08/07/2025
Warning:- ଆସନ୍ତା 09/07/2025 ରିଖ ସକାଳ 7ଘଟିକା ସମୟ ରେ ହଳଦିଆ ଡ୍ୟାମ ପାଣି ଦୁଇଗୋଟି ଗେଟ ରେ ଛଡ଼ାଯିବ ତେଣୁ ସତର୍କତା ରହିବାକୁ ଅନୁରୋଧ l ବିଶେଷ କରି ରଙ୍ଗିଆମ୍, ରଘୁନାଥ ଗଞ୍ଜ, ଦାହିଗାଁ ର ଲୋକଙ୍କୁ ନାଳନିକଟକୁ ଛେଳି ଗୋରୁ ମଣିଷ ଇତ୍ୟାଦି ନ ଯିବାକୁ ଅନୁରୋଧ 🙏🏼ସମସ୍ତ PRI ମାନଙ୍କୁ ବିଶେଷ ଅନୁରୋଧ ସମସ୍ତଙ୍କୁ ସଚେତନ କରେଇବେ