
03/08/2025
'ମାସ୍ ଇଭେଣ୍ଟସ୍’ ତରଫରୁ ବନ୍ଧୁତା ଦିବସ ପାଳନ ll
ଭୁବନେଶ୍ୱର,୩/୮ : ‘ମାସ ଇଭେଣ୍ଟସ୍’ ତରଫରୁ “ବନ୍ଧୁତ୍ୱ ଦିବସ” ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ ପାଳନ କରାଯାଇଛି ।