Nandighosha TV

  • Home
  • Nandighosha TV

Nandighosha TV Nandighosha TV is Odisha's wheel of trust and truth delivering local, national and international news across broadcast and digital platforms.

15/08/2025

ଜମ୍ମୁ-କଶ୍ମୀର ବାଦଲଫଟା ବର୍ଷା, ୪୦ ମୃତ

15/08/2025

ହିମାଚଳରେ ଜଳପ୍ରଳୟ: ଛାତିଥରା ଦୃଶ୍ୟ

15/08/2025

SBI ଗ୍ରାହକଙ୍କୁ ଝଟକା

14/08/2025

ଭୋଟ ଚୋରି ପ୍ରସଙ୍ଗକୁ ନେଇ ରାଜମହଲ ଛକରୁ କଂଗ୍ରେସ ଭବନ ଯାଏଁ ମଶାଲ ଶୋଭାଯାତ୍ରା

14/08/2025

ଭୋଟ ଗଡ଼ବଡ଼ି: ସାରା ଦେଶରେ କଂଗ୍ରେସର ପ୍ରତିବାଦ ଶୋଭାଯାତ୍ରା

14/08/2025

ରାତି ପାହିଲେ ୭୯ ତମ ସ୍ବାଧୀନତା ଦିବସ । ସ୍ବାଧୀନତା ଦିବସ ପାଇଁ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା । ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ସମେତ ନର୍ଥ ବ୍ଲକ୍ ଓ ସାଉଥ୍ ବ୍ଲକରେ ସ୍ବତନ୍ତ୍ର ସାଜସଜ୍ଜା । ରାଷ୍ଟ୍ରପତି ଭବନ ଠାରୁ ଆରମ୍ଭ କରି ସଂସଦ ଭବନ ପର୍ଯ୍ୟନ୍ତ ସବୁଠି ସୁସଜ୍ଜିତ ଆଲୋକ ମାଳାରେ ଝଲସୁଛି ରାଜଧାନୀ ଦିଲ୍ଲୀ ।

14/08/2025

ଥାନା ଅଧିକାରୀଙ୍କ କ୍ୱାଟର୍ସ ପରିସରରେ ଥିବା ପିଜୁଳି ଗଛରୁ ପଡ଼ି ହୋମଗାର୍ଡଙ୍କ ମୃତ୍ୟୁ । ମୃତ ହୋମଗାର୍ଡ ହେଲେ ବିଞ୍ଝାରପୁର ବ୍ଲକ ମାଧପୁର ଗ୍ରାମର ଦୀନବନ୍ଧୁ ମଲ୍ଲିକ । ଥାନା ଅଧିକାରୀ ତାଙ୍କୁ ଗଛକୁ ଚଢାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

14/08/2025

ପୁଣି ଖାକିରେ ଲାଗିଲା ଦାଗ । ମହିଳାଙ୍କୁ ଦୁଷ୍କର୍ମ କରି ବନ୍ଧାହେଲେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର କାର୍ଯ୍ୟରତ SI ସ୍ମୃତି ସାଗର ସାମଲ । ଗୋଛାପଡା ଥାନା ପୋଲିସ ଗିରଫ କରି ଫୁଲବାଣୀ କୋର୍ଟରେ ହାଜର କରିଛି ।

14/08/2025

ପୁରୀ କୋଣାର୍କ ବିଚ କ୍ୟାଫେ ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇଟି କାର ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଗୁରୁତର । ପୁରୀରୁ ଆସୁଥିବା ଇକୋସ୍ପଟ କାର ସହ କୋଣାର୍କରୁ ଯାଉଥିବା ଇଟିକା କାର ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ପରେ ଦୁଇଟି ଗାଡ଼ିର ବେଲୁନ ଖୋଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।

14/08/2025

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମରେ ଅଭାବନୀୟ ଘଟଣା । ମାଆକୁ ହାଣି ହତ୍ୟା ନୃଶଂସ ପୁଅ । ଗୁରୁତର ଅବସ୍ଥାରେ ମା'କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ କ୍ଯାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

14/08/2025

ସ୍ବାଧୀନତା ଦିବସରେ ମଧ୍ୟାହ୍ନ ଭୋଜନ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ । ଅବଜରଭାଂଶ ଦିନରେ ବି ମଧ୍ୟାହ୍ନ ଭୋଜନ ଦେବାକୁ ନିୟମ ରହିଛି । ଏହା ନ କରି ଖାଦ୍ୟର ମିଥ୍ୟା ବିଲ କରି ଅର୍ଥ ହରି ଲୁଟ ହେଉଛି । ଯାହା ପ୍ରଧାନ ଶିକ୍ଷକ ଏସଏମଏସ ଜରିଆରେ ଜାଲ ବିଲ କରୁଛନ୍ତି।

14/08/2025

ବୋମା ଓ ଗୁଳିମାଡ଼ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

Address


Alerts

Be the first to know and let us send you an email when Nandighosha TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nandighosha TV:

Shortcuts

  • Address
  • Telephone
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share

Nandighosha TV | 24x7 News Channel

Nandighosha TV is one of the leading Odia Satellite Channels. Unbiased news reporting is our Motto. We are true to our tagline, “Aame Kahu Apanka Katha”. Search for any Info on Odisha and find it here.