ଆମ ଭୋଗରାଇ / Amo Bhograi

  • Home
  • ଆମ ଭୋଗରାଇ / Amo Bhograi

ଆମ ଭୋଗରାଇ / Amo Bhograi ଏହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ପେଜ୍ ?
(1)

 #ଦେଉଳା #ଭୋଗରାଇ  #ଆମଭୋଗରାଇ  ୋଗରାଇ
04/07/2025

#ଦେଉଳା
#ଭୋଗରାଇ
#ଆମଭୋଗରାଇ
ୋଗରାଇ



*ଯୋଗ ରେ ଶାନ୍ତି ଓ ସ୍ୱାସ୍ଥ୍ୟର ବାର୍ତ୍ତା*ଭୋଗରାଇ (୨୧ ଜୁନ): ବିଶ୍ୱ ଯୋଗ ଦିବସ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଭୋଗରାଇ, ଜଳେଶ୍ୱରପୁର...
22/06/2025

*ଯୋଗ ରେ ଶାନ୍ତି ଓ ସ୍ୱାସ୍ଥ୍ୟର ବାର୍ତ୍ତା*

ଭୋଗରାଇ (୨୧ ଜୁନ): ବିଶ୍ୱ ଯୋଗ ଦିବସ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଭୋଗରାଇ, ଜଳେଶ୍ୱରପୁରର ପ୍ରାଙ୍ଗଣ ଶାନ୍ତି ଓ ଉତ୍ସାହରେ ମୁଖରିତ ହେଉଥିଲା।ସକାଳେ ବର୍ଗୀକୃତ ଭାବେ ଛାତ୍ରଛାତ୍ରୀ,ଶୁଭେଛୁ ଅଭିଭାବକମାନେ ଯୋଗାସନ ଶିବିରରେ ଅଂଶ ଗ୍ରହଣ କରିଥିଲେ।ଏଥିରେ ପ୍ରଦୀପପ୍ରଜ୍ବଳନ ପୂର୍ବକ ବିଦ୍ୱତ ପରିଷଦର ସଦସ୍ୟ ମା.ଶ୍ରୀଯୁକ୍ତ ହରେନ୍ଦ୍ର ନାଥ ଭୋଳ,ବିଶ୍ବହିନ୍ଦୁ ପରିଷଦର ସମ୍ପାଦକ ମା.ଶ୍ରୀଯୁକ୍ତ ରାମହରି ସୁର ଉପସ୍ଥିତ ରହି ଦୈନନ୍ଦିନ ଜୀବନରେ ଯୋଗର ମହତ୍ତ୍ୱ ଉପସ୍ଥାପନ କରିଥିଲେ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମା.ଶ୍ରୀଯୁକ୍ତ ଭାଗ୍ୟଶିଷ ପତି ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ ସହ ଛାତ୍ରଛାତ୍ରୀଙ୍କୁ ଯୋଗାଭ୍ୟାସର ଗୁରୁତ୍ୱ,ଆବଶ୍ୟକତା,ଏହାର ଆଧ୍ୟାତ୍ମିକ ଓ ବିଜ୍ଞାନିକଲାଭ ସହ ତାର ସୁଫଳକୁ ସୁଦୂର ପ୍ରସାରୀ କରିବାକୁ ଆହ୍ୱାନ ଦେଇଥିଲେ।ଯୋଗ ଆଚାର୍ଯ୍ୟ ମା.ଶ୍ରୀଯୁକ୍ତ ଙ୍କ ନେତୃତ୍ୱରେ ତାରାସନ, ଅର୍ଧ ଚକ୍ରାସନ, ପଦ୍ମାସନ, ଶବାସନ,ବୃକ୍ଷାସନ, ଭୁଜଙ୍ଗାସନ ଓ ପ୍ରାଣାୟାମ ଆଦି ସହଜ ଶୈଳୀରେ କରାଯାଇଥିଲା। ପରିଶେଷରେ"ଯୋଗ କେବଳ ଶରୀରର ଅଭ୍ୟାସ ନୁହେଁ, ଏହା ଜୀବନ ଶୈଳୀ ଓ ଚିନ୍ତନ ଧାରା। ଏହା ଜୀବନରେ ଶାନ୍ତି ଓ ଆନନ୍ଦ ଆଣିଥାଏ।”-ଏହି ବାର୍ତ୍ତା ପ୍ରଦାନ କରାଯାଇ ଯୋଗାଭ୍ୟାସ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା।

'ମାଟ୍ରିକ ଚାମ୍ପିୟନ୍ସ_୨୦୨୫'ଭୋଗରାଇ ବ୍ଳକରେ ଏ୧ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ବାରା ...
13/05/2025

'ମାଟ୍ରିକ ଚାମ୍ପିୟନ୍ସ_୨୦୨୫'
ଭୋଗରାଇ ବ୍ଳକରେ ଏ୧ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳ ଏବଂ ଅନ୍ୟ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ହୋଇଥିବାରୁ ଆମେ ଭୋଗରାଇ ବାସୀ ବହୁତ ଗର୍ବିତ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଏହି ପିଲାମାନେ ଭୋଗରାଇର ନୂଆ ପରିଚୟ ସୃଷ୍ଟି କରନ୍ତୁ ।
Barendra Patra

05/05/2025
ଭୋଗରାଇ ବ୍ଲକ ସୁନାଧରବସାଣ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମୁକେଶ ଦଳାଇ ପୁରୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ରାଜ୍ୟସ୍ତରୀୟ ବା...
05/05/2025

ଭୋଗରାଇ ବ୍ଲକ ସୁନାଧରବସାଣ ଗ୍ରାମରେ ଜନ୍ମଗ୍ରହଣ କରିଥିବା ମୁକେଶ ଦଳାଇ ପୁରୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବରେ ବାଲେଶ୍ୱର ଜିଲ୍ଲାର ଉତ୍ତମ ଟୁଇଟର (ଏକ୍ସ) ମ୍ୟାନ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି।

03/05/2025

ଦୟାକରି ଭାଇଙ୍କୁ support କରନ୍ତୁ ।

 େଉଳା_ହାଟ ୋଗରାଇ
18/04/2025

େଉଳା_ହାଟ
ୋଗରାଇ

ବହୁତ ଦିନ ପରେ
17/04/2025

ବହୁତ ଦିନ ପରେ

Address


Alerts

Be the first to know and let us send you an email when ଆମ ଭୋଗରାଇ / Amo Bhograi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଆମ ଭୋଗରାଇ / Amo Bhograi:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share