖିବାକୁ ମିଳିଥିଲା

16/07/2025

ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସେ।ମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କିନ୍ନର। କଲେ କେଣ୍ଡେଲ ଶୋଭାଯାତ୍ରା। ଶତାଧିକ କିନ୍ନର ହାତରେ କେଣ୍ଡେଲ ଧରି ଏକ ବିରାଟ ଶୋଭାଯାତ୍ରାରେ

15/07/2025

ଆସନ୍ତା କାଲି ବାଲେଶ୍ବର ବନ୍ଦ। ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୈ।ମ୍ୟାଶ୍ରୀ ବିସିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା କାଲି ବିଜେଡି ପକ୍ଷରୁ ଆଠ ଘଣ୍ଟିଆ ବାଲେଶ୍ବର ବନ୍ଦ

12/07/2025

କାହିଁକି ନିଜ ଦେହରେ ନିଆଁ ଲଗାଇଲେ ଫକୀରମେହନ ବିଶ୍ୱବିଦ୍ୟାଳରେ ଛାତ୍ରୀ

Address


Website

Alerts

Be the first to know and let us send you an email when P news Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share